Daily Archives

August 27, 2018

ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଶକ୍ତିଶାଳୀ ବୋମା ! ଆତଙ୍କିତ ଅବସ୍ଥାରେ ସ୍ଥାନୀୟବାସୀ, ୧୮ ହଜାର ୫୦୦ ଲୋକଙ୍କୁ…

ଜର୍ମାନୀର ଲୁଡୱିଗଶ୍ରାଫେନ୍ ସହରରେ ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀଦଳ ରବିବାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଶକ୍ତିଶାଳୀ ବୋମା ଉଦ୍ଧାର କରିଛନ୍ତି । ଏହି ବୋମା ମିଳିବା ଖବର ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଶକ୍ତିଶାଳୀ ବୋମା ମିଳିବା ପରେ ସୁରକ୍ଷା…

ଓଡ଼ିଶାର ସୁନା ଝିଅଙ୍କ ରୁପା ଉପହାର : ରୌପ୍ୟପଦକ ପରେ ଦୂତି ଚାନ୍ଦଙ୍କ ଘରେ ଶୁଭେଚ୍ଛାର ସୁଅ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

କନକ ବ୍ୟୁରୋ : ସୁନା ଝିଅ ଭେଟି ଦେଲେ ରୁପା ଉପହାର । ଜାକର୍ତ୍ତାର ଏହି ସଫଳତା ଏବେ ଯାଜପୁରରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିଛି । ଦୂତିଙ୍କ ଗାଁ ଚକଗୋପାଳପୁରରେ ପହଂଚୁଛି ଶୁଭେଚ୍ଛାର ସୁଅ । ଆଉ ଏହି ଶୁଭେଚ୍ଛା ଭିତରେ ଓଡ଼ିଶା ସରକାର ଦୂତିଙ୍କ ଏହି ସଫଳତା ପାଇଁ ଘୋଷଣା କରିଛନ୍ତି ଦେଢ଼ କୋଟିର…

୧୩୦୦ ବ୍ୟାଙ୍କର ବଦଳିଗଲା ଆଇଏଫଏସସି କୋଡ୍ ! ଆପଣଙ୍କ ବ୍ୟାଙ୍କର କୋଡ୍ ବଦଳିନାହିଁ ତ, ତୁରନ୍ତ ଚେକ୍ କରିନିଅନ୍ତୁ ।

ପୁନଃଗଠନ ଭାବେ ୬ଟି ସହଯୋଗୀ ବ୍ୟାଙ୍କ ବିଲୟ ହୋଇଯିବା ପରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସାରା ଦେଶରେ ପାଖାପାଖି ୧୩୦୦ ଶାଖାର ନାମ ଏବଂ ଆଇଏଫଏସସି କୋଡ୍ ପରିବର୍ତ୍ତନ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ କର୍ତ୍ତୃପକ୍ଷ ନୂଆ ଶାଖା କୋଡ୍ ସହ ଆଇଏଫଏସସି କୋଡର ଏକ ଲିଷ୍ଟ…

ଗାଁ କଳି ପାଇଁ ଜଳିଲା ଗାଡ଼ି : ସାଲେପୁର ନିକଟ ନରେନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସ ଗାଡ଼ି ଜାଳିଦେଲେ ଶହ ଶହ…

କନକ ବ୍ୟୁରୋ : ସାମାନ୍ୟ ଘଟଣାକୁ ନେଇ ନେମାଳରେ ଉତ୍ତେଜନା । ରାସ୍ତା ଅବରୋଧ ସହ ବ୍ୟାପକ ପୋଡାଜଳା । ଝିମିଟି ଖେଳରୁ ମହାଭାରତ ଭଳି ଘଟଣା କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁରରେ ଦେଖିବାକୁ ମିଳିିଛି । ସାମାନ୍ୟ ସାଇଡ୍ ମରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ହଜାର ହଜାର ଲୋକ ଏକାଠି ହୋଇ…

ଆଉ ଜଣେ ବଦନାମ୍ ବାବାଙ୍କ କାହାଣୀ : ଫୋନ୍ କରି ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ, ନହେଲେ ତନ୍ତ୍ରବିଦ୍ୟାରେ ମାରି…

କନକ ବ୍ୟୁରୋ : ପୁଣି ବାବାଙ୍କୁ ନେଇ ବିବାଦ । ସୁର ଓ ସାରଥୀ ଭଳି ଭଣ୍ଡ ବାବାଙ୍କୁ ନେଇ ବହୁ ବାଦ ବିବାଦ ପରେ ସାମ୍ନାକୁ ଆସିଛି ଆଉ ଜଣେ ବାବାଙ୍କ ବିରୋଧରେ ଅଭିଯୋଗ । ଜଣେ ଯୁବତୀ ଏନେଇ କନକ ନ୍ୟୁଜକୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ନିଜକୁ ତ୍ରିକାଳଦର୍ଶୀ ଜ୍ୟୋତିଷ ବୋଲାଉଥିବା ଗଂଜାମ…

ଦ୍ୱିତୀୟ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଛାଡ଼ପତ୍ର ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ଥିଲେ…

କନକ ବ୍ୟୁରୋ : ଛାଡ଼ପତ୍ର ଓ ଦ୍ୱିତୀୟ ବିବାହ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ରକୁ ନେଇ ଯଦି ଆପୋଷ ବୁଝାମଣାରେ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବ, ତେବେ ଛାଡ଼ପତ୍ର ବିରୋଧରେ ହୋଇଥିବା ଆବେଦନ କୋର୍ଟରେ ଅଟକି ଥିଲେ ବି ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିପାରିବ ।…