Daily Archives

December 3, 2018

ନିର୍ବାଚନ ପୂର୍ବରୁ ପାରାଦୀପରେ ପାୱାର ସୋ’ ! ଦାମ ବନାମ ଦେବାଶିଷ୍ ।

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପାରାଦୀପରେ ଚାଲିଛି ନେତାଙ୍କ ପାୱାର ସୋ’ । ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମ ରାଉତ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷୁଥିବା ବେଳେ ବିଜେଡି ନେତାଙ୍କ ଟାର୍ଗେଟରେ ରହିଛନ୍ତି ଦାମ ରାଉତ । ଏହାରି ଭିତରେ ଦାମ ଗଡ଼ରେ ଶକ୍ତି ଦେଖାଇଛନ୍ତି…

ବିକ୍ରି ହୋଇଗଲା ହରଲିକ୍ସ ! ୩୧,୭୦୦ କୋଟି ଟଙ୍କାରେ କିଣିଲା ହିନ୍ଦୁସ୍ତାନ ୟୁନିଲିଭର କମ୍ପାନି 

୧୦୦ ବର୍ଷ ଧରି ଦେଶର ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନିକୁ ଦେଶର ସବୁଠୁ ବଡ କଞ୍ଜ୍ୟୁମର କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) କିଣି ନେଇଛି । ସୋମବାର ଏଚୟୁଏଲ କମ୍ପାନିରେ ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନି…

କଂଗ୍ରେସ ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା ନେଇ ବଢିଲା ଚର୍ଚ୍ଚା ! ସେପଟେ ବୈଜୟନ୍ତ କହିଲେ, ଖୁବ ଶିଘ୍ର ନେବେ…

କନକ ବ୍ୟୁରୋ : ଦଳ ବଦଳ ପାଇଁ ଜନମତ । ଚର୍ଚ୍ଚାରେ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ କାର୍ଯ୍ୟକ୍ରମ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନେତା ଓ କର୍ମୀଙ୍କୁ ନେଇ ମତ ଲୋଡୁଛନ୍ତି ନବ ଦାସ । କଂଗ୍ରେସରେ ରହିବେ ନା’ ଅନ୍ୟ ଦଳକୁ ଯିବେ ? କେଉଁ ଦଳରୁ ଲଢ଼ିବେ ଚର୍ଚ୍ଚା ଭିତରେ ନବୀନଙ୍କ ସହ ପରିବାରର…

ଡେଲାଙ୍ଗ ଚନ୍ଦ୍ରକୋଟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ! ଟଙ୍କା ଲୋଭରେ, ସାଙ୍ଗର ମାଆକୁ ହତ୍ୟା କରିଥିଲେ ୪ ସାଙ୍ଗ ।

କନକ ବ୍ୟୁରୋ : ଖୋଲିଲା ଗୁମର । ପୁରୀ ଜିଲ୍ଲା ଡେଲାଙ୍ଗ ଚନ୍ଦ୍ରକୋଟ ଗାଁରେ ୧୧ ମାସ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ।  ଟଙ୍କା ଲୋଭରେ ସାଙ୍ଗର ମାଆଙ୍କୁ ହତ୍ୟା କରିଥିଲେ ୪ ସାଙ୍ଗ ।  ଆଉ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ସାଂଘାତିକ ସତର ପର୍ଦ୍ଦାଫାଶ୍ କରିଛି ପୁଲିସ୍  ।…

ପଞ୍ଚାୟତ ସ୍ତରରେ ପହଞ୍ଚିବ ରାଜ୍ୟ ସରକାରଙ୍କ ‘ପିଠା’, ଏଣିକି ବାଟମାରଣା ହେବନି ସରକାରଙ୍କ ଯୋଜନା । ବିଭିନ୍ନ ଯୋଜନାର…

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପିଠା ଯୋଜନା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଓ ଲୋକମାନଙ୍କ ପାଖରେ ଏହି ଯୋଜନା ଗୁଡିକୁ…

ସେଲଟର ହୋମକୁ ନେଇ ତେଜିଲା ରାଜନୀତି ! ଯୌନ ଶୋଷଣ ଅଭିଯୋଗ ପରେ ଜୋରଦାର ଚଢାଉ ।

କନକ ବ୍ୟୁରୋ : ସେବାଶ୍ରମରେ ଯୌନ ଶୋଷଣର ସାଂଘାତିକ୍ ଅଭିଯୋଗ ଆସିବାରେ ଘନେଇବାରେ ଲାଗିଛି ବିବାଦ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ ଉପରେ ଚଢ଼ାଉ କରାଯାଇଛି । ଆଉ ଏସବୁ ଭିତରେ ସେବା ନାଁରେ ଧର୍ମାନ୍ତିକରଣ ଭଳି ସମ୍ବେଦନଶୀଳ ଅଭିଯୋଗ ଆସିଛି । ସେଲଟର…