Daily Archives

December 7, 2018

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ରୋମାଣ୍ଟିକ୍ ଚଳଚ୍ଚିତ୍ର ‘କେଦାରନାଥ’ ! ଉତ୍ତରାଖଣ୍ଡରେ ବ୍ୟାନ୍ ହେଲା ଫିଲ୍ମ ।

କନକ ବ୍ୟୁରୋ : ସାରା ଅଲିଖାନଙ୍କ ଡେବ୍ୟୁ ଫିଲ୍ମ କେଦାରନାଥ ଆଜି ପରଦାକୁ ଆସିଛି । ହେଲେ ଏହି ଫିଲ୍ମକୁ ଉତ୍ତରାଖଣ୍ଡରେ ବ୍ୟାନ କରାଯାଇଛି । କେଦାରନାଥ ମନ୍ଦିରର ପୂଜାରିମାନେ ଏହି ଫିଲ୍ମକୁ ବିରୋଧ କରିଛନ୍ତି । ସେପଟେ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ଫିଲ୍ମ ଉପରେ ବ୍ୟାନ ନ କରିବାକୁ ମନା…

ହନୁମାନଙ୍କ ଜାତିକୁ ନେଇ ଯୋଗିଙ୍କ ବୟାନ ପରେ ତେଜିଲା ବିବାଦ ! ହନୁମାନଙ୍କ ପ୍ରମାଣପତ୍ର ତିଆରି ପାଇଁ ଜିଲ୍ଲା…

ଭାଗବାନ ହନୁମାନଙ୍କ ଜାତି ନେଇ ରାଜସ୍ଥାନରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ । ହନୁମାନଙ୍କ ଜାତି ନେଇ ଯୋଗୀ ଆଦିତ୍ୟନାଥଙ୍କ ବୟାନ ସାରା ରାଜ୍ୟରେ ଏକ ଅସନ୍ତୋଷର ମାହୋଲ ସୃଷ୍ଟି କରିଛି । ଏଥି ସବୁ ମଧ୍ୟରେ ବାରଣାସୀରେ ସମାଜବାଦି ପାର୍ଟି ତରଫରୁ ଜିଲ୍ଲା ପ୍ରଶାସନକୁ ହନୁମାନଙ୍କ ଜାତି…

ମୋଦି ସରକାରଙ୍କ ଜଳ କୂଟନୀତି ! ରବି ନଦୀରେ ଡ୍ୟାମ୍ ତିଆରି କରିବ ଭାରତ, ପାକିସ୍ତାନକୁ କମିବ ଜଳପ୍ରବାହ । 

କନକ ବ୍ୟୁରୋ : ମୋଦି ସରକାରର ଜଳ କୂଟନୀତି  । ରବି ନଦୀରେ ଡ୍ୟାମ୍ ତିଆରି କରିବ ଭାରତ  । ଏହି ଡ୍ୟାମ୍ ତିଆରି ହେଲେ ପାକିସ୍ତାନକୁ ଜଳପ୍ରବାହ କମିବ  । ଜାମ୍ମୁ ଓ କାଶ୍ମୀରରେ ରବି ନଦୀରେ ଡ୍ୟାମ୍ ତିଆରି ପାଇଁ ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର  । ରବି ନଦୀରେ ଡ୍ୟାମ୍…

ତେଲେଙ୍ଗାନାରେ ପୁଣିଥରେ ଚାଲିବ କେସିଆରଙ୍କ ଯାଦୁ! ସରକାର ଗଢିପାରେ ଟିଆରଏସ, ପାଖ ମାଡିପାରିବେନି କଂଗ୍ରେସ ଓ ବିଜେପି!

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏକଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସମସ୍ତଙ୍କ ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ…

ତେଲ କଳାବଜାରିକୁ ନେଇ ନୂଆ ଯୋଜନା ! ଖୁଚୁରା ବଜାରରେ ମିଳିବ ପେଟ୍ରୋଲ୍ ଓ ଡିଜେଲ ।

କନକ ବ୍ୟୁରୋ : ଖୁଚୁରା ବଜାରରେ ମିଳିବ ଡ଼ିଜେଲ ଓ ପେଟ୍ରୋଲ । କୋରାପୁଟ ଜିଲ୍ଳାରେ ଖୋଲିବ ଆହୁରି ୯୩ ଟି ନୂଆ ପେଟ୍ରୋଲ ପମ୍ପ । ପମ୍ପ ଖୋଲିବା ପାଇଁ ଅନଲାଇନରେ ଆବେଦନ କରିିବେ ବିକ୍ରେତା । ତେଲ କମ୍ପାନୀ ମାନଙ୍କ ଏଭଳି   ନିତିକୁ   ବିରୋଧ କରିଛନ୍ତି ପୁରୁଣା ପେଟ୍ରୋଲପମ୍ପ ମାଲିକମାନେ ।…

ମଧ୍ୟପ୍ରଦେଶରେ ସରକାର ଗଢିବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଜୋରଦାର ଟକ୍କର, ଟ୍ରମ୍ପକାର୍ଡ ସାଜିପାରନ୍ତି…

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏକଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ଆଉ ଏହି ସର୍ଭେ ରିପୋର୍ଟ ଅନୁଯାୟୀ,…