Daily Archives

August 25, 2018

ଗ୍ୟାଙ୍ଗଷ୍ଟର ବନାମ ଗୋ’ରକ୍ଷକ: କିପରି ହୁଏ ବେଆଇନ ଗୋ-ଚାଲଣ? ଟିଟୋକୁ ଏସଟିଏଫର ଜେରା ପରେ ସାମ୍ନାକୁ ଆସିଲା ସାଂଘାତିକ…

କନକ ବ୍ୟୁରୋ: ଗୋଟିଏ ପଟେ ଗୋ-ରକ୍ଷକଙ୍କ ନଜର, ସେପଟେ ଚାଲିଛି ବେଆଇନ ଭାବେ ଗୋ-ଚାଲଣ । ଏହି ଛକାପଞ୍ଝା ଭିତରେ କେତେବେଳେ ଧରା ପଡ଼ୁଛି ଗୋ-ଚାଲଣ ଟ୍ରକ, ତ କେତେବେଳେ ରାଜ୍ୟର ସୀମା ଟପି ଚାଲି ଯାଉଛି ଗୋରୁ ଭର୍ତି କଂଟେନର୍ । ଆଉ ଏହାରି ଭିତରେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ଅତି ସାଂଘାତିକ…

ରାଜଧାନୀ ରେଳଲାଇନ କଡରୁ ମିଳିଲା ଅବସରପ୍ରାପ୍ତ ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ହତ୍ୟା ନା ଆତ୍ମହତ୍ୟା,…

କନକ ବ୍ୟୁରୋ : ରାଜଧାନୀରେ ଜଣେ ଡାକ୍ତରଙ୍କ ମୃତ୍ୟୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ରକ୍ତ ଜୁଡୁବୁୁଡୁ ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଡାକ୍ତରଙ୍କୁ କେହି ଅଜଣା ବ୍ୟକ୍ତି…

ସ୍ମାର୍ଟଫୋନ ବ୍ୟବହାରକରୀଙ୍କ ପାଇଁ ଖୁସି ଖବର ! ଏଣିକି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରି ଲୋକଙ୍କୁ ସତର୍କ…

ବାୟୁମଣ୍ଡଳର ପ୍ରଭାବ, ତାପମାନ ଏବଂ ଆଦ୍ରତାକୁ ମାପିବାରେ ସକ୍ଷମ ସ୍ମାର୍ଟଫୋନ । ଏକ ଉପନ୍ୟାସର ଅଧ୍ୟୟନରୁ ଜଣାପଡିଛି ଯେ, ମୌସମୀ ପାର୍ଟକୁ ଟ୍ରାକ କରିବା ସହ ଅନୁମାନ ଲଗାଇବାରେ ମଧ୍ୟ ସକ୍ଷମ ହୋଇପାରିବ ମୋବାଇଲ୍ । ବିଶେଷଜ୍ଞଙ୍କ ଅଧ୍ୟୟନରୁ ଜଣାପଡିଛି ବର୍ଷା, ବନ୍ୟା ଏବଂ ଅନ୍ୟାନ୍ୟ…

ଶିକ୍ଷାନୁଷ୍ଠାନ ଉତ୍ସବରେ ରାଜନୀତିର ବାସ୍ନା: ଏମ୍ସ ସମାବର୍ତ୍ତନରେ ଉଠିଲା କେନ୍ଦ୍ରୀୟ ଯୋଜନାର…

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ସୃଷ୍ଟିକଲା ରାଜନୈତିକ ସଭାର ଭ୍ରମ । ଭୁବନେଶ୍ୱର ଏମ୍ସର ସମାବର୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯେଉଁ ଅଭିଭାଷଣ ରଖିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡିଆରେ ଭାଷଣ ଦେଇ ଭାଷା ଭିତିରେ ବିଜେଡି ସରକାରଙ୍କୁ…

ରାତି ପାହିଲେ ରକ୍ଷାବନ୍ଧନ : ନିଜ ସୁନା ଭଉଣୀକୁ ଉପହାର କରିପାରିବେ ଏହି ସ୍କୁଟି, ଦାମ ୫୦ ହଜାର ଟଙ୍କାରୁ ବି ବହୁତ କମ୍

ରାତି ପାହିଲେ ପବିତ୍ର ରକ୍ଷାବନ୍ଧନ । ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସଂପର୍କର ବନ୍ଧନ । ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନେ୍ଧ ଉଭଣୀ । ଆଉ ଏହା ବଦଳରେ ଭାଇ ମଧ୍ୟ ଭଉଣୀକୁ କିଛି ଉପହାର ଦେଇଥାଏ । ତେବେ ସେ ଡ୍ରେସ ହେଉ ଅବା ଅଳଙ୍କାର । ଯଦି ଆପଣ ମଧ୍ୟ…

ଟ୍ରାକରେ ଚମକିଲେ ଓଡିଆ ଝିଅ ଦୂତି । ଟ୍ରାକ ହିଟ-୨ରେ ଶୀର୍ଷରେ ରହିବା ସହ ସେମିଫାଇନାଲରେ ଦୂତି ଚାନ୍ଦ

କନକ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ମହିଳା ୧୦୦ ମିଟର ଟ୍ରାକରେ ସେମିଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ମାତ୍ର ୧୧.୩୮ ସେକେଣ୍ଡେରେ ୧୦୦ ମିଟର ଅତିକ୍ରମ କଲେ ଦୂତି । ଏହାସହ ୧୦୦ ମିଟର ଟ୍ରାକ ହିଟ-୨ରେ ଶୀର୍ଷରେ ରହିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି…