Daily Archives

December 17, 2018

ବେଲଜିୟମ ହକି ଖେଳାଳିଙ୍କ ସ୍ପୋର୍ଟ୍ସମ୍ୟାନ ସ୍ପିରିଟ୍ ! ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ପଡିଆକୁ ଓହ୍ଲାଇଥିଲେ,…

କନକ ବ୍ୟୁରୋ : ଦେଶ ପାଇଁ ବ୍ୟକ୍ତିଗତ ଭାବପ୍ରବଣତାକୁ ପଛରେ ପକାଇଲେ ବେଲଜିୟମର ମିଡ୍ ଫିଲଡର ସାଇମନ ଗଗନାର୍ଡ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚର କିଛି ସମୟ ପୂର୍ବରୁ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ ମଧ୍ୟ ପଡିଆକୁ ଓହ୍ଲାଇଥିଲେ ସାଇମନ । ଆଉ ସମସ୍ତ ଖେଳାଳି କଳାବ୍ୟାଚ୍ ପିନ୍ଧି ଏହି…

ଟିମ ଇଣ୍ଡିଆ ପାଇଁ ଖୁସି ଖବର । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳରେ ଯୋଗ ଦେଇ ପାରନ୍ତି ଏହି ଷ୍ଟାର ଖେଳାଳି

ରୋମାଞ୍ଚକର ସ୍ଥିତିରେ ଏବେ ପର୍ଥ ଟେଷ୍ଟ । ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଏବେ ଏହି ଟେଷ୍ଟକୁ ଜିତିବାର ସୁଯୋଗ ରହିଛି । ଅନ୍ତିମ ଦିନରେ ଭାରତକୁ ୧୭୫ ରନର ଆବଶ୍ୟକତା ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ମାତ୍ର ୫ଟି ୱିକେଟ । ଆଉ ଏଭଳି ସ୍ଥିତିରେ ଭାରତର ବିଜୟ ସମ୍ଭାବନା କ୍ଷୀଣ ଥିବା ବେଳେ…

ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ପେଥାଇ’ ! ଉପକୂଳରେ ୪୦ରୁ ୮୦ କିମି ବେଗରେ ବୋହୁଛି ପବନ, ଦକ୍ଷିଣ ଓଡିଶାରେ ବର୍ଷା…

କନକ ବ୍ୟୁରୋ : ବାତ୍ୟା ପେଥାଇ ଆଜି ଦିନ ପ୍ରାୟ ୨ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏହି ସମୟରେ ଘଂଟାପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବୋହିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯାଇଥିଲା । ତେବେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଗଛ ଏବଂ…

ଗଣତନ୍ତ୍ରରେ ଏଭଳି ଚିତ୍ର କମ ଦେଖିବାକୁ ମିଳେ ! ଶିବରାଜଙ୍କ ହାତ ଧରିଲେ କମଲନାଥ, ଏହା ପଛରେ ରହିଛି କି ରାହୁଲଙ୍କ ହାତ…

ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କମଲନାଥ । ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଆଜି ୨.୩୦ ମିନିଟ୍ ସମୟରେ କମଲନାଥଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏନସିପି ଅଧ୍ୟକ୍ଷ ଶରଦ…

କ୍ୟାନସର ପୀଡ଼ିତ ଛୋଟ ଛୁଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ! ଅହମଦାବାଦ ସତ୍ୟସାଇ ହାର୍ଟ ହସ୍ପିଟାଲରେ ଓଡ଼ିଆ ରୋଗୀଙ୍କ ସହ…

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁରଟ ଗସ୍ତରେ ଯାଇଛନ୍ତି । ତେବେ ସେ ପ୍ରଥମେ ଅହମଦାବାଦର ସତ୍ୟସାଇ ହାର୍ଟ ହସ୍ପିଟାଲ ପହଞ୍ଚ ରୋଗୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟସାଇ ହାର୍ଟ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ଓଡ଼ିଆ ରୋଗୀଙ୍କୁ…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ! କହିଲେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପ ୨୦୧୮ର ସଫଳ ଆୟୋଜନ ନେଇ ଆଜି ପ୍ରଧାନମନ୍ତ୍ରୀ, ନବୀନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ସାହପ୍ରଦ ବାର୍ତ୍ତା ପାଇଁ ତାଙ୍କୁ…