Daily Archives

December 27, 2018

ହିମାଚଳରୁ ମୋଦିଙ୍କ ଡବଲ୍ ଆଟାକ୍ ! କହିଲେ, ଚୋରଙ୍କୁ ଛାଡିବନି ଚୌକିଦାର ।

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବରଦସ୍ତ ଟାର୍ଗେଟ୍ । ଆଜି ହିମାଚଳପ୍ରଦେଶର ଧର୍ମସଭାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରକୁ ଆଜି ୧ ବର୍ଷ ପୁରା ହୋଇଛି । ଆଉ ଏହି ଅବସରରେ…

କଞ୍ଚା ପିଆଜର ଦୁର୍ଗନ୍ଧକୁ ଦୂର କରିବାକୁ ଚାହାଁନ୍ତି କି ? ତେବେ ଏହି ଉପାୟ ଆପଣାନ୍ତୁ 

ଲୋକେ ଅନେକ ସମୟରେ ଖାଦ୍ୟ ସହିତ କଞ୍ଚା ପିଆଜ ଖା ଇବାକୁ ଭଲ ପାଇଥାନ୍ତି। ତା’ବ୍ୟତୀତ ସାଲାଡରେ ବି କଞ୍ଚା ପିଆଜ ଥାଏ। ଆମେ ପଖାଳ ସହିତ କଞ୍ଚା ପିଆଜ ଖାଇବାର କଥା ଅଛି। ଏହା ଖାଇବା ପରେ ପାଖରେ ବସିଥିବା ଲୋକ ବି ଅତିଷ୍ଠ ହୋଇପଡ଼େ। ଏହି କଞ୍ଚା ପିଆଜ ଖାଇବା ପରେ ପାଟିରୁ ଏକ ପ୍ରକାରର ବାସ୍ନା…

ମତଦାନ ବେଳେ ବୁଥରେ ଧୂମପାନ ଓ ତମାଖୁ ସେବନ ନିଷେଧ: ନିର୍ବାଚନ ଆୟୋଗର ନୂଆ ଗାଇଡଲାଇନ୍ସ

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୋଲିଂ ବୁଥ୍ଗୁଡ଼ିକରେ ତମାଖୁ ସେବନକୁ ନିଷେଧ କରିଛନ୍ତି ଭାରତୀୟ ନିର୍ବାଚନ କମିସନ୍। ପ୍ରଥମ ଥର ଲାଗି ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମତଦାନ ସମୟରେ ସବୁ ପ୍ରକାରର ତମାଖୁ ସେବନ ନିଷେଧ ଲାଗି ସର୍ବଭାରତୀୟ ଆଇନ ଅଣାଯିବ ବୋଲି…

ସାମ୍ବାଦିକ ସମ୍ମିଳନୀରୁ ବଡ ସଂକେତ, ଶକ୍ତି ବଢାଉଛନ୍ତି ଅପରାଜିତା!

କନକ ବ୍ୟୁରୋ : ପୋଷ୍ଟର ବୟ ନୁହେଁ ପୋଷ୍ଟର ଲେଡି ସାଜିପାରନ୍ତି ବିଜେପି ଚେହେରା । ଆଉ ଏଥିପାଇଁ ଶକ୍ତି ସଂଗ୍ରହରେ ଲାଗି ପଡିଛନ୍ତି ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ଷଡଙ୍ଗୀ । ଏକଥା ଆମେ କହୁନୁ ବରଂ ଚା’ ଖଟିରେ ଏବେ ଏହା ହଟ ଟପିକ ପାଲଟିଛି । ଖାସକରି ମହାରଥୀଙ୍କ ବୟାନକୁ…

ଏଣିକି ୧୦୮କୁ କଲ୍ କରିବା ସମୟରେ ଆପଣଙ୍କୁ ଜଣାଇବାକୁ ପଡିବନି ଠିକଣା, ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିବ ଆମ୍ବୁଲାନ୍ସ

ଏଣିକି ଅଜଣା ଅଚିହ୍ନା ସ୍ଥାନ ବା ସହରରେ ସଡକ ଦୁର୍ଘଟଣାର ଶିକାର ହେଲେ ଆପଣଙ୍କୁ ୧୦୮ଆମ୍ବଲାନ୍ସକୁ ଡାକିବା ପାଇଁ ଆଉ ଲୋକେସନର ଦେବାକୁ ଆବଶ୍ୟକ ପଡିବ ନାହିଁ । ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଫିଚର କୌଣସି ବି ଫୋନରେ କଲ କରନ୍ତି ତେବେ ବି ଆମ୍ବୁଲାନ୍ସ ଆପଣଙ୍କଠାରୁ ବିନା ଠିକଣା ଜାଣି…

ମଝି ଆକାଶରେ ଉଡୁଥିଲା ବିମାନ ! ଖରାପ ହୋଇଗଲା ଇଞ୍ଜିନ୍, ଆଉ ତା’ପରେ…

ଥରେ ଚିନ୍ତା କରନ୍ତୁ, ଆପଣ ବିମାନରେ ଯାତ୍ରା କରୁଛନ୍ତି, ଏବଂ ଆପଣ ଜାଣିବାକୁ ପାଇଲେ ଯେ, ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି । କିଛି ଏପରି ହିଁ ଘଟିଛି ଇଣ୍ଡିଗୋର ଏ୩୨୦ ବିମାନରେ । ତାରିଖ-ଡିସେମ୍ବର ୨୩ । ପୋର୍ଟ ବ୍ଲେୟର ଠାରୁ କୋଲକାତା ପର୍ଯ୍ୟନ୍ତ ଉଡାଣ ଭରୁଥିବା ବିମାନକୁ ଅଧା ରାସ୍ତାରୁ…