Daily Archives

December 18, 2018

ବିକ୍ରି ହେଲେ ଯୁବରାଜ ସିଂହ ! ୧ କୋଟି ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ ଅଲୋଡା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ, ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଯୁବରାଜ ସିଂହଙ୍କର ବେସ୍ ପ୍ରାଇସ ୧ କୋଟି ଟଙ୍କା ଥିବା ବେଳେ ପ୍ରଥମ ଡାକରେ ୧ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ଯୁବରାଜଙ୍କୁ…

କଂଗ୍ରେସ ରାସ୍ତାରେ ବିଜେପି ! ୨୫ ପ୍ରତିଶତ କୃଷିଋଣ ଛାଡ କଲା ବିଜେପି ଶାସିତ ରାଜ୍ୟ ଆସାମ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ କରିବାକୁ ଛାଡ କରିବାକୁ ଘୋଷଣା କରିବା ପରେ ବିଜେପି ମଧ୍ୟ ଏହି ରଣନୀତିକୁ ଆପଣେଇଛି । ବିଜେପି ଶାସିତ ରାଜ୍ୟ ଆସାମରେ ଛାଡ଼ ହୋଇଛି କୃଷିଋଣ । ୩ଟି ରାଜ୍ୟରେ ବିଜେପିଠାରୁ କଂଗ୍ରେସ କ୍ଷମତା ଛଡାଇ ନେବା ପରେ…

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜାଗି ପଣ୍ଡା ଭେଟିବା ପରେ ଜୋର ଧରିଲା ଚର୍ଚ୍ଚା ! ବିଜେପିରେ ଯୋଗଦେଇପାରନ୍ତି ବୈଜୟନ୍ତ…

କନକ ବ୍ୟୁରୋ : ବିଜେପିରେ ମିଶିପାରନ୍ତି ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ  ଏହି ମିଶ୍ରଣ ପର୍ବ ଅନୁଷ୍ଠିତ…

ପାଣିରେ ବୁଡ଼ିଲା ସୁନାର ଫସଲ ! ପେଥାଇ ମାଡରେ ଧୋଇଗଲା ଧାନ ଏବଂ ପରିବା ଚାଷ

କନକ ବ୍ୟୁରୋ : ବାତ୍ୟା ପେଥାଇ ଧୋଇଦେଲା ସୁନାର ଫସଲ । ଦୁଇ ଦିନର ଲଗାଣ ବର୍ଷାରେ ବିଲରେ ଆଠୁଏ ଉଚର ପାଣି ଜମି ରହିଛି । କେଉଁଠି ଅମଳ ଫସଲ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ପନିପରିବା । ବର୍ଷା ଦାଉରୁ ରକ୍ଷା ପାଇନି ଚାଷୀର କପା ଫସଲ । ବିଲରେ ଭିଜୁଛି ପାଚିଲା ଧାନ । ଉଜୁଡି…

ଚାଷୀ ଋଣ ଛାଡ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ ! ରାହୁଲ କହିଲେ, ଋଣ ଛାଡ ନହେବା ଯାଏଁ ମୋଦିଙ୍କୁ ଶାନ୍ତିରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ । ଏହି ତିନୋଟି ରାଜ୍ୟରେ ନିଜ ପତିଆରା ଜାହିର କରିବା ପରେ ଏବେ ଚର୍ଚ୍ଚାରେ ରହିଛି କଂଗ୍ରେସ । ଶାସନ ଗାଦି ସମ୍ଭାଳିବାର କିଛିଟା ସମୟ ପରେ ବଡ ଘୋଷଣା କରିଥିଲା କଂଗ୍ରେସ । କୃଷକଙ୍କ ରୁଣ ଛାଡ କରିବା ସହ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି…

କୋଳାକୋଳି ପରେ କଳି ! ବିଜୁ ସମତା କ୍ରାନ୍ତି ଦଳକୁ ନେଇ ଦାମ ଓ ବ୍ରଜଙ୍କ ଭିତରେ ଫାଟ

କନକ ବ୍ୟୁରୋ : ସମତା କ୍ରାନ୍ତି ଦଳରେ ଦାମୋଦର ରାଉତ ସାମିଲ ହେବା ପରେ ବିଜୁ ସମତା କ୍ରାନ୍ତି ଦଳ କଥା ଉଠିଲା । ହେଲେ ଏବେ ଦାମୋଦର ରାଉତ କହିଛନ୍ତି ସେ ଏକ ନୂଆଦଳ ଗଠନ କରିବାକୁ ଯାଉଛନ୍ତି । ସମତା କ୍ରାନ୍ତି ଦଳ ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ ଏବଂ ଦାମୋଦର ରାଉତଙ୍କ ମଧ୍ୟରେ ଫାଟ ସୃଷ୍ଟି…