Daily Archives

August 26, 2018

ଗ୍ୟାଙ୍ଗଷ୍ଟରର ହାଇଟେକ୍ ଅପରେସନକୁ ନେଇ ଚର୍ଚ୍ଚା ! ଆଇଟି ସେଲ୍ ଜରିଆରେ ଟିଟୋ ଚଳାଇଥିଲା ଅପରାଧର ନେଟୱର୍କ, ସହଯୋଗୀ…

କନକ ବ୍ୟୁରୋ : ଟିଟୋ ଗ୍ୟାଙ୍ଗର ହାଇଟେକ୍ ଅପରେସନ୍ । ଗ୍ୟାଙ୍ଗଷ୍ଟର ଖୋଲିଥିଲା ନିଜର ଆଇଟି ସେଲ୍ । ଟିଟୋ ଆଇଟି ସେଲର ମୁଖ୍ୟ ଥିଲା ସରୋଜ ପତି । ଅଗଷ୍ଟ ୨୨ ତାରିଖ ଦିନ ସରୋଜକୁ କେନ୍ଦ୍ରାପଡ଼ାରୁ ଉଠାଇ ଆଣିବା ପରେ ଏସଟିଏଫକୁ ମିଳିଛି ବଡ଼ ସଫଳତା । କାରଣ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି…

IAS ହେବ ତ ଏମିତି । ଯାହାଙ୍କ ପାଇଁ ବଞ୍ଚି ଯାଇଥିଲା ୨ ଲକ୍ଷ ଲୋକଙ୍କ ଜୀବନ

ଭୟଙ୍କର ବନ୍ୟା ବିଭୀଷିକାରେ ଧୋଇ ହୋଇ ଯାଇଛି କେରଳ । ପାଣିରେ ସବୁ ଯେମିତି ଏକାକାର ହୋଇଯାଇଛି । ତେବେ ଏହି ବନ୍ୟାରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଉଦ୍ଧାରକାଯ୍ୟରେ ନିୟୋଜିତ ଥିବା ଯବାନ ଓ କିଛି ସରକାରୀ ଅଫିସର । ଯେଉଁମାନେ କେରଳବାସୀଙ୍କୁ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଥିଲେ…

୨୦୧୪ ନିର୍ବାଚନ ହାରିବା ପଛର କାରଣ ରାହୁଲ କହିବା ପରେ ସମର୍ଥନ କଲେ ରାଜ୍ୟ କଂଗ୍ରେସ ନେତା ! ନିରଂଜନ କହିଲେ ବରିଷ୍ଠ ଓ…

କନକ ବ୍ୟୁରୋ : ୨୦୧୪ ନିର୍ବାଚନ ହାରିବା ପଛର କାରଣ ରାହୁଲ ଗାନ୍ଧି କହିବା ପରେ ଏହାକୁ ସମର୍ଥନ କରିଛନ୍ତି ରାଜ୍ୟ କଂଗ୍ରେସ ନେତା  । ପୂର୍ବରୁ ରାହୁଲ କହିଥିଲେ ୨୦୧୪ ନିର୍ବାଚନ ହାରିବା ପଛରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାୟୀ  । ଲଣ୍ଡନ ଗସ୍ତରେ ଥିବା ରାହୁଲ ଛାତ୍ରମାନଙ୍କୁ ଉଦବୋଧନ…

ନିଆରା ରୂପରେ ରକ୍ଷା ବନ୍ଧନ ପାଳିଲେ କ୍ରିକେଟର ଗୌତମ ଗମ୍ଭୀର । କିନ୍ନରଙ୍କୁ କଲେ ଭଉଣୀ, ବାନ୍ଧିଲେ ରାକ୍ଷୀ ।…

ପୂରା ଦେଶରେ ରକ୍ଷା ବନ୍ଧନର ଧୂମ । ଗରିବଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ସମସ୍ତେ ରାକ୍ଷୀ ପୂର୍ଣ୍ଣିମାକୁ ବେଶ ଧୂମଧାମରେ ପାଳନ କରୁଛନ୍ତି । ଆଉ ଏହି କ୍ରମରେ ଭାରତୀୟ ଦଳରୁ ଦୀର୍ଘ ଦିନ ଧରି ବାଦ୍ ପଡିଥିବା କ୍ରିକେଟର ଗୌତମ ଗମ୍ଭୀର ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଏହାସହ…

ଜାଣନ୍ତୁ କ୍ୟାଲସିୟମ ଅଭାବରୁ ହୋଇଥାଏ କେଉଁଭଳି ରୋଗ ଏବଂ ଏହାର ଉପଚାର ।

ସାଧାରଣତଃ କ୍ୟାଲସିୟମ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ଶରୀରରେ କ୍ୟାଲସିମ ଅଭାବ ହେଲେ ହାଡ ଦୁର୍ବଳ ହେବା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମର ମାତ୍ରା ବଜାଇ ରଖିବା ପାଇଁ ପ୍ରତିଦିନ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡିଥାଏ । ଯେପରିକି…

ଏସିଆନ ଗେମ୍ସ : ଟ୍ରାକରେ ଚମକିଲେ ଓଡିଆ ଝିଅ, ୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ

କନକ ବ୍ୟୁରୋ : ଟ୍ରାକରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ଏସିଆନ ଗେମ୍ସରେ ୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ସେମିଫାଇନାଲରେ ମାତ୍ର ୧୧.୪୩ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲରେ ପହଞ୍ଚିଛନ୍ତି ଦୂତି । ଏବେ ପଦକ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ଓଡିଆ…