Daily Archives

December 24, 2018

ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମର ଆସିଲା ରାୟ: ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ…

କନକ ବ୍ୟୁରୋ: ପିପିଲି ଗଣଦୁଷ୍କର୍ମ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଘଟଣାର ଦୁଇ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ…

ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୭ବର୍ଷ ଜେଲ୍ ଦଣ୍ଡ, ୨.୫ କୋଟି ଡଲାର…

ଭ୍ରଷ୍ଟାଚାର ବିରୋଧୀ ଅଦାଲତ ସରିଫଙ୍କ ବିରୋଧରେ ଚାଲୁଥିବା ୨ଟି ମାମଲା ଉପରେ ନିଜର ରାୟ ପ୍ରକାଶ କରିଛନ୍ତି । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୁର୍ନୀତି ମାମଲାରେ ୭ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି । ଆଜି ଆସିଲା ରାୟ । ସରିଫଙ୍କୁ ଅଲ ଅଜିଜିୟା ଷ୍ଟିଲ ମାମଲାରେ ଦୋଷୀ…

ଓଡିଶାରେ ଭ୍ରଷ୍ଟାଚାରର ଦାନବକୁ କିଏ ଦେଉଛି ଦାନାପାଣି ? ସ୍ୱଚ୍ଛତା, ଆୟୁଷ୍ମାନ ଠାରୁ କର୍ମୀଙ୍କୁ ଆହ୍ୱାନ ଯାଏଁ…

କନକ ବ୍ୟୁରୋ: ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୪ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥସହିତ ହିଁ ଖୋର୍ଧା ଗୋଳାଶା ପଡିଆରେ ଆୟୋଜିତ ଜନସଭାରେ ସାମଲ ହୋଇଥିଲେ ମୋଦି । ତେବେ ଓଡିଶାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ସହ…

ଶାଣିତ ନୁହେଁ, ସ୍ୱର ନରମିଲା । ଗୋଶାଳାରେ କମ୍ ଗର୍ଜିଲେ ଅଧିକ ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ ।

୩୪ ମିନିଟ ୩୪ ସେକେଣ୍ଡ ଥିଲା ଗୋଶାଳାରେ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଭାଷଣ । ୨୦୧୯ ନିର୍ବାଚନର ବିଗୁଲ ମୋଦି ବଜାଇବେ ବୋଲି ଦଳୀୟ କର୍ମୀ ଓ ନେତା ସମସ୍ତେ ଅନାଇ ବସିଥିଲେ । ରାଜ୍ୟ ସରକାରଙ୍କର ଦୁର୍ନୀତି ଠାରୁ ଆରମ୍ଭ କରି ତମାମ ବିଫଳତାର ହିସାବ ମାଗିବା ସହ ବିଜେପି କର୍ମୀଙ୍କ ମନରେ ନୂତନ…

ଶୀତରୁ ବଂଚିବା ପାଇଁ ଯୁବକ ଆପଣେଇଲେ ସାଘାଂତିକ ଉପାୟ : କଲେଜ୍ ଲାଇବ୍ରେରୀରେ ଲଗାଇଦେଲେ ନିଆଁ 

ସାରା ଦେଶରେ ଲାଗି ରହିଛି ଶୀତ ଲହରୀ । ଲୋକମାନେ ଥଣ୍ଡାରୁ ବଞ୍ଚିବା ପାଇଁ ନିଆଁ ପୁଇଁଛନ୍ତି। ତେବେ ଶୀତରୁ ବଞ୍ଚିବା ପାଇଁ ଜଣେ ଯୁବକ ଇଣ୍ଟର କଲେଜର ଏକ ଲାଇବ୍ରେରୀରେ ନିଆଁ ଲଗାଇ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଖେତାଡି ଅଞ୍ଚଳରେ ଘଟିଛି। ଶୀତ କୋପରୁ ରକ୍ଷା…

ପ୍ରକୃତିର ତାଣ୍ଡବ : ଇଣ୍ଡୋନେସିଆରେ ହିଁ କାହିଁକି ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆସେ ?

ସୁନାମୀ ଦ୍ୱାରା ଇଣ୍ଡୋନେସିଆରେ ପ୍ରବଳ ବିନାଶ ଘଟିଛି । ଇଣ୍ଡୋନେସିଆରେ ଆଗ୍ନେୟଗିରି ଫାଟିବା ଦ୍ୱାରା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ି ୨୮୧ ପର୍ଯ୍ୟନ୍ତ ପହଂଚିଯାଇଛି ଏବଂ ପାଖାପାଖି ୮୦୦ ଲୋକ ଆହତ ହୋଇଛନ୍ତି । ଏହି ସୁନାମୀ କାରଣରୁ ପାଖାପାଖି ୨୦ ମିଟର ଉଚ୍ଚ ଲହଡି ଉଠିଲା, ଯଦ୍ୱାରା ଅନେକ…