Daily Archives

November 6, 2018

୨୧ ବର୍ଷ ପରେ ଭୁବନେଶ୍ୱର ଦେଖିବ କି ନୂଆ ସାଂସଦ ପ୍ରାର୍ଥୀ ? ଅଫିସର ଥିଲେ, ସାଂସଦ ହେବେ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । କଂଗ୍ରେସ ଆଗୁଆ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିଜକୁ ଆହୁରି ସଙ୍ଗଠିତ କରୁଛି । ଆଉ ଏସବୁ…

ବଢିଚାଲିଛି କେନ୍ଦ୍ର-ଆରବିଆଇ ବିବାଦ ! ପଦରୁ ହଟିବେନି ଉର୍ଜିତ ପଟେଲ ।

କନକ ବ୍ୟୁରୋ : ପଦରୁ ହଟିବେନି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲଗାତର ଭାବେ ମତାନ୍ତର ଚାଲିଥିଲେ ମଧ୍ୟ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ । ତାଙ୍କୁ ପଦରୁ ହଟାଇବା ନେଇ ସରକାର କୌଣସି ଚିନ୍ତା କରୁନାହାନ୍ତି…

ଏକା ରୋହିତ ଖେଳିଲେ, ବାକି ସବୁ ଦେଖିଲେ

କନକ ବ୍ୟୁରୋ : ଲକ୍ଷ୍ନୌରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପୁଣି ଚମକିଲା ଟିମ୍ ଇଣ୍ଡିଆର ବ୍ୟାଟିଂ ବାହିନୀ । ଅଧିନାୟକ ରୋହିତଙ୍କ ଧୂଆଁଧାର ଶତକ ବଳରେ ୧୯୫ ରନର ବିଶାଳ ସ୍କୋର ଛିଡା କଲା ଭାରତୀୟ ଟିମ୍ । ନିର୍ଦ୍ଧାରିତ ଓଭରରେ ମାତ୍ର ୨ ୱିକେଟ ହରାଇ ୧୯୫ ରନ…

ଥମୁନି ସାବରିମାଳା ବିବାଦ ! ୫୨ବର୍ଷିୟ ମହିଳାଙ୍କ ଆଧାରକାର୍ଡ ଦେଖି ମନ୍ଦିରକୁ ଛାଡିଲେ ବିକ୍ଷୋଭକାରୀ ।

କନକ ବ୍ୟୁରୋ : ସାବରିମାଳା ମନ୍ଦିର ଖୋଲିବା ମାତ୍ରେ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ଆଜି ଜଣେ ୫୨ବର୍ଷିୟ ମହିଳା ମନ୍ଦିରକୁ ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ବିକ୍ଷୋଭକାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କର ବୟସ ୫୨ ବୋଲି ଆଧାର କାର୍ଡ ଦେଖାଇ ପ୍ରମାଣ…

ଚାଷୀ କିଏ, କାହାକୁ ମିଳିବ ପେନସନ?

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନର ପେନସନ୍ ଦାବି ଓଡ଼ିଶାରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରକୃତ ଚାଷୀ କିଏ ସେନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ସ୍ଥିର ନଥିବା ବେଳେ କାହାକୁ ପେନସନ୍ ମିଳିବ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ଏପଟେ ୩୬ ଲକ୍ଷ ପରିବାରକୁ ପେନସନ୍ ଦେବା…

ଓଡିଶା ଆସୁଛନ୍ତି ମୁକେଶ ଅମ୍ବାନୀ ! ମେକ ଇନ୍ ଓଡିଶାର ଦ୍ୱିତୀୟ କନକ୍ଲେଭରେ ସାମିଲ ହେବେ ନାମୀଦାମୀ ବିଜନେସ ଟାଇକୁନ୍ ।

କନକ ବ୍ୟୁରୋ : ଆସନ୍ତା ୧୧ ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଏଥିରେ ସାମିଲ ହେବାକୁ ଓଡିଶା ଆସିବେ ଅମ୍ବାନୀ, ଜିନ୍ଦଲ, ଅଦାନୀଙ୍କ ଭଳି ଦେଶର ବଡ ବଡ ଶିଳ୍ପପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବିଜନେସ୍ ଲିଡରସିପ୍…