Daily Archives

August 23, 2018

ନୋଟବନ୍ଦୀ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୮ହଜାର ୧୩୫ ଏଟିଏମ ଅଚଳ ! ଆରଟିଆଇ ମାଧ୍ୟମରେ ମିଳିଲା ସୂଚନା

କନକ ବ୍ୟୁରୋ : ନୋଟବନ୍ଦୀ ପରେ ୨୧ମାସ ପରେ ଭାରତର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ୧୮,୧୩୫ ଶାଖାରେ ଏବେବି ନୂଆ ନୋଟ ପସାଯାଇ ପାରିବ ନାହିଁ । ତେବେ ଏଥି ପାଇଁ ବ୍ୟାଙ୍କ ୨୨.୫୦ କୋଟି ଟଙ୍କା ଖର୍ଚ୍ଚ କରି ୪୧ହଜାର ୩୮୬ ଏଟିଏମକୁ ନୂଆ ରୂପ ଦିଆଯାଇଛି । ତେବେ ଏପରି ଖବର ମିଳିପାରିଛି…

ପୁଅଙ୍କ ପାଇଁ ନୂଆ ଫ୍ୟାସନ । ବଜାରକୁ ଆସିଲା ହାଫ୍ କ୍ରପଟପ୍

ଫ୍ୟାସନ ମାମଲାରେ ଯୁବତୀଙ୍କ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ ମିଳିଥାଏ । କ୍ରପ ଟପ ଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନର ସାର୍ଟ ପ୍ୟାଣ୍ଟ ଯୁବତୀ ମାନଙ୍କ ପାଇଁ ଉପଲବ୍ଧ ଥାଏ । କିନ୍ତୁ ଯୁବକ ମାନଙ୍କ ପାଇଁ ଫ୍ୟାସନେବଲ ଡ୍ରେସ ଯେପରି ସ୍ୱପ୍ନ । ତେଣୁ କେବଳ ଯୁବକଙ୍କ ଚିନ୍ତା ଦୂର କରିବା ପାଇଁ…

ଆଗାମୀ ନିର୍ବାଚନ ପାଇଁ ସୋସିଆଲ ସାଇଟରେ ପ୍ରଚାର ଉପରେ ଲାଗିଲା ରୋକ ! ବିଜ୍ଞାପନ ପାଇଁ ରାଜନୈତିକ ଦଳମାନଙ୍କୁ ନେବାକୁ…

ନିର୍ବାଚନ ସମୟରେ ରାଜନୈତିକ ଦଳ ଗୁଡିକ ବିଭିନ୍ନ ମାଧ୍ୟମରେ ନିଜ ନିଜ ପ୍ରଚାର କରିଥାନ୍ତି । କିନ୍ତୁ ସୋସିଆଲ ମିଡିଆ ପ୍ରଚାରର ପ୍ରମୁଖ ମାଧ୍ୟମ ପାଲଟିଥାଏ । ଆଗାମୀ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ କିମ୍ବା ଆଶାୟୀ ପ୍ରାର୍ଥୀ ସୋସିଆଲ ମିଡିଆର ଉପଯୋଗ ପ୍ରଚାର ପାଇଁ କରିପାରିବେ ନାହିଁ ।…

ଓଡିଶାରେ ଚାଷ ହେଉଛି ଦୁର୍ଲଭ ‘କଳାଧାନ’ । କିଲୋ ପିଛା ୧୦୦ରୁ ୧୩୦ ଟଙ୍କା, ଚାଉଳରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ

କନକ ବ୍ୟୁରୋ: ସାଧାରଣତଃ ସମୟରେ ଚାଷ ହୋଇଥିବା ଧାନର ରଙ୍ଗ ହଳଦିଆ ଏବଂ ଚାଉଳର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଓଡିଶାର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଚାଷ ହେଉଛି କଳା ଧାନ । ସୂଚନା ମୁତାବକ ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବିରସିଂହପଡାରେ ଚାଷ ହେଉଛି କଳାଧାନ । ପୁଣି ଧାନ ଗଛ ଠାରୁ ଆରମ୍ଭ…

ସ୍ମାର୍ଟ ଜୀବନ ବିତାଇବାକୁ ଚାହୁଁଛନ୍ତି କି ? ତେବେ ୱେବ ସିଟିରେ ରହି ସମସ୍ତ ଅତ୍ୟାଧୁନିକ ସେବାର ସୁବିଧା ପାଆନ୍ତୁ

କନକ ବ୍ୟୁରୋ : ଆଜିକାଲି ବ୍ୟସ୍ତତା ଜୀବନ ଭିତରେ ଲୋକମାନେ ଖୁସିରେ ରହିବାକୁ ଭଲପାଉଛନ୍ତି । ଯଦି ଲୋକମାନେ ରହୁଥିବା ପାଖରେ ସେମାନଙ୍କର ସୁବିଧା ଅନୁସାରେ ସମସ୍ତ ସାମଗ୍ରୀ ମିଳିଲା ତେବେ ସେଠାରେ ରହିବା ପାଇଂ ଆହୁରି ସୁବିଧା ହୋଇଥାଏ । ମଣିଷର ମନ ଅନୁସାରେ ତାକୁ ସମସ୍ତ ଜିନିଷ ମିଳିଲେ…

ଛାତ୍ର ଛାତ୍ରୀମାନଙ୍କ ପାଇଁ ଖୁସି ଖବର ! ପାଠପଢାରେ ସାହାଯ୍ୟ କରିବ ଏହି ଚାରୋଟି ଆପ ।

ବିଦ୍ୟାର୍ଥୀ ମାନଙ୍କ ପାଠପଢା ସମ୍ବନ୍ଧୀୟ ଅନେକ ଆପ ଇଣ୍ଟରନେଟରେ ଫ୍ରିରେ ଉପଲବ୍ଧ ରହିଛି । ଆଜିକାଲି ଯୁଗରେ ଅଧିକତମ କାମ ସ୍ମାର୍ଟ ଫୋନ ଏବଂ ଇଣ୍ଟରନେଟ ଜରିଆରେ ହୋଇ ପାରୁଛି । ପ୍ରତିଟି ବହି ଇଣ୍ଟରନେଟରେ ମିଳିଯାଉଥିବାରୁ ଛାତ୍ର ଛାତ୍ରୀମାନଙ୍କୁ ବହି କିଣିବାକୁ ପଡୁନାହିଁ କିମ୍ବା ବହି ଧରି…