Daily Archives

September 22, 2018

ସରକାରୀ କାର୍ଯ୍ୟକ୍ରମ ବନାମ ରାଜନୈତିକ ସଭା ! ବଦଳିଲା ମୋଦିଙ୍କ ଆଭିମୁଖ୍ୟ, କ୍ୟାମେରାରେ କଏଦ ହେଲା ରାଜନୀତିର ଦୁଇଟି…

କନକ ବ୍ୟୁରୋ : ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଥିଲେ ବେଶ ନରମ । ଆଉ ଯେତେବେଳେ ରାଜନୈତିକ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ, ସେତେବେଳେ ବେଶ୍ ଗରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି । ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ନବୀନଙ୍କ ସହ ହସଖୁସିରେ ଭାବର ଆଦାନ ପ୍ରଦାନ କରୁଥିଲେ,…

ଦୁଇ ପ୍ରତିଦ୍ୱନ୍ଦୀ ନେତାଙ୍କ ବିରଳ ଦୃଶ୍ୟ:ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ସହ ହସଖୁସି, ଦଳୀୟ ସଭାରେ ଗରମ ଆଭିମୁଖ୍ୟ…

କନକ ବ୍ୟୁରୋ: ତାଳଚେର ସାର କାରଖାନା ଶିଳାନ୍ୟାସ ଓ ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ ଉତ୍ସବରେ ଏକାଠି ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଦୁଇ ପ୍ରତିଦ୍ୱନ୍ଦୀ ନେତା ପରସ୍ପରକୁ କିପରି ଭେଟୁଛନ୍ତି, କିପରି ପରସ୍ପର ସହ ଭାବ…

ଦୁର୍ଘଟଣା ଛଡ଼ାଇ ନେଲା କୁନି ପିଲା ମୁହଁର ହସ ! ସିସିଟିଭି କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଲୋମଟାଙ୍କୁରା ଚିତ୍ର ।

କନକ ବ୍ୟୁରୋ : ସିସିଟିଭିରେ ଦୁର୍ଘଟଣାର ଲାଇଭ୍ ଚିତ୍ର । କ୍ୟାମେରାରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ । ବେପରୁଆ ଗାଡ଼ି ଚାଳନା କେତେ ବଡ ବିପଦ ଆଣିପାରେ ଏବଂ କେମିତି ଜଣେ କୁନି ପିଲାର ଜୀବନକୁ ବାଜିରେ ଲଗାଇ ଦେଇପାରେ ଏହି ଘଟଣା ହେଉଛି ତା’ର ପ୍ରମାଣ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା…

ନିର୍ବାଚନର ବହୁ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହେଲା କି ନିର୍ବାଚନୀ ପ୍ରଚାର ? କେନ୍ଦ୍ରର ସଫଳତା ଏବଂ ରାଜ୍ୟକୁ ସମାଲୋଚନା…

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନାର ଶିଳାନ୍ୟାସ ଓ ଝାରସୁଗୁଡା ବିମାନବନ୍ଦରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଦଳୀୟ ସଭାରେ ମୋଦିଙ୍କ ଆଭିମୁଖ୍ୟ ଯେପରି ଥିଲା, ଲାଗୁଥିଲା ଓଡ଼ିଶାରେ ନିର୍ବାଚନ ପ୍ରଚାରର ଆଜି ଶୁଭ ପକାଇଛନ୍ତି ମୋଦି । ଠିକ୍…

ସେବାୟତ ନୁହେଁ ହୁଣ୍ଡିରେ ପଡ଼ିବ ଦାନ ! ଶ୍ରଦ୍ଧାଳୁଙ୍କ ଠାରୁ ଦାନ ଦକ୍ଷିଣା ନେଇ ପାରିବେନି ସେବାୟତ ।

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରୁ ହଟିବ ଦାନ ଥାଳି । ମନ୍ଦିରରେ କେହି ସେବାୟତ, ଶ୍ରଦ୍ଧାଳୁଙ୍କୁ ଦାନ ଦକ୍ଷିଣା ମାଗିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଏଭଳି ମତ ରଖିଛନ୍ତି । ସେ କହିଛନ୍ତି, ଏନେଇ ସେ…

ଲଞ୍ଚ ହେଲା ଏମ-ଆଧାର ଆପ ! ଏବେ ପକେଟରେ ନୁହେଁ ମୋବାଇଲରେ ରହିବ ଆଧାର ତଥ୍ୟ ।

ମୋବାଇଲ ଆଧାର ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ତରଫରୁ ଡେବଲଫ କରାଯାଇଥିବା ଏକ ଅଫିସିୟାଲ ମୋବାଇଲ ଆପ୍ଲିିକେସନ ଅଟେ । ସରକାର ଏହି ଆପ୍ଲିକେସନ ଜରିଆରେ ଡିଜିଟାଲ ଇଣ୍ଡିଆକୁ ଆହୁରି ଉନ୍ନତତ୍ତର କରିବାକୁ ଚାହୁଁଛନ୍ତି । ଏହି ଆପ ସାହାଯ୍ୟରେ ୟୁଜର୍ସ ନିଜ…