Daily Archives

September 10, 2018

କଂଗ୍ରେସର ଭାରତ ବନ୍ଦ ଯୋଗୁଁ ଅଡୁଆରେ ପଡିଲେ ନେତା । କିଏ ଚାଲି ଚାଲି ତ ପୁଣି କିଏ ଦୁଇ ଚକିଆ ଯାନରେ ପହଞ୍ଚିଲେ…

କନକ ବ୍ୟୁରୋ : କଂଗ୍ରେସ କର୍ମୀ ଭାରତ ବନ୍ଦକୁ ଜୋରଦାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁ ରାସ୍ତାରେ ବାହାରି ବିଧାନସଭାକୁ ଯିବେ ତା ଉପରେ ସମସ୍ତଙ୍କ ନଜର ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟମିତ ରୁଟରେ ପରିବର୍ତନ ଦେଖିବାକୁ ମିଳିଥିଲା । ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି…

ଦାମଙ୍କ ବିରୋଧରେ ନବୀନଙ୍କୁ ବିଷ୍ଣୁ ଦେଇଥିବା କାଗଜରେ କଣ ଥିଲା ଅଭିଯୋଗ । ପଢନ୍ତୁ ପୂରା ଖବର

କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ଦମନ କରିବାକୁ ଦଳୀୟ ନେତାଙ୍କ ନୂଆ ଷ୍ଟ୍ରାଟେଜି । ଦାମଙ୍କ ବେଲଗାମ ମୁହଁରେ ଲଗାମ ଲଗାଇବାକୁ ନୂଆ ଅଙ୍କ କଷିଛନ୍ତି ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା । ଏଣିକି ଗଣମାଧ୍ୟମ ସାମ୍ନାରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସୀମିତ ନ ରହି…

ସାଳନ୍ଦୀ ନଦୀର ପାଣି ବଢ଼ାଇଲା ଗର୍ଭବତୀଙ୍କ ଦୁଃଖ ! ଆଣ୍ଠୁଏ ପାଣି ଭିତରେ ବୁହା ହୋଇ ହସ୍ପିଟାଲ ପହଂଚିଲେ ପ୍ରସୂତି ।

କନକ ବ୍ୟୁରୋ : ଏଭଳି ଏକ ଘଟଣା ଯାହା ସରକାରୀ ବ୍ୟବସ୍ଥା ନେଇ ଉଠାଇଛି ପ୍ରଶ୍ନ । ଗାଁ ରାସ୍ତାରେ ୩ ଫୁଟର ପାଣି । ଆଉ ଆଣ୍ଠୁଏ ପାଣି ଭିତରେ ବୁହା ହେଲେ ପ୍ରସୂତି । ଲଗାଣ ବର୍ଷା ପରେ ଭଦ୍ରକ ଚାନ୍ଦବାଲିରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସାଳନ୍ଦୀ ନଦୀର ପାଣି ଗାଁରେ ପଶିଯିବାରୁ ଲୋକେ…

ବାହା ହେବେ ରାଜ୍ୟର ଏକମାତ୍ର କିନ୍ନର ଅଫିସର ଐଶ୍ୱର୍ଯ୍ୟା ! ସମଲିଙ୍କି ସଂପର୍କ ଅପରାଧ ମୁକ୍ତ ହେବା ପରେ ବୈବାହିକ ଜୀବନ…

କନକ ବ୍ୟୁରୋ : ବିବାହ କରିବେ ରାଜ୍ୟର ଏକମାତ୍ର କିନ୍ନର ଅଫିସର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା । ସୁପ୍ରିମକୋର୍ଟ ସମଲୀଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କହିବା ପରେ ବିବାହ କରି ସଂସାର ଗଢିବାକୁ ଅଂଟା ଭିଡିଛନ୍ତି ରାଜ୍ୟର ପ୍ରଥମ ଓ ଏକମାତ୍ର ଓଏଫଏସ୍ ପାଇଥିବା କିନ୍ନର ଐଶ୍ୱର୍ଯ୍ୟା । ଦୀର୍ଘଦିନ ଧରି…

ଇଏ କେମିତିକା ସରକାରୀ ଯୋଜନା ! ଘର ନାହିଁ ପାଇଖାନା ଅଛି, ଖରାଦିନେ ଗଛମୂଳେ ଓ ବର୍ଷା ଦିନେ ପାଇଖାନାରେ ବିତୁଛି ବୃଦ୍ଧ…

କନକ ବ୍ୟୁରୋ : ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଲେଶ୍ୱର ରେମୁଣା ଅଂଚଳର ଏହି କାହାଣୀ, ଯେତିକି ଦୁଃଖଦାୟକ, ସରକାରଙ୍କ ଯୋଜନା ଉପରେ ଲଗାଇ ଦେଇଛି ସେତିକି ପ୍ରଶ୍ନ ଚିହ୍ନ । ମୋଦିଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ତିଆରି ହୋଇଥିଲା ଟଏଲେଟ୍ । କିନ୍ତୁ ଜଣେ ଗରିବ ପରିବାରର…

ଭାରତୀୟ କୋଟିପତି ନିଜ ଝିଅ ପାଇଁ ନିଯୁକ୍ତ କଲେ ୧୨ ଜଣ ଚାକର : ରୋଷେଇ କରିବା ଠାରୁ ଆରମ୍ଭ କରି ଗେଟ୍ ଖୋଲିବା…

ରାଜକୀୟ ଓ ବିଳାସ ବ୍ୟସନପୂର୍ଣ୍ଣ ଜୀବନର ଅନେକ କାହାଣୀ ଶୁଣିଥିବେ । ଏବେ ଲଣ୍ଡନରେ ଜଣେ ଭାରତୀୟ ଅରବପତିଙ୍କ ଝିଅଙ୍କ ମର୍ଯ୍ୟାଦା ଖବରରେ ଅଛି । ଝିଅକୁ ଲଣ୍ଡନରେ କୈାଣସି ପ୍ରକାରର ଅସୁବିଧା ନହେଉ, ସେଥିପାଇଁ ଭାରତୀୟ କୋଟିପତି ଗୋଟିଏ ନୁହେଁ ବରଂ ୧୨ଜଣ ଚାକରଙ୍କ ସେନା ନିଯୁକ୍ତ କରିଛନ୍ତି ।…