Daily Archives

September 26, 2018

ପଦୋନ୍ନତିରେ SC/ST କର୍ମଚାରୀଙ୍କ ପାଇଁ ସଂରକ୍ଷଣ ରହିବ ନା ନାହିଁ, ନିଷ୍ପତି ନେବେ ସମସ୍ତ ରାଜ୍ୟ ସରକାର ।…

କନକ ବ୍ୟୁରୋ : ପଦୋନ୍ନତିରେ ସଂରକ୍ଷଣ ଦେବା ଜରୁରି ନୁହେଁ, ତେବେ ରାଜ୍ୟ ସରକାର ଚାହିଁଲେ, ଏ ନେଇ ନିଷ୍ପତି ନେଇପାରିବେ । ଐତିହାସିକ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ୨୦୦୬ର ନିର୍ଦ୍ଦେଶକୁ ପୁଣି ଥରେ ତର୍ଜମା କରିବାର ଆବଶ୍ୟକତା ନାହିଁ । ତେବେ ସରକାର ଚାକିରିରେ ପଦୋନ୍ନତିରେ ସଂରକ୍ଷଣ…

ବାଉଁଶରୁ ତିଆରି ହେବ କାଠ ସାମଗ୍ରୀ ! ସୋଫା, ଡାଇନିଂ ପରି ଭଳିକି ଭଳି ଘରୋଇକରଣ ଆସବାବପତ୍ର ପ୍ରସ୍ତୁତ କରିବ ତ୍ରିପୁରା…

କନକ ବ୍ୟୁରୋ : ରାଜ୍ୟରେ ଯେତିକି ପରିମାଣର ବାଉଁଶ ଉତ୍ପାଦନ ହେଉଛି ତାହା କାମରେ ଲାଗୁନାହିଁ । ଅନ୍ୟ ରାଜ୍ୟକୁ ଯାଉଛି କିମ୍ବା ନଷ୍ଟ ହେଉଛି । ହେଲେ ହୋଇପାରୁନାହିଁ ବ୍ୟବସାୟୀକରଣ । ତେବେ ଏହାର ସମାଧାନ ପାଇଁ ବାଉଁଶକୁ କାଠରେ ପରିଣତ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନର ପ୍ରକ୍ରିୟା ଆରମ୍ଭ…

ସାତକୋଶିଆରେ ଖୋଜୁଛି ବନ ବିଭାଗ, ଆଠମଲ୍ଲିକରେ ବୁଲୁଛି ସୁନ୍ଦରୀ ! କ୍ୟାମେରାରେ କଏଦ ହେଲା ଚିତ୍ର, ଧରିବା ପାଇଁ ଆସିଲା…

କନକ ବ୍ୟୁରୋ : ସାତକୋଶିଆ ଛାଡ଼ି ଆଠମଲ୍ଲିକରେ ପହଂଚି ଯାଇଛି ସୁନ୍ଦରୀ । ରାସ୍ତାକଡ଼ରେ ନିର୍ଭୟରେ ଘୁରି ବୁଲୁଥିବା ବାଘୁଣୀର ଚିତ୍ର କ୍ୟାମେରାରେ କଏଦ ହୋଇଛି । ସ୍ଥାନୀୟ ଅଂଚଳରେ ସୁନ୍ଦରୀ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ତାକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ଯନ୍ତା…

ରାଜନୀତିରେ ଦାମଙ୍କ ଅସଲ ଚରିତ୍ର ବଖାଣିଲେ ବାମ । ୨୦୦୪ରୁ ୨୦୧୪, ଟିକେଟ ପାଇଁ କଣ ଘଟିଥିଲା ସେନେଇ ମୁହଁ ଖୋଲିଲେ…

କନକ ବ୍ୟୁରୋ : କୁହାଯାଏ ରାଜନୀତିରେ କେହି କାହାର ନୁହଁନ୍ତି । ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ସଦ୍ୟ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ । ଆଉ ଏଭଳି ବିସ୍ଫୋରକ ବୟାନ ଅନ୍ୟ କେହି ନୁହେଁ ବରଂ ଦାମୋଦର ରାଉତଙ୍କ ସାନଭାଇ ତଥା ବିଜେପି ନେତା ବାମଦେବ ରାଉତରାୟ…

ସାବଧାନ ! ବାରମ୍ବାର ଇମେଲ ଚେକ୍ କରିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପରିବାର ଉପରେ ପଡିପାରେ କୁପ୍ରଭାବ ।

ଅଧିକାଂଶ ସମୟରେ ଲୋକେ କାମ କରିସାରିବାପରେ ନିଜର ସ୍ମାର୍ଟଫୋନ୍ ବା ଲ୍ୟାପଟପ୍ ଅଥବା କଂପ୍ୟୁଟରରେ ନିଜର ଇମେଲ୍ ଚେକ୍ କରିଥାନ୍ତି। ଆଜିକାଲି ତ ଲୋକେ ଯେଉଁଠି ବସିଥିଲେ ବି ନିଜର ସ୍ମାର୍ଟଫୋନରେ ଇମେଲ୍ ଚେକ୍ କରୁଛନ୍ତି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,କାମ ପରେ ଇମେଲ୍…

ଗାଡିର ଛାତ ଉପରେ ବାନ୍ଧି ମହିଳାଙ୍କୁ ବୁଲାଇଲା ପୋଲିସ ! ମୋବାଇଲ୍ କ୍ୟାମେରାରେ କଏଦ ହେଲା ପୋଲିସର ଅମାନବୀୟ କାଣ୍ଡ ।

ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନଗତ ସାହାଯ୍ୟ ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ । କିନ୍ତୁ ବେଳେ ବେଳେ ସୁରକ୍ଷା ଦେଉଥିବା ରକ୍ଷକ ହିଁ ହିଂସ୍ରକ ସାଜିବ ତାହା କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଠିକ ଏହି ଭଳି ଏକ ଅମାନବୀୟ ଘଟଣା ଘଟିଛି ପଞ୍ଜାବର ଅମୃତସର ଠାରେ । ପୋଲିସର…