Daily Archives

September 25, 2018

ମୈଦାନରେ ମୁହାଁମୁହିଁ ହେଲେ ବିଧାୟକ ଓ ଲେଡି ଦବଙ୍ଗ ପୋଲିସ ଅଫିସର ! ଜାଣନ୍ତୁ କଣ ଥିଲା ପୂରା ଘଟଣା

କନକ ବ୍ୟୁରୋ : ବାଡିଖେଳରେ ମସଗୁଲ ପୋଲିସ ଓ ବିଧାୟକ । ଆଉ ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ପୋଲିସ-ବିଧାୟକଙ୍କ ବାଡି ଖେଳ ଦେଖି ଲୋକଙ୍କ କରତାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଲେଶ୍ୱରର ଏହି…

ଜାତିସଂଘ ବୈଠକରେ ସୁଷମାଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ! ଟ୍ରମ୍ପ୍ କହିଲେ, ମୁଁ ଭାରତକୁ ଭଲପାଏ, ବନ୍ଧୁ ମୋଦିଙ୍କୁ…

କନକ ବ୍ୟୁରୋ : ମନର କଥା କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନ୍ୟୁୟର୍କରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରମ୍ପ କହିଛନ୍ତି ମନର କଥା । ସେ କହିଛନ୍ତି ଯେ ଭାରତକୁ ସେ ବହୁତ ଭଲ ପାଆନ୍ତି । ଏବଂ ମୋଦିଙ୍କୁ ନିଜର…

ବିରାଟଙ୍କୁ ଖେଳ ଜଗତର ସବୁଠାରୁ ବଡ ପୁରସ୍କାର ! ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ।

କନକ ବ୍ୟୁରୋ : ଖେଳ ପାଇଁ ବିରାଟ କୋହଲିଙ୍କୁ ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର । ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ।…

ଏମର୍ଜେନ୍ସିରେ ରୋଗୀକୁ ନେବା ପାଇଁ ପହଞ୍ଚିଥିଲେ ମେଡିକାଲ ଟିମ୍ ! ଆମ୍ବୁଲାନ୍ସ ନେଇ ଫେରାର ହୋଇଗଲେ ମହିଳା, ଆଉ ତା…

ଆମେରିକାର ଓରେଗନ ରାଜ୍ୟରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ୩୭ ବର୍ଷିୟ ଜଣେ ମହିଳା ଏମର୍ଜେନ୍ସି ରୋଗୀକୁ ନେବା ପାଇଁ ଆସିଥିବା ଏକ ଆମ୍ବୁଲାନ୍ସକୁ ନେଇ ଫେରାର ହୋଇଯାଇଥିଲା । ପରେ ପୋଲିସ ପ୍ରାୟ ୪୦ କିଲୋମିଟର ପିଛା କରିବା ପରେ ମହିଳାଙ୍କୁ କାବୁ କରିବାରେ ସଫଳ…

ରାଫେଲ ଡିଲକୁ ନେଇ ତେଜୁଛି ରାଜନୀତି ! ରାହୁଲ କହିଲେ, ଏହା ତ ଆରମ୍ଭ, ଆଗକୁ ଦେଖିବାକୁ ମିଳିବ ମଜା, ସେପଟେ ମୋଦି…

କନକ ବ୍ୟୁରୋ : ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ, ରାଫେଲ ଡିଲ୍ ପ୍ରସଙ୍ଗରେ ଏହା ଆରମ୍ଭ ମାତ୍ର ଆହୁରି ଅନେକ ତଥ୍ୟ ପଦାକୁ ଆସିବ । ଏହା ସହ ମୋଦି ସରକାର ଆରମ୍ଭ କରୁଥିବା ସବୁ…

ଦାଗୀ ନେତାଙ୍କୁ ନିସ୍ତାର ନାହିଁ! ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ପ୍ରାର୍ଥୀଙ୍କ ଅପରାଧ ମାମଲାକୁ ଗଣମାଧ୍ୟମରେ…

କନକ ବ୍ୟୁରୋ : ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଉମା ଭାରତୀ ଓ ପପୁ ଯାଦବଙ୍କ ଭଳି ଅନେକ ନେତାଙ୍କୁ ବଡ ଆଶ୍ୱସ୍ତି ମିଳିଛି । କାରଣ ଅପରାଧ ମାମଲାରେ ଚାର୍ଜସିଟ୍ ହୋଇଥିଲେ ମଧ୍ୟ ନେତାମାନେ ନିର୍ବାଚନ ଲଢିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ ଗଣତନ୍ତ୍ରକୁ ଅପରାଧ ମୁକ୍ତ…