Daily Archives

September 3, 2018

ଆରମ୍ଭ ହେଲା ଲୋକପ୍ରିୟ ସୋ’ ‘କୌନ ବନେଗା କୋରଡପତି’ ! ଜାଣନ୍ତୁ କଣ ପରିବର୍ତ୍ତନ ହୋଇଛି ଚଳିତ ସିଜନରେ

ଛୋଟ ପରଦାର ଲୋକପ୍ରିୟ ରିଆଲିଟି କ୍ୱିଜ ସୋ’ କୌନ ବନେଗା କୋରଡପତି ସୋମବାର ରାତି ୯ଟା ସମୟରୁ ସୋନୀ ଟିଭିରେ ପ୍ରସାରଣ ଆରମ୍ଭ ହେବ । ଚଳିତଥର ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ମେଗା ସୋ’ର ହୋଷ୍ଟ କରୁଛନ୍ତି । ତେବେ ଚଳିତ ସିଜିନରେ ନୂଆ ଫର୍ମାଟରେ ଦେଖିବାକୁ ମିଳିବ କୌନ ବନେଗା କୋରଡପତି । ତେବେ…

ଖୁବଶୀଘ୍ର ମୋଦି ସରକାର ଆରମ୍ଭ କରିବେ ନୂଆ ସେବା । ଗୋଟିଏ କାର୍ଡରେ ଟ୍ରେନ କିମ୍ବା ବସରେ ପୂରା ଦେଶ ବୁଲିପାରିବେ…

ଦେଶର ବିଭିନ୍ନ ରାଜ୍ୟକୁ ଯିବାକୁ ଏଣିକି ବାରମ୍ବାର ଟିକେଟ କରିବାକୁ ପଡିବନି । ସେ ବସରେ ହେଉ ଅବା ଟ୍ରେନରେ । ମାତ୍ର ଗୋଟିଏ କାର୍ଡରେ ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବେଶ ସହଜରେ ଯାତ୍ରା କରିପାରିବେ ଲୋକେ । ଏଥିପାଇଁ ଏକ ଦେଶ ଏକ କାର୍ଡ ନୀତି ଲାଗୁ କରିବାକୁ ଯୋଜନା କରିଛନ୍ତି ମୋଦି…

ମହିଳାଙ୍କୁ ଦୁର୍ବବ୍ୟହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ !…

କନକ ବ୍ୟୁରୋ : ସିିସୋର ଚିଟଫଣ୍ଡ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଥରେ ଗିରଫ ହୋଇଛନ୍ତି । ତେବେ ଏଥର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ମାମଲାରେ ଶୁଭଙ୍କରଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଅଭିଯୋଗ ଅନୁସାରେ, ରବିବାର ରାତିରେ…

ବାଲେଶ୍ୱରରେ ଫକିର ମୋହନ ମେଡିକାଲ କଲେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! କିଏ ଖର୍ଚ୍ଚ କରିଛି କେତେ ଟଙ୍କା, ତାହାକୁ ନେଇ…

କନକ ବ୍ୟୁରୋ : ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜ ପରେ ଆଜି ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

ପକେଟ୍ ଉପରେ ପେଟ୍ରୋଲ ମାଡ଼ ! ରାତି ପାହିଲେ ବଢ଼ିଯାଉଛି ଦର, ଲିଟର ପିଛା ମୂଲ୍ୟ ପହଞ୍ଚିଲା ୮୧ ଟଙ୍କା, ସେପଟେ ତେଜିଲା…

କନକ ବ୍ୟୁରୋ : ଗତ ୧୦ ଦିନ ଧରି ତେଲ ଦର ଲଗାତର ବଢିବା ସହ ଆଜି ସର୍ବକାଳୀନ ରେକର୍ଡ ଛୁଇଁଛି । ଆଜି ପେଟ୍ରୋଲ ଲିଟର ୮୧ ଟଙ୍କା ପାର୍ କରିଛି, ଆଉ ପ୍ରିମିୟମ ତେଲର ଦାମ୍ ରହିଛି ୮୪ ଉପରେ । ବେଲଗାମ ତେଲ ଦର ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି । ସେପଟେ ବଢୁଥିବା ତେଲ ଦର ପ୍ରତିବାଦରେ ଆଜି…

ରାଜ୍ୟରେ ଯୁବକଙ୍କ ପାଇଁ ଭରପୁର ନିଯୁକ୍ତି ସୁଯୋଗ ! ଅବସର ପରେ ଚାକିରି କରୁଥିବା ୫୦ ହଜାର କର୍ମଚାରୀ ହେବେ ଛଟେଇ

କନକ ବ୍ୟୁରୋ : ଛଟେଇ ହେବେ ଅବସର ପରେ ନିଯୁକ୍ତି ପାଇଥିବା ସରକାରୀ ଚାକିରିଆ । ଅବସର ପରେ ନବୀକରଣ ଜରିଆରେ ମିଳୁଥିବା ନିଯୁକ୍ତିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଯାହା ଫଳରେ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ । ଏତେ ସଂଖ୍ୟାରେ କର୍ମଚାରୀ…