Daily Archives

December 4, 2018

ଅଭିଜିତଙ୍କୁ ମିଳିଲା କ୍ଷମା ! ନିଃସର୍ତ କ୍ଷମା ପ୍ରାର୍ଥନା ପରେ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ…

କନକ ବ୍ୟୁରୋ : ଶେଷରେ ଅଭିଜିତ୍ ଆୟାରଙ୍କୁ କ୍ଷମା କଲେ ରାଜ୍ୟ ସରକାର । ଜେଲରୁ ମୁକୁଳିବେ ଅଭିଜିତ୍ ଆୟାର ମିତ୍ର । ଅଭିଜିତଙ୍କ ବିରୋଧରେ ହେବନାହିଁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଭିଜିତ୍…

ଅବଢା ଦର କେତେ ହେବ ରୋଷେଇ କରି ସ୍ଥିତି ପରଖିଲା ମନ୍ଦିର ପ୍ରଶାସନ ।

ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ଆଜି ଅବଢ଼ା ରୋଷେଇ ହୋଇଛି । ପୂର୍ବ ନିଷ୍ପତି ମୁତାବକ ଆଜି ଶ୍ରୀମନ୍ଦିର କୋଠଭୋଗ ରୋଷଶାଳାରେ ଏହି ରୋଷେଇ କରାଯାଇଛି । କେଉଁ ସମୟରେ ଟିକେଟ ଦର୍ଶନ କରାଯିବ ଏବଂ ମହାପ୍ରସାଦକୁ ନେଇ କେଉଁ ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ସୂଚନା…

ଖୋଲୁଛି ଗୁଡ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୟାଜ ରେହମାନଙ୍କ ଗୁମର ! ଡୁବନ୍ ଭିଡିଓ ପରେ ସାମ୍ନାକୁ ଆସିଲା ଭାଷଣର କ୍ଲିପ୍ ।

କନକ ବ୍ୟୁରୋ : ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଂଟର ସଂସ୍ଥାର ମୁଖ୍ୟ ଫୟାଜ ରେହମାନଙ୍କ ସଂପର୍କରେ ରହସ୍ୟ ଖୋଲିବାରେ ଲାଗିଛି । ଡୁବନ୍ ଭିଡିଓ ପଦାକୁ ଆସିବା ପରେ ଏବେ ରେହମାନଙ୍କ ଭାଷଣର ଏକ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଷଣରେ ଧର୍ମାନ୍ତକରଣ କରାଇଥିବା ନିଜେ କହୁଛନ୍ତି ରେହମାନ ।…

ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଦିଅ ଏକ ତୃତୀୟାଂଶ ସଂରକ୍ଷଣ ! ବିଲ୍ ପାସ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍କୁ ସଂସଦରେ ପାରିତ କରିବା ପାଇଁ ପଦକ୍ଷେପ…

ଧର୍ମେନ୍ଦ୍ରଙ୍କ ‘ନେତୃତ୍ୱ’ ବୟାନ ବଢାଇଲା ଉତ୍କଣ୍ଠା । ଅପରାଜିତାଙ୍କୁ ନେଇ ଚାଲିଛି କି ଭିତିରି ଅଙ୍କକଷା

କନକ ବ୍ୟୁରୋ: କିଏ ହେବ ଓଡ଼ିଶା ବିଜେପିର ଚେହେରା ? କାହା ନେତୃତ୍ୱରେ ବିଜେପି ଲଢ଼ିବ ୨୦୧୯ ନିର୍ବାଚନ? ଏହି ସବୁ ପ୍ରଶ୍ନର ଉତର, ଜଟିଳ ହୋଇଯାଉଛି ଯେତେବେଳେ ବିଜେପିର ବରିଷ୍ଠ ନେତାମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି । କେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ହାଲୁକା ମୁଡରେ ହକି ଟିମ୍ । ପୁରୀ ବେଳାଭୂମିରେ ଭାରତୀୟ ଖେଳାଳିଙ୍କ ମଉଜମସ୍ତି

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଓଡିଶାରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ପାଇଁ ଆଜି ଥିଲା ଫ୍ରି ଡେ । ଫୁରସତର ଏହି ଦିନଟିକୁ ମଉଜମଜଲିସରେ କାଟିବାକୁ ପୁରା ଟିମ୍ ଯାଇଥିଲା ଶ୍ରୀକ୍ଷେତ୍ର ପୁରୀ । ଆଉ ଭାରତୀୟ ହକି ଟିମ୍ ସହ ପୁରା ଦିନ ସାମିଲ ଥିଲା କନକ ନ୍ୟୁଜ୍ ଟିମ୍ । ତେବେ ଭାରତୀୟ ଖେଳାଳି,…