Daily Archives

September 24, 2018

ଧୂମଧାମରେ ସରିଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀଙ୍କ ନିର୍ବନ୍ଧ : ଇଟାଲୀରେ ୩ଦିନ ଧରି ଚାଲିଲା…

ଧୂମଧାମରେ ଶେଷ ହେଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀ ଓ ଆନନ୍ଦ ପିରାମଲଙ୍କ ଗ୍ରାଣ୍ଡ ଏନଗେଜମେଂଟ ସେରିମନି । ଇଟାଲୀରେ ୩ଦିନ ଧରି ଚାଲିଥିଲା ଏହି ଏନଗେଜମେଂଟ ପାର୍ଟି ।  ଆମ୍ବାନୀ ପରିବାର ସହ ଭାରତରୁ ଅନେକ ଅତିଥି ଇଟାଲୀ ଯାଇଥିଲେ । କିଛି ବଲିଉଡ ଷ୍ଟାର ମଧ୍ୟ ଆସିଥିଲେ…

ଏଣିକି ମଣ୍ଡିରେ ଧାନ ବିକିବାର ତିନିଦିନ ଭିତରେ ଟଙ୍କା ପାଇବେ ଚାଷୀ : ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

କନକ ବ୍ୟୁରୋ : ବାକି ରହିବନି ଧାନ ପଇସା । ଏଣିକି ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାର ମାତ୍ର ତିନି ଦିନ ମଧ୍ୟରେ ମିଳିବ ଟଙ୍କା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ୍ । ଆଜି ହୋଇଥିବା ବୈଠକରେ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କରେ ସମସ୍ତ…

କଂଗ୍ରେସ ଉପରେ ବର୍ଷିଲା ବିଜେପି ! କହିଲା, ଗୋଟିଏ ସ୍ୱରରେ କଥା କହୁଛନ୍ତି କଂଗ୍ରେସ ଓ ପାକିସ୍ତାନ ।

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ପୁଣି ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ରାହୁଲଙ୍କର ଏକ ଟୁଇଟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯାଗ କରିଛନ୍ତି ଯେ, ପାକିସ୍ତାନ ଓ କଂଗ୍ରେସ ମଧ୍ୟରେ ସମାନତା ରହିଛି । ଏମାନଙ୍କର ଭାଷା ମଧ୍ୟ…

ଭିତରକନିକା ଜାତୀୟ ଉଦ୍ୟାନରୁ ଉଭାନ ହୋଇଗଲା ଗୋରୀ : ୪୩ ବର୍ଷ ପରେ କୁତ୍ରିମ ଉପାୟରେ କୁମ୍ଭୀର ଅଣ୍ଡାରୁ ବାହାରିଥିଲା…

କନକ ବ୍ୟୁରୋ : କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ କୁମ୍ଭୀର ଗୋରୀ ଗାଏବ୍ । ସେହି କୁମ୍ଭୀର ପୁଣି ବିରଳ ପ୍ରଜାତିର ଧଳା କୁମ୍ଭୀର । ଗତବର୍ଷ କୃତିମ ଉପାୟରେ ଜନ୍ମ ନେଇଥିବା ମାତ୍ର ବର୍ଷକର କୁନି କୁମ୍ଭୀର ଭିତରକନିକାକୁ ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ହେଲେ ଏତେ ବଡ ଖବର…

ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରେ ଆଉ ଜଣେ ବ୍ୟବସାୟୀ ଦେଶ ଛାଡି ଚମ୍ପଟ୍ ! ଷ୍ଟର୍ଲିଂ ବାୟୋଟେକର ମାଲିକ ନିତିନ୍…

କନକ ବ୍ୟୁରୋ : ବିଜୟ ମାଲ୍ୟା, ନିରବ ମୋଦିଙ୍କ ପରେ ଏବେ ନୀତିନ୍ ସନ୍ଦସେରା । ଏକ ଫର୍ମା କଂପାନୀର ମାଲିକା ଥିବା ସନ୍ଦସେରା, ଦେଶର ବିଭିନ୍ନ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଋଣ ନେଇ ଫେରାର୍ ହୋଇଯାଇଛନ୍ତି । ଦେଶର ଟଙ୍କାକୁ ହଡପ୍ କରି ଏବେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଘୁରି ବୁଲୁଛନ୍ତି…

ବିଜେପିର ମିଶନ ୧୨୦କୁ ଭରସା ମାତୃଶକ୍ତି : ପୁରୀରେ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟାକାରିଣୀରେ ଅମିତ ଶାହ କହିଲେ,…

କନକ ବ୍ୟୁରୋ : ଟାର୍ଗେଟରେ ମହିଳା ଭୋଟର । ମହିଳା ଭୋଟ ବ୍ୟାଙ୍କ୍ ବିଜେଡିର ବଡ଼ ଶକ୍ତି ହୋଇଥିବାରୁ ଏହା ଉପରେ ନଜର ପକାଇଛି ବିଜେପି । ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କରି ମହିଳା ନେତ୍ରୀ ଓ କର୍ମୀଙ୍କୁ ଏକାଠି କରିବାକୁ ଉଦ୍ୟମ କରିଛି ଦଳ । ଦଳର ଅଧ୍ୟକ୍ଷ ଅମିତ…