Daily Archives

September 5, 2018

କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ପାଇଁ…

କନକ ବ୍ୟୁରୋ : ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଂଚ୍ ସ୍ଥାପନ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ପୂର୍ବରୁ ୨୦୧୩ ଓ ୨୦୧୪ ମସିହାରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସେ…

ଆଧାର କାର୍ଡ ପାଇଁ ଆଉ ବନ୍ଦ ହେବ ନାହିଁ ପାଠପଢା ! ଏଣିକି ଆଧାର ନଥିଲେ ବି ସ୍କୁଲରେ ନାମ ଲେଖାଇ ପାରିବେ…

‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଞ୍ଚିତ କରିପାରିବେ ନାହିଁ। ପରିଚୟ ପତ୍ର ବାବଦକୁ ଅନ୍ୟ ଦସ୍ତାବିଜ ଗ୍ରହଣ କରାଯାଇ ପାରିବ । ଏବଂ…

ଗୁରୁଦିବସରେ ଗୁରୁଙ୍କ ଦୟନୀୟ ସ୍ଥିତି । ପ୍ରବଳ ବର୍ଷାରେ ପଲିଥିନ ତଳେ ରହି ନିଜର ଦାବି ପୂରଣ କରିବାକୁ ସରକାରଙ୍କୁ…

କନକ ବ୍ୟୁରୋ : ଗୁରୁଦିବସରେ ଗୁରୁଙ୍କ ଦୟନୀୟ ସ୍ଥିତି । ପ୍ରବଳ ବର୍ଷାରେ ପଲିଥିନ୍ ତଳେ ଧାରଣାରେ ବସିଛନ୍ତି ଶିକ୍ଷକ । ନ୍ୟାର୍ଯ୍ୟ ଦାବି ପୂରଣ ନହେବାରୁ ଆଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଛନ୍ତି ଆନ୍ଦୋଳନରତ ଶିକ୍ଷକ । ବ୍ଲକ ଗ୍ରାଂଟ ବ୍ୟବସ୍ଥା ଉଚ୍ଛେଦ କରି ଚାକିରି ସର୍ତାବଳୀ ସହ…

ତେଲ ତାତିରେ ଉଠିଲା ପଡିଲା ବିଧାନସଭା ! ଗୃହ ଭିତରେ ନେତାଙ୍କ ହଙ୍ଗାମା, କିଏ କେତେ ଟିକସ ନେଉଛି ତାହା ଉପରୁ ପରଦା…

କନକ ବ୍ୟୁରୋ : ତେଲଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ଅଚଳ । ଗୃହ ଆରମ୍ଭରୁ ଆଜି ତେଲଦର ବୃଦ୍ଧି ନେଇ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ଗୃହରେ ପାଟିତୁଣ୍ଡ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ…

ଫୋନ କରି ‘କେବିସି’ରେ ୨୫ ଲକ୍ଷ ଟଙ୍କା ଜିତିଥିବାର କହିଲେ! ମେସେଜ ଓ ଭିଡିଓ ପଠାଇ ୧୬ ହଜାର ଟଙ୍କା ଚୁନା ଲଗାଇଲେ ।

କନକ ବ୍ୟୁରୋ : ଆରମ୍ଭ ହୋଇଛି ଲୋକପ୍ରିୟ କ୍ୱିଜ ଭିତିକ ରିଆଲିଟି ସୋ କୌନ ବନେଗା କରୋଡପତି । ତେବେ ସୋ ଆରମ୍ଭ ହେବା ସହ କେବିସି ନାଁରେ ଠକେଇ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ସମ୍ବଲପୁର ବରଗାଁର ଗୋବିନ୍ଦଙ୍କ ପାଖକୁ ଗତ ୩ ତାରିଖ ଦିନ କେବିସିରୁ ୨୫ଲକ୍ଷ ଟଙ୍କା ଲଟେରୀ ଜିତିଥିବା…

ଆଗୁଆ ନିର୍ବାଚନ ପାଇଁ ଏକପାଦ ଆଗେଇଲା ବିଜେଡି । ଲୋକସଭା ସହ ବିଧାନସଭା ନିବାର୍ଚନ କରିବାକୁ ନିର୍ବାର୍ଚନ କମିସନଙ୍କୁ…

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇ ପୁଣି ଥରେ ସମସ୍ତଙ୍କୁ ଚକିତ କରିଦେଇଛି ବିଜେଡି । ଯଦି ଲୋକସଭା ନିର୍ବାଚନ ଆଗୁଆ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି, ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ଆଗୁଆ କରାଯାଉ । ନିର୍ବାଚନ କମିସନଙ୍କୁ ଭେଟି ଦଳର…