Daily Archives

December 5, 2018

ନାସିକରେ ୧ ଟଙ୍କାରେ ମିଳୁଛି ପିଆଜ, ଓଡ଼ିଶାରେ ଚଢା ଦର ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ

କନକ ବ୍ୟୁରୋ : ମହାରାଷ୍ଟ୍ରର ନାସିକରେ ଏବେ ପିଆଜ କିଲୋପ୍ରତି ୧ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏତେ ହୋଇଛି ଯେ, ପିଆଜ ସଂରକ୍ଷିତ ନରଖିପାରି ଚାଷୀ ବାଧ୍ୟ ହୋଇ ତାକୁ ପୋତି ଦେଉଛି । ଏପଟେ ଓଡିଶାରେ ୨୦ ରୁ ୨୨ ଟଙ୍କାରେ ବିକ୍ରି ହେଉଛି ପିଆଜ । ୧ଟଙ୍କାର ପିଆଜ, ଓଡିଶା ଆସୁ ଆସୁ ୨୦…

ନିର୍ବାଚନୀ ଋତୁରେ ଦିଲ୍ଲୀ ହଲଚଲ । ଖୋଲିବ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ଭାନୁମତି ପେଡି, ଭାରତରେ ପହଞ୍ଚିଲା…

କନକ ବ୍ୟୁରୋ : ୩୬ ଶହ କୋଟିର ଭିଭିଆଇପି ଚପର ସ୍କାମର ମଧ୍ୟସ୍ଥତା କରିଥିବା ଖ୍ରିଷ୍ଟିଆନା ମିସେଲକୁ ଭାରତ ଅଣାଯାଇଛି । ୟୁଏଇ ସହ ପ୍ରତ୍ୟର୍ପଣ ଚୁକ୍ତି ବଳରେ ସରକାର ମିସେଲଙ୍କୁ ଦିଲ୍ଲୀ ଆଣିଛନ୍ତି । ଆଉ ଭାରତ ମାଟିରେ ପାଦ ଦେଉ ଦେଉ ତାକୁ ପଚରା ଉଚରା କରିଛି ସିବିଆଇ । ଫ୍ରାନ୍ସ ସହ ରାଫେଲ…

ଉଜ୍ଜଳ ହେବ ଗୁଜୁରାଟ୍ ଭବିଷ୍ୟତ ! ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ମାଲାମାଲ ହେବେ ସରକାର । 

ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ନର୍ମଦା ନଦୀ ଉପରେ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣକୁ ନେଇ ଏ ପର‌୍ୟ୍ୟନ୍ତ ଦେଶରେ ବାଦବିବାଦ ଲାଗି ରହିଛି । ଏକ ମୂର୍ତ୍ତି ନିର୍ମାଣ ଲାଗି ଏତେ ଅର୍ଥ ଖର୍ଚ୍ଚ କରିବାକୁ ଅନେକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ଖୋଲୁଛି ଡାର୍ଟି ଡାଡିଙ୍କ ପାପର ପେଡି । ଜେରା ବେଳେ ସତ ଓଗାଳିଲେ, କହିଲେ  ଓଡିଶାର ନୁହେଁ ପଶ୍ଚିମବଙ୍ଗରେ ପିଲାଙ୍କର…

କନକ ବ୍ୟୁରୋ : ଖୋଲୁଛି ଗୁଡ୍ ନ୍ୟୁଜ୍ ଇଣ୍ଡିଆର ପାପର ପେଡି । ପୁଲିସ୍ ଜେରା ବେଳେ ସତ ଓଗାଳିଛି ଫୟାଜ ରହେମାନ । ସେଲଟର ହୋମ ସହ ବିଦେଶୀ ଲିଙ୍କ ଥିବା କଥା ସ୍ୱୀକାର କରିଛି ଫୟାଜ୍ । ଧର୍ମାନ୍ତୀକରଣ ନେଇ ରେହମାନ କହିଛି-ଓଡିଶାରେ ନୁହଁ ବରଂ ପଶ୍ଚିମବଙ୍ଗ ନେଇ ପିଲାଙ୍କ ଧର୍ମ ପରିବର୍ତନ…

ଅଭିନୟରୁ ଅବସର ନେବେ ଅଭିନେତା କମଲ୍ ହାସଲ ! ଏହା ହେବ ତାଙ୍କ ଶେଷ ସିନେମା । 

ହିନ୍ଦୀ ଏବଂ ସାଉଥ୍ ଫିଲ୍ମରେ କାମ କରି ଦେଶର ଲୋକମାନଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଅଭିନେତା କମଲ ହସନ । ଅଭିନୟର ଯାଦୁରେ ସେ ନିଜର ହଜାର ହଜାର ପ୍ରଶଂସକ ବନାଇଥିବା ବେଳେ ଏବେ ତାଙ୍କୁ ଏକ ଖରାପ ଖବର ଦେବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ସେ ଅଭିନୟ…

ଭିମସାର ନିର୍ଦ୍ଦେଶକଙ୍କ ଲୁଣ ଚିକିତ୍ସା । କ୍ୟାନସର ରୋଗୀଙ୍କ ପେଟରେ ପୁଳାପୁଳା ଲୁଣ ଦେବାରୁ ବଢିଗଲା ସୋଡିୟମ ମାତ୍ରା,…

କନକ ବ୍ୟୁରୋ : ଲୁଣ ଚିକିତ୍ସା ନେଇଗଲା ରୋଗୀର ଜୀବନ । ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପୋଚାର ବେଳେ ଲୁଣ ପ୍ରଯୋଗ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ପୁଣିି ଅଭିଯୋଗ ଆଣିଛନ୍ତି ଜୁନିୟର ଡାକ୍ତର ସଂଘ । କିନ୍ତୁ ଏଥର ତଥ୍ୟପ୍ରମାଣ ଏବଂ ମୃତ…