Daily Archives

August 29, 2018

ଆଖୁ କିଆରୀରେ ଅଜଣା ଜନ୍ତୁ ଆତଙ୍କ : ଚାଷୀଙ୍କ ଆଖିରୁ ହଜାଇ ଦେଲାଣି ନିଦ । ରାତି ଅଧରେ ଏକର ଏକର ଫସଲ କରୁଛି ନଷ୍ଟ

କନକ ବ୍ୟୁରୋ : ଆଖୁ ଚାଷୀଙ୍କ ଆଖିରୁ ନିଦ ହଜାଇଦେଲାଣି ଅଜଣା ଜନ୍ତୁ । ରାତି ଅଧରେ ଏକର ଏକର ଆଖୁ ଫସଲକୁ ଖାଇ କରିଦେଉଛି ନଷ୍ଟ । ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜୟଦେବ ପଚାଂୟତ ଫିରଫିରା ଅଂଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଜଙ୍ଗଲୀ ଜନ୍ତୁ। ଏହାକୁ ଆଖି ଆଗରେ ରଖି…

କୋରାପୁଟ ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା : ପହଂଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

କନକ ବ୍ୟୁରୋ : ଗାଁକୁ ରାସ୍ତା ମାଆକୁ ସମ୍ମାନ କେବଳ ନାରାରେ ରହିଗଲା । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । କୋରାପୁଟ ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ବାରମ୍ବାର ଏପରି ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ…

୬ ହଜାର ଷ୍ଟେସନରେ ହେବ ୱାଇଫାଇ ବ୍ୟବସ୍ଥା ! ୮ ମାସ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ ।

ଆଗାମୀ ୬ରୁ ୮ମାସ ମଧ୍ୟରେ ଭାରତର ପାଖାପାଖି ୬୦୦୦ ରେଲୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ । ଫେଡେରେସନ ଅଫ୍ ଇଣ୍ଡିଆନ ଚ୍ୟାମ୍ବରର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜ୍ ଦ୍ୱାରା ଆୟୋଜିତ କରାଯାଇଥିବା ସ୍ମାର୍ଟ ରେଲୱେ…

୨୫ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଛନ୍ତି କରଂଜିଆର ଝିଅ ବାସନ୍ତୀ : ମାନସିକ ବିକାରଗ୍ରସ୍ତ ହୋଇଥିବା ଯୋଗୁଁ ବାନ୍ଧି…

କନକ ବ୍ୟୁରୋ : ଯୌବନ ବିତୁଛି ଲୁହା ଶିକୁଳିରେ । ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ଜୀବନ । ୨୫ ବର୍ଷ ହେଲା ମୁକ୍ତି ଅପେକ୍ଷା କରିଛନ୍ତି ମୟୂରଭଂଜ କରଂଜିଆର ଝିଅ ବାସନ୍ତୀ ହୋ । ମାନସିକ ବିକାରଗ୍ରସ୍ତ ହୋଇଥିବା ଯୋଗୁଁ ବାନ୍ଧି ରଖିଛନ୍ତି ପରିବାର ଲୋକେ । ମନକୁ ମନ କ’ଣ ଗୁଣୁ ଗୁଣୁ ହେବା…

ଗାଡିରେ ନିର୍ଦ୍ଦିଷ୍ଟ ରଙ୍ଗର ନମ୍ବର ପ୍ଲେଟ ଥିଲେ ଦେବାକୁ ପଡିବନି ଟୋଲ ଟ୍ୟାକ୍ସ କିମ୍ବା ରୋଡ ଟ୍ୟାକ୍ସ! ଖୁବଶୀଘ୍ର…

ଗାଡି ଚାଳକଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ମୋଦି ସରକାର ଏକ ନୂଆ ଯୋଜନା ସାମ୍ନାକୁ ଆଣିବାକୁ ଯାଉଛନ୍ତି । ଯାହାର ଫାଇଦା ପ୍ରତ୍ୟେକ ଗାଡି ଚାଳକଙ୍କ ମିଳିବ । କାରଣ ଗ୍ରୀନ ଏନର୍ଜିକୁ ନେଇ ସରକାର ଖୁବଶୀଘ୍ର ନୂଆ ସ୍କିମ ଆଣିବାକୁ ଯୋଜନା କରୁଛନ୍ତି । ଖାସକରି ଇଲେକଟ୍ରିକ କାର ଓ ବାଇକ ମାଲିକ…

ଦାରିଦ୍ର୍ୟର ତାଡ଼ନାରେ ଛାଡ଼ିବା ପାଇଁ ପଡ଼ିଥିଲା ଘର : ଏବେ ଫୁଲ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି…

ଏ କାହାଣୀ ଜଣେ ଏପରି କୃଷକର ଯିଏ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପାରମ୍ପରିକ ଚାଷ ନକରି ସେ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥିଲେ । ଆଉ ଆଜି ସେ ପ୍ରଗତିଶୀଳ କୃଷକଙ୍କ ପାଇଁ ରୋଲା ମଡ଼େଲ ହୋଇପାରିଛନ୍ତି । ଫୁଲ ଚାଷ କରି କୋଟିପତି ହୋଇପାରିଛନ୍ତି ତେଲେଙ୍ଗାନାର ଏକ ଛୋଟ ସହରର…