Daily Archives

September 30, 2018

ରାଜନୀତିରେ ନିଆଁ ଲଗାଇଲା ଇଣ୍ଡିଆ ଟୁଡେ’ର ସର୍ଭେ ରିପୋର୍ଟ! ଧର୍ମେନ୍ଦ୍ର କହିଲେ, ନବୀନ ରାଜା, ସେ ରଙ୍କ । ବିଜେଡିର…

କନକ ବ୍ୟୁରୋ : ଓଡିଶାକୁ ନେଇ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନବୀନ ରାଜା ଓ ସେ ରଙ୍କ । କଟାକ୍ଷ କରି କହିଛନ୍ତି ସେ ବାଳି ରାଜା ଓ ନିଜେ ଗୁଣ୍ଡୁଚି ମୂଷା । ନବୀନଙ୍କ ସହ ତାଙ୍କର କୌଣସି ତୁଳନା ନାହିଁ ବୋଲି କହି,…

ଜଗତସିଂହପୁରରେ ବିଜେଡି ବନାମ ବିଜେଡି! ମହିଳା ସମାବେଶକୁ ଯିବା ବେଳେ ବିଧାୟିକା ରାଜଶ୍ରୀ ମଲିକଙ୍କୁ ଠେଲାପେଲା,…

କନକ ବ୍ୟୁରୋ : ଜଗତସିଂହପୁର ବିଜେଡି ରାଜନୀତି ପୁଣି ଚର୍ଚ୍ଚାକୁ ଆସିଛି । ମୁହାଁମୁହିଁ ହୋଇଛନ୍ତି ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ଏବଂ ବିଷ୍ଣୁ ଦାସଙ୍କ ସମର୍ଥକ । କୁଜଙ୍ଗରେ ଦଳର ମହିଳା ସମାବେଶ ଚାଲିଥିବା ବେଳେ ରାଜଶ୍ରୀ ହଟାଓ ବୋଲି ନାରାବାଜି କରିଥିଲେ ବିଷ୍ଣୁଙ୍କ ସମର୍ଥକ ।…

ଇଣ୍ଡୋନେସିଆରେ ପ୍ରକୃତିର ମହାତାଣ୍ଡବ! ମୃତ୍ୟୁସଂଖ୍ୟା ଟପିଲା ୮୦୦, ହଜାର ହଜାର ଏବେ ମଧ୍ୟ ନିଖୋଜ

କନକ ବ୍ୟୁରୋ : ସୁନାମୀର ଦେଶ ଇଣ୍ଡୋନେସିଆରେ ସୁନାମୀର ବିଭୀଷିକା । ଭୂକମ୍ପ ଓ ସୁନାମୀରେ ଏଯାଏଁ ମୃତ୍ୟୁସଂଖ୍ୟା ୮ଶହ ଟପିଲାଣି । ବେସରକାରୀ ସୁତ୍ରରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଚାରିଆଡେ କୁଢ କୁଢ ଶବ ପଡିରହିଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଉଦ୍ଧାରକାର‌୍ୟ୍ୟ…

ବଡ ଠାକୁରଙ୍କୁ ଧାଡ଼ିରେ ଦର୍ଶନ କରିବେ ଭକ୍ତ । ଖୋଳା ହେଲା ବାଇଶି ପାହାଚ, ଲାଗିଲା ଲୁହା ରେଲିଂ

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏହି ଉଦ୍ୟମ କରାଯାଉଛି । ଏନେଇ ଆଜି ପୁରୀ ଜିଲ୍ଲାପାଳ ଏବଂ ଏସପି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତିା ଭକ୍ତମାନେ ଏପରି ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ…

ଅକ୍ଟୋବର ୨ରୁ ୫ ମହାନଗର ନିଗମ ସହ ପୁରୀ ଓ ଚିଲିକାରେ ପ୍ଲାଷ୍ଟିକ ବ୍ୟାନ । ଜାଣନ୍ତୁ ନିୟମ ଭାଙ୍ଗିଲେ ଦେବାକୁ ପଡିବ…

କନକ ବ୍ୟୁରୋ : ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ୫ଟି ମହାନଗର ନିଗମ ଓ ପୁରୀ ସହିତ ଏବେ ଯୋଡି ହୋଇଯାଇଛି ଚିଲିକା । ଚିଲିକାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଆସନ୍ତା ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣାକୁ କଡାକଡି ଭାବେ ଲାଗୁ…

ବୈଜ୍ଞାନିକଙ୍କ ବଡ ସଫଳତା ! କୃତ୍ରିମ ଉପାୟରେ ଜନ୍ମ ନେଲା ଦୁନିଆର ପ୍ରଥମ ସିଂହ ଛୁଆ ।

ଦକ୍ଷିଣ ଅଫ୍ରିକାର ରାଜଧାନୀ ପ୍ରିଟୋରିଆରେ ଏକ ସଂରକ୍ଷଣ କେନ୍ଦ୍ର ପକ୍ଷରୁ ସେୟାର କରାଯାଇଥିବା ଦୁଇଟି ସିଂହ ଛୁଆଙ୍କ ଫଟୋ ଟିକେ ଅଲଗା ରହିଛି। ଏହି ସିଂହ ଛୁଆ ଦୁଇଟି କୃତ୍ରିମ ପଦ୍ଧତିରେ ଜନ୍ମ ନେଇଛନ୍ତି। ଏହାକୁ ଦୁନିଆର କୃତ୍ରିମ ଉପାୟରେ ଜନ୍ମ ନେଇଥିବା ପ୍ରଥମ ସିଂହ ଛୁଆ ଯୋଡ଼ି ବୋଲି…