Daily Archives

December 14, 2018

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦପୁରରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ଏକ କିଲୋମିଟର ମଧ୍ୟରେ ମରାଯିବ ସବୁ କୁକୁଡା

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି ।  ବିଭିନ୍ନ ଗାଁରେ ବାର୍ଡ ଫ୍ଲ ଚିହ୍ନଟ ହୋଇଥିବା କୃଷି ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ପ୍ରତିକାର ପାଇଁ କୃଷ୍ଣପ୍ରସାଦକୁ ବିଶେଷଜ୍ଞ ଦଳ ଯାଇଛନ୍ତି । ବାର୍ଡ ଫ୍ଲୁ…

ମଣ୍ଡିରୁ ଉଠି ପାରୁନି ଧାନ: କଳାହାଣ୍ଡିରେ ମିଲରଙ୍କ ମନମୁଖୀ କାରବାର,କଟନି ଛଟନିକୁ ଚାଷୀଙ୍କ ବିରୋଧ

କନକ ବ୍ୟୁରୋ : ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ମଣ୍ଡି ଖୋଲି ସରକାର ଧାନ ସଂଗ୍ରହ କରୁଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ମଣ୍ଡିରେ କିଭଳି ଧାନ କିଣା ବିକା ଚାଲିଛି ଓ ଶୀତ, କାକରରେ ରାତି ଅନିଦ୍ରା ହୋଇ ଧାନ ଜଗିଛି ତାରା ଅନୁସନ୍ଧାନ କରିଛି କନକ…

୩ଟି ରାଜ୍ୟରେ ଝଡିଲା ପଦ୍ମ । ଧର୍ମେନ୍ଦ୍ର କହିଲେ, ଓଡିଶାରେ ବିଜେପି ପାଇଁ ସମ୍ଭାବନା ସୃଷ୍ଟି କରିଛି ଏହି ଫଳାଫଳ 

କନକ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ପରାଜୟ ଭିତରେ କିନ୍ତୁ ନୂଆ ସମ୍ଭାବନା ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ମଧ୍ୟପ୍ରଦେଶ ଓ ଛତିଶଗଡ ପରି ଓଡିଶାରେ ମଧ୍ୟ ସରକାର ବିରୋଧୀ ହାୱା କାମ ଦେବ  ।ଏବଂ ଏହା ପରିବର୍ତନର ମୁଖ୍ୟ କାରଣ ହେବ ବୋଲି…

ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ କେବଳ ଗରମ କପଡା ଯଥେଷ୍ଟ ନୁହେଁ : ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ…

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଭିତରୁ ଦୁର୍ବଳ ରହିବେ, ତେବେ ବାହାରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ଶରୀର ଗରମ ହେବ…

ରାଫେଲ ରାଜନୀତିରେ ବିଜେପିର ବିଜୟ : ମୋଦି ସରକାରଙ୍କୁ ‘ସୁପ୍ରିମ୍’ କ୍ଲିନଚିଟ୍

କନକ ବ୍ୟୁରୋ : କେନ୍ଦ୍ରର ମୋଦି ସରକାରଙ୍କୁ ଆଜି ମିଳିଛି ବଡ ଆଶ୍ୱସ୍ତି । ଦୀର୍ଘ ଦିନ ହେବ ବିରୋଧୀ ଦଳ ଉଠାଇ ଆସିଥିବା ରାଫେଲ ଡିଲ ମାମଲାରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ।  ରାଫେଲ ଡିଲ୍ ମାମଲାରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି…

ରାଫେଲ ଡିଲ୍ ମାମଲାରେ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ : କହିଲେ, ଚୌକିଦାର ହି ଚୋର ଏହା ମୁଁ ସାବ୍ୟସ୍ତ କରିଦେବି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ କେବେ ସାମ୍ବାଦିକ ସମ୍ମିଳନୀ କାହିଁକି କରନ୍ତିନି । ରାଫେଲ ମାମଲାରେ ବି ମୋଦି କିଛି କୁହନ୍ତିନି । ଏହି ମାମଲାରେ ଅରୁଣ…