Daily Archives

September 17, 2018

କାଦୁଅ ପଚପଚ ରାସ୍ତାରେ ଚାଲିଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା, ଡଙ୍ଗା ଚଳାଇ ନଦୀ ପାର କଲେ ସ୍ୱାମୀ !

କନକ ବ୍ୟୁରୋ : ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଆଉ ଏକ ଚିତ୍ର । କାଦୁଅ ପଚପଚ ରାସ୍ତା ଚାଲିଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା । ଭଦ୍ରକ ତିହିଡ଼ି ବ୍ଲକରେ ୫ଶହ ମିଟର କାଦୁଅ ରାସ୍ତା ଚାଲିବା ପରେ ନଦୀ ପାର ହୋଇ ଡାକ୍ତରଖାନାରେ ପହଂଚିଲେ ସାପକାତିଆ ଗାଁର ମହିଳା ଯଶୋଦା ଦାସ । ଯଶୋଦା…

ସେରିଡନ୍ ସମେତ ଆଉ ଦୁଇଟି ଔଷଧକୁ ସୁପ୍ରିମକୋର୍ଟ ଠାରୁ ମିଳିଲା ଆଶ୍ୱସ୍ଥି, ବଜାରରେ ବିକ୍ରି ପାଇଁ ମିଳିଲା ଅନୁମତି

ସୁପ୍ରିମକୋର୍ଟ ସେରିଡନ୍ ଓ ଅନ୍ୟ ଦୁଇଟି ଔଷଧକୁ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ମୁଣ୍ଡବିନ୍ଧା ଲାଗି ବ୍ୟବହାର ହେଉଥିବା ଲୋକପ୍ରିୟ ଔଷଧ ‘ସେରିଡନ୍’ର ବିକ୍ରି ଉପରେ ଜାରି ନିଷେଧାଦେଶକୁ ସୋମବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏହା ଫଳରେ ବଜାରରେ ସେରିଡନ୍ ବିକ୍ରି…

ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ କିଏ ପିଆଇଥିଲେ ପାଣି ? ଗୁଜୁରାଟ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ପଚରାହେଲା କିଛି…

ଗୁଜୁରାଟରେ ହୋଇଥିବା ଏକ ପ୍ରତିଯୋଗୀ ପରୀକ୍ଷାରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସହ ଯୋଡି ହୋଇଥିବା ଏକ ପ୍ରଶ୍ନ ପଚରାଯାଇଥିଲା । ତେବେ ଏହି ପରୀକ୍ଷା ଗାନ୍ଧିନଗର ମ୍ୟୁନିସିପାଲଟି କର୍ପୋରେସନରେ କ୍ଲରିକାଲ୍ ପଦ ପାଇଁ ହୋଇଥିଲା । ଏହି ପରୀକ୍ଷା ରବିବାର ଦିନ ହୋଇଥିଲା । ପରୀକ୍ଷାରେ…

ମଙ୍ଗଳବାରରୁ ମଙ୍ଗଳା ମନ୍ଦିର ବନ୍ଦ ! ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ ଧମକ, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ଘନେଇଲା କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ମାଡ ବିବାଦ । ପୁଲିସ ଓ ସେବାୟତଙ୍କ ଆଲୋଚନା ବିଫଳ ହେବା ପରେ ଧାରଣା ଜାରି ରଖିଲେ ସେବାୟତ । କହିଲେ, ପ୍ରତିବାଦ ଜାରି ରହିବା ସହ କାଲିଠୁ ଭକ୍ତଙ୍କ ପାଇଁ ମଙ୍ଗଳା ମନ୍ଦିରର ୪ ଦ୍ୱାର ବନ୍ଦ କରାଯିବ । ସେପଟେ…

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ! ଆସନ୍ତୁ ଜାଣିବା ନରେନ୍ଦ୍ର ମୋଦିଙ୍କ ନିଆରା ଦିନଚର୍ଯ୍ୟା ବିଷୟରେ . . . . . .

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମ ଦିନ । ଏଥିପାଇଁ ମୋଦିଙ୍କୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ- ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି…

ସବୁବେଳେ ଅନ୍ ରଖନ୍ତୁ ଏକ ସ୍ୱତନ୍ତ୍ର ସେଟିଂ ! ଫୋନ୍ ଚୋରି ହେଲେ କାମରେ ଆସିବ,ସୁରକ୍ଷିତ ରହିବ ସମସ୍ତ ଡାଟା

ପ୍ରାୟ ସମସ୍ତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜର ମୋବାଇଲରେ ଜରୁରୀ ଡାଟା ସେଭ୍ କରି ରଖିଥାଆନ୍ତି । ଏଥିରେ ଫଟୋ, ଭିଡ଼ିଓ , ଆପ୍, ଡକ୍ୟୁମେଂଟ ପରି ଅନେକ ଜିନିଷ ମହଜୁଦ ଥାଏ । ଏପରିସ୍ଥଳେ ଆପଣଙ୍କ ଫୋନ୍ ଅନ୍ୟ କେହି ବ୍ୟବହାର କଲେ ଡାଟା ଚୋରୀ ହେବାର ଭୟ ଅଧିକ ଥାଏ । ଏଥିପାଇଁ ଆପଣଙ୍କ ଫୋନକୁ…