Daily Archives

September 29, 2018

ଶରୀରରୁ ଜଳୀୟ ଅଂଶ କମିଲେ ଦେଖାଯାଇ ପାରେ ଏହି ସବୁ ସମସ୍ୟା ! ଜାଣନ୍ତୁ କିପରି ରଖିବେ ନିଜକୁ ଫିଟ । 

ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି ଅଂଶ କମ୍ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍ ପରିମାଣର ପାଣି ପିଇବା। କେବଳ ସେତିକି ନୁହେଁ, କମ ପାଣି ପିଉଥିବା ବ୍ୟକ୍ତି ଖୁବ୍ କମ୍ ବୟସରେ ଯୁବାପଣ…

ବିଶ୍ୱ ହୃଦୟ ଦିବସରେ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ ! ଜନ ସଚେତନତା ପାଇଁ ସମ୍ବାଦ-କନକ ନ୍ୟୁଜ ଓ କଳିଙ୍ଗ…

କନକ ବ୍ୟୁରୋ : ହୃତପିଣ୍ଡର ସୁରକ୍ଷା ଜୀବନ ରକ୍ଷା । ବିଶ୍ୱ ହୃତପିଣ୍ଡ ଦିବସରେ ଏକ ସର୍ଭେରୁ ଜଣାପଡିଛି, ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବା ସମ୍ଭାବନା  ଅଧିକ । ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଯୋଗୁଁ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ କରାଉଛି । ରିପୋର୍ଟ କହୁଛି, ମହିଳା…

ପୁରୀ ବଡଦାଣ୍ଡରେ ଖଣ୍ଡଯୁଦ୍ଧ । ସାମ୍ବାଦିକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ୍ । ଏସପ କହିଲେ, ସିସିଟିଭି ଫୁଟେଜର…

କନକ ବ୍ୟୁରୋ: ପୁରୀର ଏକ ପେଟ୍ରୋଲ ପମ୍ପରେ ନିମ୍ନମାନର ତେଲ ଦିଆଯାଉଥିବା ଅଭିଯୋଗରେ ଗତକାଲି ରାତିରେ ସ୍ଥାନୀୟ ଲୋକେ ଭଂଗାରୁଜା କରିଥିଲେ । ତେବେ ହଠାତ୍ ପୋଲିସ ସେଠାରେ ପହଁଚି ଲାଠିଚାର୍ଜ କରିଥିଲା । ଏହି ସମୟରେ ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଖବର ସଂଗ୍ରହ ପାଇଁ…

ଇଣ୍ଡୋନେସିଆରେ ତାଣ୍ଡବ ରଚିଲା ପ୍ରକୃତି ! ଭୂକମ୍ପ ପରେ ସୁନାମୀ ଯୋଗୁଁ ୧୮ ଫୁଟ୍ ଉଠିଗଲା ସମୁଦ୍ର, ବୁଡିଲା ସହର,…

କନକ ବ୍ୟୁରୋ : ସୁନାମୀର ଦେଶ ଭାବେ ପରିଚିତ ଇଣ୍ଡୋନେସିଆ, ପୁଣି ସାମ୍ନା କରିଛି ଏକ ଭୟଙ୍କର ସୁନାମୀକୁ । ପ୍ରଥମେ ଭୂକମ୍ପ ଏବଂ ପରେ ଆସିଥିବା ସୁନାମୀ, ଦେଶରେ ମହାପ୍ରଳୟ ଆଣିଛି । ୭ ଦଶମିକ ୭ ତୀବ୍ରତାର ଭୂକମ୍ପ ଏବଂ ସୁନାମୀରେ ୧୮ ଫୁଟର ଜୁଆର ସବୁ ଛାରଖାର କରିଦେଇଛି । ମିଳିଥିବା ସୂଚନା…

ରାଜ୍ୟର ୩ଟି ସ୍ଥାନରେ ମିିଳିଲା ମହାବଳ ବାଘର ସନ୍ଧାନ। କ୍ୟାମେରାରେ କଏଦ ହେଲା ମହାବଳର ଚିତ୍ର

କନକ ବ୍ୟୁରୋ: ରାଜ୍ୟର ଆଉ ୩ଟି ସ୍ଥାନରେ ମହାବଳ ବାଘର ସନ୍ଧାନ ମିଳିଛି । ସୁନ୍ଦରଗଡର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡାର ମୁନିଗୁଡାରେ ମହାବଳ ବାଘକୁ ଠାବ କରିଛି ବନ ବିଭାଗ । ଏସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ମହାବଳ ବାଘର ଫଟୋ ମିଳିଛି । ଆଜି ଜଙ୍ଗଲ ଓ…

ବାଣୀବିହାରରେ ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ ! ପିଜି କାଉନସିଲ ବୈଠକରେ ନିଆଗଲା ନିଷ୍ପତ୍ତି, କର୍ତ୍ତୃପକ୍ଷ…

କନକ ବ୍ୟୁରୋ : ବାଜିସାରିଛି ଛାତ୍ରସଂସଦ ନିର୍ବାଚନର ବିଗୁଲ । ସରଗରମ ହୋଇଛି କ୍ୟାମ୍ପସ ରାଜନୀତି । ଚଳଚଞ୍ଚଳ ହୋଇ ଉଠିଛନ୍ତି ରାଜନୈତିକ ଦଳ । ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବାନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ର ରାଜନୀତି…