Daily Archives

December 2, 2018

ବାରଙ୍ଗ ଫାୟାରିଂ ଘଟଣା ଉପରୁ ହଟିଲା ପରଦା ! ବାନ୍ଧବୀ ପାଇଁ ବନ୍ଧୁକ ଧରିଲା ଅଭିଯୁକ୍ତ, ଗୁଳି ଫୁଟାଇ ସାଜିଲା…

କନକ ବ୍ୟୁରୋ : ବାନ୍ଧବୀ ପାଇଁ ଅଭିଯୁକ୍ତ ସାଜିଥିଲା ହତ୍ୟାକାରୀ । ୬ ଦିନ ତଳେ ବାରଙ୍ଗରେ ଘଟିଥିବା  ମର୍ଡର ପ୍ଲଟ୍ ଉପରୁ ଆଜି ପରଦା ହଟାଇଛି ପୋଲିସ । ଆଉ ପୋଲିସ ଆଗରେ ଅଭିଯୁକ୍ତ କହିଛି, ହତ୍ୟା ଓ ଷଡଯନ୍ତ୍ରର ପୁରା କାହାଣୀ । ବାନ୍ଧବୀ ପାଇଁ ବନ୍ଧୁକ ଧରିଲା ଅଭିଯୁକ୍ତ । ଫୁଟାଇଲା ଗୁଳି,…

ହଳଦିରାମ କମ୍ପାନିର ମାଲିକଙ୍କ ଘରେ ଆୟକର ବିଭାଗର ଚଢାଉ ! ଜବତ ହେଲା ୧୦କୋଟି ନଗଦ ଟଙ୍କା ସମେତ ବିପୁଳ ସ୍ୱର୍ଣ୍ଣ…

ଭାରତର ପ୍ୟାକେଟ୍ ସ୍ନାକ୍ସ ବଜାରରେ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଥିବା ହଲଦିରାମ କମ୍ପାନିର ମାଲିକଙ୍କ କୋଲକତା ସ୍ଥିତ ଘର ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉ କାଳରେ ଅଧିକରୀମାନେ ନଗଦ ୧୦ କୋଟି ଟଙ୍କା ସମେତ ବିପୁଳ ପରିମାଣର…

୨୦୧୯ ନିର୍ବାଚନ ପୂର୍ବରୁ ନେତାଙ୍କ ନୂଆ ଠିକଣା ଖୋଜା ! ବଦଳିପାରେ ରାଜନୈତିକ ସମୀକରଣ । 

କନକ ବ୍ୟୁରୋ : ଓଡିଶା ରାଜନୀତିରେ କିଛି ହେଭିୱେଟ୍ ନେତା ଏବେ କେଉଁ ଦଳକୁ ଯିବେ, ତାକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଛି । କଂଗ୍ରେସ ବିଧାୟକ ନବ ଦାସ, ହାତ ଛାଡି ଶଙ୍ଖ ଧରିବାକୁ ପ୍ରସ୍ତୁତ ହୋଇଛନ୍ତି ବୋଲି ଶୁଣିବାକୁ ମିଳିଛି । ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଖୁବଶୀଘ୍ର…

‘ଡାର୍ଟିି ଡାଡି’ ହାତରେ ପଡିଲା କଡ଼ି ! ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର୍ ହୋମ୍ ମୁଖ୍ୟ ଫୟାଜ ରହେମାନ ସହ ୩ ଗିରଫ ।

କନକ ବ୍ୟୁରୋ : ଶେଷରେ ସିଲ୍ ହୋଇଛି ସେଲଟର ହୋମ୍ । ଢେଙ୍କାନାଳର ବେଲଟିଗିରିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆକୁ ବନ୍ଦ କରିବା ସହ ମୁଖ୍ୟ ଖଳନାୟକ ଫୟାଜ ରେହମାନଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ସହ ସେଲଟର ହୋମର ପରିଚାଳନା ଦାୟିତ୍ୱରେ ଥିବା ସିମାଂଚଳ ନାୟକ ଏବଂ ଉଦିତ୍ ଲାମାଙ୍କୁ ମଧ୍ୟ ପୋଲିସ…

ପୁଣି ଥରେ ଭାଲୁ ଆତଙ୍କ : ବିଜେପି ନେତାଙ୍କ ଉପରେ ଭାଲୁ ଆକ୍ରମଣ କରି କଲା ଆହତ, ନେତା ହସପିଟାଲରେ ଭର୍ତ୍ତି

ଛତିଶଗଡର କାଙ୍କରେରେ ପୁଣି ଥରେ ଭାଲୁମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଏଠି ଏକ ଭାଲୁ ଶନିବାର ସକାଳେ ଅଂଚଳର ବରିଷ୍ଠ ବିଜେପି ନେତା ସହିତ ଅନ୍ୟ ୨ଜଣ ଙ୍କ ଉପରେ ଆକ୍ରମଣ କରିଛି । ଆହତ ନେତା ଅନିରୁଦ୍ଧ ସାହୁଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଉପଚାର ପରେ ସାହୁଙ୍କୁ ଉଚ୍ଚ…

ମାଲାମାଲ୍ ବିଜେପି ! ୨୦୧୭-୧୮ ବର୍ଷରେ ମିଳିଲା ୧ହଜାର କୋଟି ଟଙ୍କା ଚାନ୍ଦା ।

ଶାସନରେ ଥିବା ବିଜେପିକୁ ବାଣିଜ୍ୟ ବର୍ଷ ୨୦୧୭-୧୮ ମଧ୍ୟରେ ୧ହଜାର କୋଟି ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗକୁ ଦଳ ଦ୍ୱାରା ଦିଆଯାଇଥିବା ବାର୍ଷିକ ଫେରସ୍ତରେ ଏହି ବିଷୟରେ ସୂଚନା ମିଳିଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସବୁଠାରୁ ଧନୀ ଦଳ ଭାବରେ ଆଗକୁ…