Daily Archives

December 27, 2018

ବିବାଦୀୟ ବୟାନ୍ ପରେ ଦୁଃଖ ପ୍ରକାଶ କଲେ ମହାରଥୀ ! କହିଲେ ମୁଁ ସ୍ପଷ୍ଟବାଦୀ, ମୋ ମନରେ କିଛି ନାହିଁ ।

କନକ ବ୍ୟୁରୋ : କ୍ଷମା ମାଗିଲେ ମହାରଥୀ । ପିପିଲି ପୀଡିତା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଥିଲେ ସତ୍ୟର ପରିପ୍ରକାଶ ହୋଇଛି । ଏମିତିକି କେମିତି ଏହି ମାମଲାରେ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା ସେନେଇ ବି ମତ…

ଅର୍ଥନୈତିକ ସ୍ୱାଧୀନତା ଦାବି କରି ବିଜୁ ବାବୁଙ୍କୁ ଚର୍ଚ୍ଚାକୁ ଆଣିଲେ ନବୀନ । ୧୯୯୧ରେ ବିଜୁ କହିଥିଲେ, ଯଦି କେନ୍ଦ୍ର…

କନକ ବ୍ୟୁରୋ: ଅର୍ଥନୈତିକ ସ୍ୱାଧୀନତା ପାଇଁ ନବୀନଙ୍କ ଦାବି ପୁଣି ଥରେ ୧୯୯୧ରେ ବିଜୁବାବୁ କରିଥିବା ଦାବିକୁ ମନେ ପକାଇଦେଇଛି । କେନ୍ଦ୍ରୀୟ ଅବହେଳା ଅଭିଯୋଗ କରି ରାଜ୍ୟକୁ ଅଧିକ କ୍ଷମତା ଦେବାକୁ ଦାବି କରିଥିଲେ ବିଜୁବାବୁ । ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ରାଜ୍ୟର ବିକାଶ ପାଇଁ ଭିକ୍ଷା ଥାଳ…

ମହାରଥୀଙ୍କ ପାଇଁ ମହାଅଡୁଆ, ରାସ୍ତାକୁ ଓହ୍ଲାଇଲେ ବିରୋଧୀ ! ଘର ଉପରେ ଅଣ୍ଡା ଓ ଟମାଟୋ ମାଡ, ଅପରାଜିତା କହିଲେ…

କନକ ବ୍ୟୁରୋ : ପିପିଲି ପୀଡ଼ିତା ମାମଲାରେ କୋର୍ଟଙ୍କ ରାୟକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ୍ ଓଡ଼ିଶା ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି । ସତ୍ୟ ପ୍ରକାଶ ପାଇଛି ବୋଲି ଯେଉଁ ବୟାନ୍ ରଖିଥିଲେ କୃଷି ମନ୍ତ୍ରୀ, ସେହି ବୟାନ ଏବେ ତାଙ୍କୁ ବେଶ୍ ମହଙ୍ଗା…

ଅନ୍ଧ ବିଶ୍ୱାସର କରୁଣ ପରିଣତି: ମୃତ ସ୍ତ୍ରୀର ଶବକୁ ଗଛରେ ବାନ୍ଧି ପେଟ ଚିରିଲା ସ୍ୱାମୀ, ନଦୀରେ ଭସାଇ ଦେଲା ଛୁଆକୁ

କନକ ବ୍ୟୁରୋ: ଏବେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଂଚୁଛି ମଣିଷ । ଗର୍ଭସ୍ଥ ମା ମରିଯିବାରୁ ସ୍ୱାମୀ ତାର ସ୍ତ୍ରୀର ଚିରି ଶିଶୁକୁ ବାହାର କରିବା ଘଟଣା ଏବେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଚାଂଚଲ୍ୟ ସୃଷ୍ଟି କରିଛି । ପଢନ୍ତୁ କଣ ଥିଲା ପୁରା ଘଟଣା । ଏହି ଘଟଣା ଯେତିକି ଭୟାନକ, ସେତିକି…

କଣ ସତରେ ୩୫ ଏବଂ ୬୫ ଟଙ୍କା ରିଚାର୍ଜ ନକଲେ ବନ୍ଦ ହୋଇଯିବ ଆପଣଙ୍କର ସିମ୍ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଖୁବ୍ ଶୀଘ୍ର ଟେଲିକମ୍ କଂପାନୀମାନେ ବ୍ୟାଙ୍କ ଭଳି ହିଁ ଆପଣଙ୍କ ନିକଟକୁ ମେସେଜ ପଠାଇବା ଆରମ୍ଭ କରିଦେଇପାରନ୍ତି । ଆଉ ମେସେଜରେ ଆପଣଙ୍କୁ କୁହାଯିବ କି ଯଦି ଆପଣ ନିଜ ସିମକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିମାସ ଏକ ମିନିମମ ପ୍ଲାନ ରିଚାର୍ଜ କରିବାକୁ ପଡିବ । ତେବେ ଏବେଠାରୁ…

ପ୍ରଧାନମନ୍ତ୍ରୀଙ୍କ ରାଲିରେ ସାମିଲ ହେବାକୁ ଯାଉଥିଲେ ଛାତ୍ରଛାତ୍ରୀ ! ବାଟରେ ଓଲଟିଲା ବସ୍, ୩୫ ଆହତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସାମିଲ ହେବାକୁ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁଯାୟୀ, ଏହି ବସରେ ଏକ କମ୍ପ୍ୟୁଟର ସେଂଟରର ଛାତ୍ରଛାତ୍ରୀମାନେ ଯାଉଥିଲେ । ବସଟି ଅଧା ରାସ୍ତାରେ ଓଲଟି ପଡିଥିଲା । ବସ ଓଲଟିବା କାରଣରୁ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି…