Daily Archives

December 12, 2018

ସେମିଫାଇନାଲରେ ପହଞ୍ଚିଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ! କାଲି ଭାରତ ପାଇଁ ଚ୍ୟାଲେଞ୍ଜ ।

ହକି ବିଶ୍ୱକପ ୨୦୧୮ ସେମିଫାଇନାଲରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଏବଂ ଇଲଂଣ୍ଡ । ହକି ବିଶ୍ୱକପରେ ଆଜି ଖେଳାଯାଇଥିଲା ଦୁଇଟି କ୍ୱାର୍ଟର ଫାଇନାଲ ମୁକାବିଲା । ଆଜି ପ୍ରଥମ କ୍ୱାର୍ଟର ଫାଇନାଲ ଲଢେଇରେ ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଜୟୀ…

ଅଜାଣତରେ ଭିଭିଆଇପି ଲାଉଞ୍ଜରେ ପଶିଥିଲେ ବୋଲି… ! ଭାରତୀୟ ହକି ଖେଳାଳିଙ୍କୁ ଏମିତି କଟୁ ଭାଷାରେ ଗାଳି କଲେ ହକି…

କନକ ବ୍ୟୁରୋ : ଆସନ୍ତାକାଲି ହକି ବିଶ୍ୱକପର କ୍ୱାଟରଫାଇନାଲରେ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଭାରତୀୟ ହକି ଟିମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ହକି ବିଶ୍ୱକପର କ୍ରସ ଓଭର ମ୍ୟାଚ୍ ସମୟରେ ଅଜାଣତରେ ଭିଭିଆଇପି…

୨୦୧୯ ପୂର୍ବରୁ ଓଡିଶାରେ ରଣନୀତି ଆରମ୍ଭ କଲା କଂଗ୍ରେସ ! ଜନ ସମର୍ଥନ ପାଇଁ ହାତ ଦଳର ବଡ଼ ବଡ଼ ଘୋଷଣା ।

କନକ ବ୍ୟୁରୋ : ନିର୍ବାଚନ ଜିତିବାର ଫମୁର୍ଲା କଣ ? ନେତାଙ୍କ କେଉଁ ଫର୍ମୁଲା ଜନତାକୁ ଆକୃଷ୍ଟ କରିଥାଏ । ହୁଏତ ତେଲେଙ୍ଗାନା ନିର୍ବାଚନ ଫଳାଫଳ ଏବଂ କେସିଆରଙ୍କ ରଣନୀତି ଦେଖିଲେ ଏହା ଆଉ ଅବୁଝା ରହିବ ନାହିଁ  । ଜନମଙ୍ଗଳକାରୀ ଯୋଜନାକୁ ପାଥେୟ କରି ଲୋକଙ୍କ ଖୁବ ନିକଟତର ହୋଇଛନ୍ତି କେସିଆର ।…

ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶକ୍ତିକାନ୍ତ ଦାସ! ସାମ୍ନାରେ ବଡ ଚ୍ୟାଲେଞ୍ଜ, ସରକାରଙ୍କ ଆଗରେ…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । କିନ୍ତୁ ଶକ୍ତିକାନ୍ତ ଏକ ଏଭଳି ସମୟରେ ଦାୟିତ୍ୱ ନେଇଛନ୍ତି ଯେତେବେଳେ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ନେଇ ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ରିଜର୍ଭ…

କାହାର ହେବ ରାଜ୍ ତିଲକ୍ ? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ, ନିଷ୍ପତ୍ତି ନେବେ ରାହୁଲ…

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବା ପରେ ଏବେ ସରକାର ଗଠନ ପ୍ରକିୟା ଆରମ୍ଭ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଛି । ଏହି ସ୍ୱାଭାବିକ ପ୍ରକ୍ରିୟା ଭିତରେ ଦ୍ୱନ୍ଦ୍ୱ ଉପୁଜିଛି ମୁଖ୍ୟମନ୍ତ୍ରୀ ଆସନକୁ ନେଇ । ମଧ୍ୟପ୍ରଦେଶ…

ରାହୁଲଙ୍କୁ ରକ୍ତର ଚିଠି ! ପାଇଲଟଙ୍କ ପାଇଁ ଯୁକ୍ତି ବାଢିଲେ କଂଗ୍ରେସ କର୍ମୀ ।

ରାଜସ୍ଥାନରେ ରାଜେଙ୍କୁ ହଟାଇ ରାଜ କରିଛି କଂଗ୍ରେସ । ପୁଣି ଥରେ ରାଜସ୍ଥାନର ରାଜ ସିଂହାସନ କଂଗ୍ରେସ କବଜାକୁ ଆସିଛି । ରାଜସ୍ଥାନ ନିର୍ବାଚନରେ ବିଜୟ ହାସଲ କରିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଯେତିକି ଖୁସି ଦେଇଛି, ତାଠାରୁ ଅଧିକ ଦ୍ୱନ୍ଦରେ ପକାଇଛି । କିଏ ହେବ ରାଜସ୍ଥାନର…