Monthly Archives

December 2018

କେନ୍ଦ୍ର ସରକାରଙ୍କ ନୂଆ ବର୍ଷ ଉପହାର, ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଜାଣନ୍ତୁ ସବସିଡ ଓ ଅଣ ସବସିଡ ଯୁକ୍ତ…

କନକ ବ୍ୟୁରୋ : ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର । ଜାନୁଆରୀ ୧ ତାରିଖରୁ ଅଣ ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ପିଛା ୧୨୧ ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ସବସିଡ ଯୁକ୍ତ ସିଲିଣ୍ଡର ପିଛା ୫ ଟଙ୍କା ୯୫…

ବିଦାୟୀ ବର୍ଷର ଶେଷ ଚିଠି ! ପ୍ରାପ୍ତେଷୁ ୨୦୧୯, ପ୍ରେରକ ୨୦୧୮

କନକ ବ୍ୟୁରୋ : ନଇଁଗଲା ସୂରଜ, ଉଇଁବ ନୂଆ ସକାଳ ନେଇ । ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା । ଆସିବ ନୂଆ ସମ୍ଭାବନା ନେଇ  । ମେଳାଣି ନେଉଛି ୨୦୧୮, ଆସୁଛି ବର୍ଷ ୨୦୧୯ । ବିଦାୟ ଓ ଆଗମନ ମଧ୍ୟରେ ବ୍ୟବଧାନ ମାତ୍ର ଆଉ କିଛି ଘଣ୍ଟା । ରାତି ପାହିଲେ ନୂଆବର୍ଷ । ସ୍ମୃତି ଛାଡିଯିବ ୨୦୧୮, ଆଉ ନୂଆ ଆଶା…

ଧରାପଡ଼ିଲା ଗୋଲ୍ଡେନ୍ ବାବାଙ୍କ ଜାଲିଆତି । ଚେକରେ ତାରିଖ ବଦଳାଇ ୧୨ କୋଟି ଚଳୁ କରିବାକୁ ବନାଇଥିଲେ ଯୋଜନା, ହାତ କଡି…

କନକ ବ୍ୟୁରୋ: ଗିରଫ ହେଲା ଠକ ମାଷ୍ଟର ଗୋଲ୍ଡେନ ବାବା ଓରଫ ଜ୍ୟୋତିରଂଜନ ବେହେରା । ହାତରେ ମୋଟା ମୋଟା ସୁନା ଚେନ ପକାଇ ନିଜକୁ ଗୋଲ୍ଡେନ ବାବାଙ୍କ ନାଁରେ ପରିଚିତ କରିଥିବା ଏହି ବ୍ୟକ୍ତିଙ୍କ ହାତରେ ଏବେ ସୁନା ଚେନ ବଦଳରେ ପଡିଛି ହାତ କଡି । ନାଁ ଯେମିତି, କାରନାମା ତାହାଠୁଁ ବଳି । ଦେହରେ…

ଗଜପତିଙ୍କୁ ଟାର୍ଗେଟ କଲେ ବିଜୟ । କହିଲେ, ଶସ୍ତା ବିବୃତି ଦେଇ ଖସି ପାରିବେନି ଗଜପତି

କନକ ବ୍ୟୁରୋ : ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ଆଜି ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ୍ ନୁହେଁ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖିବା ସହ ମନ୍ଦିର…

ନୂଆବର୍ଷ ପାଇଁ ଗୁରୁପ୍ରିୟାର ବଢୁଛି ଗୁରୁତ୍ୱ । ସେତୁକୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରକୃତୀ ପ୍ରେମୀଙ୍କ…

କନକ ବ୍ୟୁରୋ: ଗତ ଜୁଲାଇ ମାସରେ ଉଦଘାଟିତ ହେଇଥିଲା ଗୁରୁପ୍ରୀୟା ସେତୁ । ସ୍ୱାଭିମାନ ଅଞ୍ଚଳରେ ହୋଇଥିବା ଏହି ସେତୁର ଏବେ ଗୁରୁତ୍ୱ ବଢିବାରେ ଲାଗିଛି । ଗୁରୁପ୍ରିୟା ସେତୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତିର ମନୋରମ ଦୃଶ୍ୟ ସହ…

ଜଗନ୍ନାଥଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବେ ନବୀନ । ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସିବାକୁ ଅନୁରୋଧ ।

କନକ ବ୍ୟୁରୋ : ଆସନ୍ତାକାଲି ନୂଆ ବର୍ଷ । ୨୦୧୮କୁ ବିଦାୟ ଦେଇ ନୂଆ ସକାଳର ନୂଆ ଆଶା ନେଇ ଆସୁଛି ୨୦୧୯ । ଆଉ ଏହି ବର୍ଷ ରାଜନୀତି ଦୁନିଆରେ ଅନେକ ଗୁରୁତ୍ୱ ବହନ କରିବ । କାରଣ ୨୦୧୯ରେ ସାଧାରଣ ନିର୍ବାଚନ ରହିଥିବାରୁ ସମସ୍ତ ରାଜନୈତିକ ଦଳମାନଙ୍କ ମନରେ ନୂଆ ଆଶା ନେଇ ଆସୁଛି ନବବର୍ଷ ।…