Daily Archives

September 14, 2018

କାଶ୍ମୀରରେ ଅନୁଭବ ମହାନ୍ତିଙ୍କ ସହ କଣ ହୋଇଥିଲା ? କନକ ନ୍ୟୁଜକୁ କ୍ୟାମେରାମ୍ୟାନ କହିଲେ ସତ

କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତିଲେ ରାଜ୍ୟସଭା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଜମ୍ମୁ କାଶ୍ମୀରକୁ ଏକ ଓଡିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣପଡିଛି । ଓଡିଆ ଫିଲ୍ମ ‘ପ୍ରେମ କୁମାର’ ର ସୁଟିଂ ପାଇଁ କଶ୍ମୀରର…

ଜାମ୍ମୁକାଶ୍ମୀରରେ ୩୦୦ ମିଟର ତଳକୁ ଖସିଲା ଯାତ୍ରୀବାହି ବସ ! ୧୭ ମୃତ, ୧୬ ଆହତ, ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ…

କନକ ବ୍ୟୁରୋ : ୩୦୦ ମିଟର ଉଚ୍ଚରୁ ତଳକୁ ଖସିଲା ବସ୍ । ନଦୀରେ ଖସିପଡିଲା ଯାତ୍ରୀବାହି ବସ୍ । ଏହି ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ୧୧ ଜଣ ଗୁରୁତର ଆହତଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁକଶ୍ମୀରର…

ସାତକୋଶିଆରେ କିଏ ରହିବ ? ବାଘୁଣୀ ନା ମଣିଷ, ଜିଲ୍ଲା ପ୍ରଶାସନ କହିଲା ସୁନ୍ଦରୀ ଫେରିଯିବ ମଧ୍ୟପ୍ରଦେଶ, ମନ୍ତ୍ରୀ କହିଲେ…

କନକ ବ୍ୟୁରୋ : ମଣିଷ ଖିଆ ବାଘୁଣୀ ଜଙ୍ଗଲକୁ ଫେରିବ କି ନାହିଁ, ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । କାରଣ ସାତକୋସିଆରେ ଲୋକଙ୍କ ଆକ୍ରୋଶ ଦେଖି ବାଘୁଣୀକୁ ଫେରାଇ ନିଆଯିବ ବୋଲି କହିଥିଲା ଜିଲ୍ଲା ପ୍ରଶାସନ । ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ନିଷ୍ପତି, ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ନେବ ।…

ଭୁବନେଶ୍ୱରରେ ଜୀବନ ହାରିଲେ ଯୁବ ମହିଳା ଡାକ୍ତର ! ମୃତ୍ୟୁକୁ ନେଇ ବଢିଲା ରହସ୍ୟ, ଓଭରଡୋଜ ଇଞ୍ଜେକସନ ନେଇ ଆତ୍ମହତ୍ୟା…

କନକ ବ୍ୟୁରୋ : ରାଜଧାନୀରେ ଯୁବ ମହିଳା ଡାକ୍ତରଙ୍କ ରହସ୍ୟଜନକ ମୃତ୍ୟୁ । ଭଡ଼ା ଘରୁ ମିଳିଛି ଡାକ୍ତର ମନସ୍ୱିନୀ ବାରିକଙ୍କ ମୃତଦେହ । ସର୍ଜରୀ ସମୟରେ ଯେଉଁ ଇଂଜେକସନ ନିଆଯାଏ, ତା’ର ଓଭରଡୋଜ ନେଇ ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ତେବେ ମୃତ୍ୟୁ ପଛର ରହସ୍ୟ କ’ଣ ତାହା ଏବେ…

ଜିଅନ୍ତା ସାପ ଦେଖାଇ ବିବାଦରେ ଫସିଗଲା ଓଡିଆ ସିରିଏଲ! ଚ୍ୟାନେଲ କର୍ତୃପକ୍ଷଙ୍କ ସହ ପ୍ରଯୋଜକ ଓ ହିରୋଇନଙ୍କ ଉପରେ…

କନକ ବ୍ୟୁରୋ: ଟିଭି ସିରିଏଲରେ ସତ ସତିକା ନାଗସାପ । ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ଟିଭି ସିରିଏଲରେ ଏଭଳି ପ୍ରସାରଣକୁ ନେଇ ତେଜିଛି ବିବାଦ । ଜି’ ସାର୍ଥକର ମେଗା ଧାରାବାହିକ ‘ତୋ ପାଇଁ ମୁଁ’ରେ ଏଭଳି ସତସତିକା ସାପକୁ ନେଇ ହୋଇଥିବା ସୁଟିଂର ଦୃଶ୍ୟ ପ୍ରସାରଣ ହୋଇଥିଲା । ଏ ନେଇ ଆପତି ଉଠିବା…

ଏଠାରେ ଲୋକଙ୍କ ମୃତ୍ୟୁ ପରେ ବି ମିଳିନଥାଏ ଦୁଇହାତ ଜମୀ ! ଘରେ ପୋତିବାକୁ ପଡିଥାଏ ଶବ ।

ବିହାରର ମଧେପୁରା ଜିଲ୍ଲାର କେବଟଗାମା ଗାଁରେ ଏପରି ଏକ ଘଟଣା ସମ୍ନାକୁ ଆସିଛି ଯାହା ଶୁଣିଲେ ଲୋକଙ୍କ ଆଖିରେ ପାଣି ଚାଲିଆସିବ । ଏହି ଗାଁରେ ଗରିବ ଏବଂ ମଳିମୁଣ୍ଡିଆଙ୍କ ଉପରେ ସମୟ ଏପରି ଦାଉ ସାଜୁଛୁ କି, ଏଠାକାର ଗରିବ ଲୋକମାଙ୍କ ଘରେ ଯଦି କୌଣସି ବ୍ୟକ୍ତି ମୃତ୍ୟୁବରଣ କରେ ତେବେ ମୃତ ଶରୀରକୁ…