Daily Archives

December 11, 2018

ତେଲେଙ୍ଗାନାରେ କେସିଆର୍ ଉଡ଼ାଇଲେ ବିଜୟବାନା : ଜାଣନ୍ତୁ ଆଂଚଳିକ ଦଳକୁ ବହୁମତ ମିଳିବା ପଛର କାହାଣୀ

କନକ ବ୍ୟୁରୋ : ତେଲେଙ୍ଗାନାରେ ଏକ ଆଂଚଳିକ ଦଳ ଭାବେ ପ୍ରଭାବଶାଳୀ ବୋଲି ପୁଣି ଥରେ ପ୍ରମାଣିତ କରିଛି ଟିଆରଏସ । ଦଳ ସୁପ୍ରିମୋ କେ ଚନ୍ଦ୍ର ଶେଖର ରାଓ ଜନତାଙ୍କ ସମର୍ଥନ ପାଇବାରେ ସକ୍ଷମ ହୋଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି କେସିଆର ଏବଂ ତାଙ୍କ ଦଳକୁ କାହିଁକି ଏତେ ସମର୍ଥନ ମିଳିଲା ।…

ଓଡ଼ିଶା ରାଜନୀତି ଉପରେ କ’ଣ ପ୍ରଭାବ ପକାଇବ ସେମିଫାଇନାଲ? ରାଜ୍ୟରେ ବଦଳିବ କି କଂଗ୍ରେସର ସମୀକରଣ ?

କନକ ବ୍ୟୁରୋ : ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ୨୦୧୯ରେ ଓଡିଶା ରାଜନୀତି ଉପରେ କଣ ପ୍ରଭାବ ରହିବ । କଣ ଓଡିଶାରେ କଂଗ୍ରେସର ସମୀକରଣ ବଦଳିବ । ଆଂଟି ଇନକମବାନ୍ସି ଫ୍ୟାକ୍ଟର କାମ କରିବ କି ଓଡିଶାରେ । ଫାଇଦାରେ କିଏ ରହିବ କଂଗ୍ରେସ ନା ବିଜେପି । ନା ଆଂଚଳିକ ଦଳ ତାର…

ଓଡିଆ ପୁଅ ହାତରେ ଭାରତର ରାଜକୋଷର ଚାବିକାଠି! ପ୍ରଥମ ଓଡିଆ ଭାବେ ଶକ୍ତିକାନ୍ତ ଦାସ ହେଲେ ଆରବିଆଇର ନୂଆ ଗଭର୍ଣ୍ଣର

କନକ ବ୍ୟୁରୋ :ଆରବିଆଇର ନୂଆ ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ ଦାସ । ବର୍ତମାନ ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଏହା ସହ ପ୍ରଥମ ଓଡିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇ…

ବିଜେପିକୁ ନବୀନଙ୍କ ‘ଚାଷୀ’ ବାଣ ! ୫ ରାଜ୍ୟର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ନବୀନ ।

କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳକୁ ନେଇ ବିଜେପି ଶିବିରରେ ଛନକା ପସିଥିବାବେଳେ ଓଡ଼ିଶାରୁ ତୀର ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ବିଜେପି ନିଜ ନୀତି ଯୋଗୁଁ ଏଭଳି ପରାଜୟ ଦ୍ୱାରା ଦେଖିଛି । କାରଣ ଯେଉଁ ସବୁ ରାଜ୍ୟ ବିଜେପି ହାତରୁ ଖସିଛି ସେଗୁଡ଼ିକ ଦେଶର…

୧୫ ବର୍ଷ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ ।

କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ । ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରମଣ । ନିଜର ଇସ୍ତଫାପତ୍ର ସେ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ରମଣ । ଫଳାଫଳକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରମଣ…

ନିର୍ବାଚନ ଫଳାଫଳକୁ ନେଇ ମମତାଙ୍କ ବଡ ବୟାନ : କହିଲେ, ସେମିଫାଇନାଲରୁ ସାବ୍ୟସ୍ତ ହେଉଛି କି ବିଜେପିର ସ୍ଥାନ କେଉଁଠି ବି…

ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ଭୋଟ୍ ଗଣନା ସମୟରେ ଆସୁଥିବା ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, “୨୦୧୯ରେ ହେବାକୁ ଥିବା ‘ଫାଇନାଲ ମ୍ୟାଚ୍’ ପୂର୍ବରୁ,…