Daily Archives

August 23, 2018

ଆପଣଙ୍କ ପିଲା କେଉଁ ବହି ପଢିବେ ତାହା କହିବ ରୋବର୍ଟ ! ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ‘ରୋବର୍ଟ ମିନି’ ପାଠ ପଢାଇବା ସହ…

ଏବେ ବିଜ୍ଞାନ ଯୁଗରେ ପ୍ରତିଟି କାମକୁ ରୋବର୍ଟ କରୁଛି । ଘର କାମ ଠାରୁ ଆରମ୍ଭ କରି କାର ତିଆରି କରିବା ପର୍ଯ୍ୟନ୍ତ ସବୁ କାମ ରୋବର୍ଟ ଦ୍ୱାରା ହୋଇପାରୁଛି । ତେବେ ଏଥିସବୁ ମଧ୍ୟରେ ବୈଜ୍ଞାନିକମାନେ ମିନି ନାମକ ଏକ ରୋବର୍ଟ ତିଆରି କରିଛନ୍ତି । ଏହି ରୋବର୍ଟ ଏବେ ପିଲାମାନଙ୍କୁ ପାଠ ପଢାଇବା…

ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବଞ୍ଚିବା ପାଇଁ ସଂଘର୍ଷ! ନଦୀ ପାର ହେଲେ ମିଳୁଛି ପିଇବା ପାଣି, ପଢନ୍ତୁ ନନ୍ଦଚକ ଗାଁର…

କନକ ବ୍ୟୁରୋ : ବାଲେଶ୍ୱରର ବଡ ଦୁଃଖ । ନଇ ପାରି ହେଲେ ମିଳିବ ପିଇବା ପାଣି । ବାଲେଶ୍ୱର ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ନନ୍ଦଚକ ଗାଁ ଲୁଣା ପାଣି ଘେରର ରହିଛି । ଫଳରେ ଗାଁରେ ପିଇବା ପାଣି ସମସ୍ୟା ଲାଗି ରହିଛି । ଗାଁକୁ ରାସ୍ତା ନଥିବାରୁ ଡଙ୍ଗାରେ ବୁଢାବଳଙ୍ଗ ଶାଖା ନଦୀ ପାରି…

ମାଲକାନଗିରିରେ ଲଗାଣ ବର୍ଷା ଓ ବନ୍ୟା ପରେ ମାଓ ତାଣ୍ଡବ । ମାଥିଲି ମିଢିବେଡା ପୋଲ ଉଭୟ ପାର୍ଶ୍ୱରେ ରାସ୍ତା ଖୋଳିଦେଲେ…

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରେ ଏବେ ମାଥିଲିବାସୀଙ୍କୁ ମାଓ ଭୟ । ମାଥିଲି ଥାନା ଅନ୍ତର୍ଗତ ଦୁର୍ମାଗୁଡା ଠାରୁ ଗଲିଆଗୁଡା ରାସ୍ତା କୁ ସଂଯୋଗ କରୁ ଥିବା ମିଢିବେଡା ପୋଲ ର ଉଭୟ ପାର୍ଶ୍ୱରେ ରାସ୍ତା ଖୋଳି ଦେଇଛନ୍ତି ମାଓବାଦୀ । ଏଥି…

ଭାରତୀୟ ନୌସେନା ଆଣିଲା ନିଯୁକ୍ତି ସୁଯୋଗ ! ଅନେକ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…

ଭାରତୀୟ ନୌସେନା ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଭର୍ତ୍ତିରେ ମୋଟ ୨୨ଟି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କର ଚୟନ କରାଯିବ । ଯେଉଁଥିରେ ପାଇଲଟ୍, ଏଟିସି, ପର୍ଯ୍ୟବେକ୍ଷକ, ଏମଟିଏସ ଏବଂ ଇଞ୍ଜିନିୟର ପଦ ସାମିଲ ରହିଛି । ଯଦି ଆପଣ ମଧ୍ୟ ଏହି ଭର୍ତ୍ତିରେ ଆବେଦନ କରିବା…

କୂଳ ଖାଉଛି ସମୁଦ୍ର । ବାଲି ଅତଡା ଧସି ସାଗରରେ ଲୀନ ହେବାକୁ ବସିଛି ପୁରୀ ବେଳାଭୂମି, ଭୟ ଓ ଆଶଙ୍କାରେ ସମୁଦ୍ର କୂଳିଆ…

କନକ ବ୍ୟୁରୋ : କୂଳ ଖାଉଛି ସମୁଦ୍ର । ବାଲି ଅତଡା ଧସି ସାଗରରେ ଲିନ ହେବାକୁ ବସିଛି ପୁରୀ ବେଳାଭୂମି । ବଡ ବଡ ଲହଡି ଆସି କୂଳରେ ମାଡ ହେଉଛି । ଗତକାଲି ରାତିରେ ସମୁଦ୍ର ଏପରି କରାଳ ରୂପ ଧାରଣ କରିଥିଲା । ବଡ ବଡ ଲହଡି ଆସି ବେଳାଭୂମିରେ ପସରା ମେଲିଥିବା ବହୁ ଉଠା ଦୋକାନୀଙ୍କ ବ୍ୟବସାୟ…

ନଡ଼ିଆ ତେଲ ସଂପୂର୍ଣ୍ଣ ବିଷ : ଭାରତୀୟଙ୍କୁ ଚମକାଇବା ଭଳି ତଥ୍ୟ ପ୍ରଦାନ କଲେ ହାଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଫେସର

କନକ ବ୍ୟୁରୋ : ହାଭାର୍ଡ ବିଶ୍ୱବିଦ୍ୟାଳୟର ଭାରତୀୟଙ୍କୁ ଚମକାଇବା ଭଳି ତଥ୍ୟ । ନଡ଼ିଆ ତେଲ ହେଉଛି ମାରାତ୍ମକ ବିଷ । ଏହାର ବ୍ୟବହାର ମଣିଷ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ନଡ଼ିଆ ତେଲ ସମ୍ପର୍କରେ କିଛି ଏଭଳି ତଥ୍ୟ ଦେଇଛନ୍ତି ବିଶ୍ୱର ପ୍ରତିଷ୍ଠିତ ହାଭାର୍ଡ…