Daily Archives

December 30, 2018

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ! ଭୁବନେଶ୍ୱର ଆସୁଛନ୍ତି ରୁଷୀୟ ଡ୍ୟାନ୍ସର, ସୁରକ୍ଷା ନେଇ…

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଛି କାଉଂଟଡାଉନ । ଆଉ ଏଥିପାଇଁ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି  । ଜିରୋ ନାଇଟ୍ ପାଇଁ କେଉଁଠି ରହିଛି ମସ୍କିରାଇଡ୍ ଡାନ୍ସ ତ ପୁଣି କେଉଁଠି…

ଚିକିତ୍ସା ବିଜ୍ଞାନରେ ଚମତ୍କାର! ଝିଅ ବନିବ ପୁଅ, କଟକ ବଡ଼ ମେଡିକାଲରେ ଚାଲିଛି ବିରଳ ଅପରେସନ

କନକ ବ୍ୟୁରୋ : କଟକ ମେଡିକାଲରେ ହେଉଛି ବିରଳ ଅପରେସନ୍ । ଏହି ଅପରେସନ୍ ଶେଷ ହେବା ପରେ ୧୪ ବର୍ଷର ଜଣେ ଝିଅ ପାଲଟିଯିବ ପୁଅ । ଝିଅର ପରିଚୟ ଗୋପନ ରଖି ଆମେ ତାଙ୍କର ଛଦ୍ମନାମ ଦୀକ୍ଷା ବ୍ୟବହାର କରୁଛୁ । ଦୀକ୍ଷାଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ୍ ଶେଷ ହୋଇଯାଇଛି । ସର୍ଜରୀର ପୂରା ପ୍ରକ୍ରିୟା…

ଚିକିତ୍ସା ବିଜ୍ଞାନର ଚମତ୍କାର ଚିତ୍ର ! ବ୍ରେନ ସର୍ଜରୀ ଚାଲିଥିବାବେଳେ ରୋଗୀ ପଢ଼ିଲେ ହନୁମାନ ଚାଳିଶା, ଭାଇରାଲ ହେଲା…

କନକ ବ୍ୟୁରୋ : ବ୍ରେନ୍ ସର୍ଜରି ଚାଲିଥିବା ବେଳେ ରୋଗୀଙ୍କ ହନୁମାନ ଚାଳିଶା ପାଠ  । ଚକିତ କଲାଭଳି ଏଭଳି ଘଟଣା ଘଟିଛି ରାଜସ୍ଥାନ ଜୟପୁରର ନାରାୟଣ ହସ୍ପିଟାଲରେ  । ଏହି ଅପରେସନ୍ ନଭେମ୍ବର ୧୪ ତାରିଖରେ ହୋଇଥିଲା, ତେବେ ନିକଟରେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି  । ଚିକିତ୍ସା…

ସତ କହିଲା ସିସିଟିଭି ! ଶ୍ରୀମନ୍ଦିର ଭିତରର ଅଘଟଣ ନେଇ ଆଖି ଖୋଲିଲା କ୍ୟାମେରା ।

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ବିବାଦ । କେତେବେଳେ ସେବାୟତ ପୋଲିସ ଧସ୍ତାଧସ୍ତି ତ ପୁଣି କେତେବେଳେ ନାବାଳିକା ପ୍ରତି ଅସଦାଚରଣ ବ୍ୟବହାର । ମନ୍ଦିର ଭିତରେ ଘଟୁଥିବା ଏହି ଘଟଣାର ସତକୁ ସାମ୍ନାକୁ ଆଣିଛି ସିସିଟିଭି । ମନ୍ଦିର ଭିତରେ ଲାଗିଥିବା ସିସିଟିଭି ଯୋଗୁଁ ଅଭିଯୁକ୍ତ ଚିହ୍ନଟ ହୋଇ…

ନୂଆବର୍ଷରେ ରେଲୱେର ଚାକିରି ବର୍ଷା ! ୧୪ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେଉଁ ମାନେ…

ଭାରତୀୟ ରେଳବିଭାଗର ଚାକିରି ବର୍ଷା । ନୂଆବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣୁଛି ରେଳବାଇ । ଗ୍ରୁପ ସି ଓ ଡି ପରେ ଏବେ ପୁଣିଥରେ ଆଉ କିଛି ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି ଭାରତୀୟ ରେଳ ବିଭାଗ । ଯଦି ଆଶାୟୀ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥାନ୍ତି ତେବେ ଭାରତୀୟ ରେଳ…

ବିଦେଶରେ ଗାଙ୍ଗୁଲିଙ୍କ ସମକକ୍ଷ ହେଲେ କୋହଲି ! ଖୁବ୍ ଶୀଘ୍ର ବିରାଟ ଭାଙ୍ଗିବେ ଧୋନୀଙ୍କ ରେକର୍ଡ ।

ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ୧୩୭ ରନର ବଡ ବ୍ୟବଧାନରେ ଭାରତ ଘରୋଇ କଙ୍ଗାରୁ ଦଳକୁ ମାତ ଦେଇଛି । ଏହା ସହ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ବିରାଟ ବାହିନୀ । ତେବେ ଏହି ସିରିଜରେ ସବୁଠାରୁ ବଡ…