Daily Archives

November 2, 2018

ପାଠ ଆଗରେ ହାର ମାନିଲା ବୟସ ! ୮୦ ବର୍ଷ ବୟସରେ ଛାତ୍ର ବନିଲେ ପୂର୍ବତନ ସାଂସଦ ନାରାୟଣ ସାହୁ

କନକ ବ୍ୟୁରୋ: ୮୦ ବର୍ଷ ବୟସରେ ବି ଛାତ୍ର । ତାହା ପୁଣି ବାଣୀବିହାର କ୍ୟାମ୍ପସର ହଷ୍ଟେଲ ନମ୍ବର-୫ରେ । ଦୁଇ ଥର ବିଧାୟକ ଓ ଥରେ ସାଂସଦ ଥିବା ପରେ ବି ପରିଣତ ବୟସରେ ବିଦ୍ୟାର୍ଥୀ ପାଲଟିଛନ୍ତି ପୂର୍ବତନ ସାଂସଦ ନାରାୟଣ ସାହୁ । ସକ୍ରିୟ ରାଜନୀତିରୁ ଅବସର ନେବା ପରେ ଗତ ୧୦ ଦଶ ବର୍ଷ ହେଲା…

ଛାଡପତ୍ର ପାଇଁ ଆବେଦନ କଲେ ତେଜପ୍ରତାପ ! ୬ ମାସ ତଳେ ହୋଇଥିଲା ବିବାହ ।

ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜପ୍ରତାପ ଯାଦବ ଚଳିତ ମେ ମାସ ୧୨ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ୱର‌୍ୟ୍ୟା ରାୟଙ୍କ ସହ ସେ ବିବାହ କରିଥିଲେ । କିନ୍ତୁ ବିବାହର ୬ ମାସ ପରେ ହିଁ ସେ ଛାଡପତ୍ର ପାଇଁ ସେ…

କହିଥିଲ କିନ୍ତୁ ଭୁଲିଗଲ କେମିତି ! ବିଜେପିକୁ ଅତୀତର ପ୍ରତିଶୃତି ମନେ ପକାଇଦେଲେ ନବୀନ

କନକ ବ୍ୟୁରୋ : ଦାବି ଉପସ୍ଥାପନର ନୂଆ ତରିକା । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପାଇଁ ନୂଆ ତରିକା ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିକୁ ମନେ ପକାଇ ଦେଇଛନ୍ତି ବହୁ ପୁରୁଣା କଥା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି -ବିଜେଡି ମେଂଟର ଆଧାର ଥିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା…

ତିନି ଗୁଣା ବଢିଯିବ ଆପଣଙ୍କ ଜିଓର ଇଂଟରନେଟ୍ ବେଗ ! ସେଟିଂକୁ ଯାଇ କରିବାକୁ ହେବ କେବଳ ଗୋଟିଏ ପରିବର୍ତ୍ତନ…

ଆପଣ ବି ରିଲାଏନ୍ସ ଜିଓ ବ୍ୟବହାର କରୁଥିବେ ଏବଂ ଇଂଟରନେଟର ସ୍ପିଡ ସ୍ଲୋ କୁ ନେଇ ମଧ୍ୟ ଆପଣ ଅନେକ ସମୟରେ ଅସ୍ତବ୍ୟସ୍ତ ହୋଇପଡୁଥିବେ । ତେବେ ଏଭଳି ହେବା ସ୍ୱାଭାବିକ କାରଣ, ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ଏବଂ ଠିକ୍ ଏହି ସମୟରେ ଆପଣଙ୍କର ନେଟ୍ ଆପଣଙ୍କର ସାଥ୍ ଦେଉନଥିବ…

ପୋଲିସ୍ ଆଗରେ ପୋଷାକ ଖୋଲି ଥିବା ଯୁବତୀ ମଡେଲ୍ ବଖାଣିଲେ ଉକ୍ତ ରାତିର ଘଟଣା ! ଦେଖନ୍ତୁ ଭିଡିଓ ।

ଇଣ୍ଟରନେଟରେ ମୁମ୍ବାଇର ଏକ ମଡେଲଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମେଡଲ୍ ଲିପ୍ଟରେ ଛିଡା ହୋଇଥିବା ପୁଲିସକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଲିପ୍ଟର ଓ୍ଵାଚମ୍ୟାନ୍ ବି ସେଥିରେ ଥିବା ଦେଖିବାକୁ ମିଳୁଛି । ମେଡେଲ # ମି ଠୁ ସହିତ ଟୁଇଟରେ…

ହକି ପାଇଁ ନବୀନଙ୍କ ହୃଦୟ ଧକ୍ ଧକ୍ । ହାତରେ ହକି ଷ୍ଟିକ୍ ଧରି ହକି ବିଶ୍ୱକପ ପୂର୍ବରୁ ପ୍ରସ୍ତୁତି ନେଇ ଦେଲେ ଆହ୍ୱାନ ।…

କନକ ବ୍ୟୁରୋ: ନବୀନଙ୍କ ହକି ମାନିଆ । ଏକଥା କହିବାର ତାତ୍ପର୍ଯ୍ୟ ହେଲାକି ହକି ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏହାକୁ ନେଇ ପୁରା ଜୋରଦାର ଚାଲୁଛି । ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ହକି…