Daily Archives

August 28, 2018

ବିଜ୍ଞାନର ଆଉ ଏକ ଚମତ୍କାରିତା : ଆପଣଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବ ସେଲ୍ଫ ଡ୍ରାଇଭିଂ କାର୍

ଚଲାବୁଲା ଦୋକାନ ପରି କାମ କରିବ ସେଲ୍ଫ ଡ୍ରାଇଭିଂ କାର । ସେଲ୍ଫ ଡ୍ରାଇଭିଂ କାର କମ୍ପାନୀ ଅଟୋଏକ୍ସର କହିବା ଅନୁସାରେ ସିଲିକନ ଭାଲିରେ ଏପରି କାର କାମ କରିବା ପାଇଁ ଯାଉଛି । ଯାହା ସ୍ମାର୍ଟଫୋନ୍ ଆପ୍ଲିକେସନ ସହ ସଂଯୋଗ ହୋଇରହିବ । ଯଦ୍ୱାରା ଗୋଟିଏ କ୍ଲିକରେ ଲୋକେ ସୁବିଧା ଉଠାଇ ପାରିବେ ଏହି…

ଥରିଲା ଉତ୍ତର ଓଡିଶା ! ଭୂମିକମ୍ପର ଝଟକା ନେଇ ଲୋକେ ଆତଙ୍କିତ ।

କନକ ବ୍ୟୁରୋ : ଉତ୍ତର ଓଡିଶାରେ ଭୂମିକମ୍ପର ଝଟକା । ଉତ୍ତର ଓଡିଶାର କେତେକ ସ୍ଥାନରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ବାଲେଶ୍ୱର, ଭଦ୍ରକ ଓ ବାରିପଦା, ଜଳେଶ୍ୱର, ଭୋଗରାଇ, ବସ୍ତା ଏବଂ ଅନ୍ୟ କେତେକ ସ୍ଥାନରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୂମିକମ୍ପର ଝଟକା ଅନୁଭବ…

ଜାତିସଂଘର ଟପ୍ ପୋଷ୍ଟରେ ଓଡିଆ । ସହକାରୀ ମହାସଚିବ ଭାବେ ସତ୍ୟ ସୁନ୍ଦର ତ୍ରିପାଠୀଙ୍କୁ ମିଳିଲା ନିଯୁକ୍ତି,…

ୟୁଏନ ଟପ ପୋଷ୍ଟରେ ସତ୍ୟ ସୁନ୍ଦର ତ୍ରିପାଠୀ । ଜାତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତ ହେଲେ ସତ୍ୟ ଏସ ତ୍ରିପାଠୀ । ତେବେ ସତ୍ୟ ଏସ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ମିଳିତ ଜାତି ସଂଘର ମହାସଚିବ । ୟୁଏନଇପି ଯଥା ବିକାଶ ଓ ପରିବେଶ ବିଶେଷଜ୍ଞ ଭାବେ ସତ୍ୟ ସୁନ୍ଦର…

ଓଡିଶାରେ ବନ୍ୟା ଆଣିବ କି ଛତିଶଗଡ଼ ଡ୍ୟାମ ? ଉପରମୁଣ୍ଡରେ ବର୍ଷା ଆଉ ଗେଟ୍ ଖୋଲିବା ପରେ ତଳମୁଣ୍ଡକୁ ବିପଦ

କନକ ବ୍ୟୁରୋ: ଛତିଶଗଡରୁ ହୀରାକୁଦକୁ ବହୁ ପରିମାଣରେ ବର୍ଷା ଜଳ ଇନଫ୍ଲୋ ହେଉଛି । ବର୍ତ୍ତମାନ ହୀରାକୁଦକୁ ୧ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ସିଡବ୍ଲୁସି ତଥ୍ୟ ଅନୁସାରେ ହୀରାକୁଦକୁ ଇନଫ୍ଲୋ ଜଳ ବଢ଼ୁଥିବାବେଳେ ଆଉଟ ଫ୍ଲୋ ୪ଲକ୍ଷରୁ ୫…

ତେଲ ଦର ବଢ଼ାଇଲା ତାତି : ଜୟପୁରରେ ପେଟ୍ରୋଲ ୮୦, ଡିଜେଲ ୭୭ । ରେକର୍ଡ଼ ଭାଙ୍ଗୁଛି ନୂଆ ଦର

କନକ ବ୍ୟୁରୋ : ପୁଣି ଥରେ ତେଲ ବଜାରରେ ନିଅାଁ । ଦେଶରେ ପେଟ୍ରୋଲ ଓ ଡିଜେଲର ବୃଦ୍ଧି ଅବ୍ୟାହତ ରହିଛି । ଲଗାତାର ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି । ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦେଶରେ ବିଭିନ୍ନ ସ୍ଥାନରେ ତୈଳ ଦର ବୃଦ୍ଧି ପାଇବା…

ରୌପ୍ୟ ପରେ ଏବେ ମିଶନ ସୁନା । ମହିଳା ୨୦୦ ମିଟର ଫାଇନାଲ ରେସରେ ଓଡିଆ ଝିଅ ଦୂତି ଚାନ୍ଦ

କନକ ବ୍ୟୁରୋ : ୧୦୦ ମିଟର ପରେ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଦମ ଦେଖାଇଲେ ଓଡିଆ ଦୌଡରାଣୀ ଦୂତି ଚାନ୍ଦ । ଏସିଆନ ଗେମ୍ସର ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ମାତ୍ର ୨୩ ସେକେଣ୍ଡେରେ ୨୦୦ ମିଟର ଅତିକ୍ରମ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି ଦୂତି ।…