କୋଲକାତାରେ ଭୁଶୁଡିଲା ପୋଲ ! ବ୍ରିଜର ଗୋଟିଏ ଅଂଶ ଭାଙ୍ଗିଯିବାରୁ ଜଣେ ମୃତ, ୬ ଆହତ, ଫସିରହିଛି ଅନେକ ଯାନବାହନ ।
କନକ ବ୍ୟୁରୋ : କୋଲକାତାରେ ଭୁଶୁଡିଲା ଫ୍ଲାଏ ଓଭର । ଦକ୍ଷିଣ କୋଲକାତାର ମାଝେରହାଟ ଅଂଚଳରେ ଥିବା ଫ୍ଲାଏ ଓଭର ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣଙ୍କୁ ଭଙ୍ଗା ପୋଲ ତଳୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ଭଙ୍ଗା ଫ୍ଲାଏଓଭର ତଳେ…