Daily Archives

August 23, 2018

ପୁରୀ ମହୋଦଧିରେ ଲୀନ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ! ଆସନ୍ତାକାଲି ହେବ ସର୍ବଦଳୀୟ ପ୍ରାର୍ଥନା ସଭା

କନକ ବ୍ୟୁରୋ : ପୁରୀ ମହୋଦଧିରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପାରମ୍ପରିକ ପୂଜାପାଠ ପରେ ଆଜି ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଚିତାଭସ୍ମର ବିସର୍ଜନ ପାଇଁ ପୁରୀ ଦିଗବାରେଣୀ କୂଳରେ ବ୍ୟାପକ ଆୟୋଜନ ହୋଇଥିଲା ।…

ପୁଣି ରାଜଶ୍ରୀ-ବିଷ୍ଣୁ କଳି ! ଜଗତସିଂହପୁରରେ ବ୍ଲକ ସଭାପତି ନିଯୁକ୍ତିକୁ ନେଇ ବିବାଦ ।

କନକ ବ୍ୟୁରୋ : ବ୍ଲକ ସଭାପତି ନିଯୁକ୍ତିକୁ ନେଇ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଜଗତସିଂପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ମଧ୍ୟରେ କଳି ଜୋର ଧରିଛି । ବିଷ୍ଣୁଙ୍କ ବିନା ପରାମର୍ଶରେ ରାଜଶ୍ରୀ କଂଗ୍ରେସର ୩ଜଣ ମହିଳା ନେତ୍ରୀଙ୍କୁ ବ୍ଲକ ସଭାପତି ଭାବେ ନିଯୁକ୍ତି ଦେବା ଘଟଣାକୁ ନେଇ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଶସ୍ତାରେ ହେବ ବିଦେଶଯାତ୍ରା, ମୋଦି ସରକାରଙ୍କ ନୂଆ ଯୋଜନା

କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାଧାରଣ ଲୋକଙ୍କୁ ଶସ୍ତା ମୂଲ୍ୟରେ ବିମାନ ଯାତ୍ରାର ସୁବିଧା ପ୍ରଦାନ କରାଯାଉ ଥିବା ବେଳେ ଖୁବଶୀଘ୍ର ଏହି ଯୋଜନାରେ ବିଦେଶ ଯାତ୍ରା ମଧ୍ୟ ଶସ୍ତା ହୋଇଯିବ । ଏନେଇ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର ସରକାର ଏକ ଡ୍ରାଫ୍ଟ…

ଲାଲ୍ ସେଓର ଆତଙ୍କ ! ଚକଚକିଆ ଦେଖାଯିବା ପାଇଁ ସେଓରେ ଦିଆଯାଉଛି ବିଷାକ୍ତ ମହମ ପ୍ରଲେପ, ହୋଇପାରେ ମାରାତ୍ମକ ରୋଗ ।

କନକ ବ୍ୟୁରୋ : କୁହାଯାଏ ପ୍ରତ୍ୟେକ ଦିନ ଗୋଟିଏ ଆପଲ ଖାଇଲେ ଦେହ ସୁସ୍ଥ ରହିବ ଓ ଆପଣଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଫଳ ବଜାରରେ ସେଓର ଚାହିଦା ବେଶୀ । ବଜାରରେ ମିଳୁଥିବା ଚକଚକିଆ ଆପଲ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ଏହା ଶରୀର ପାଇଁ କେତେ ସୁରକ୍ଷିତ ତାହା…

ବହୁରୂପୀ ବାଇକ୍ ଚୋରକୁ ଧରିଲା କମିସନରେଟ୍ ପୋଲିସ ! କୋର୍ଟରେ ଓକିଲ ବେଶରେ, ହସ୍ପିଟାଲରେ ରୋଗୀ ହୋଇ ଉଠାଇ ନେଉଥିଲା…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚୋରି ହେବା ଏକ ନିତିଦିନିଆ ଘଟଣା ପାଲଟିଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ଚୋରି ହେଉଥିବାର ଖବର ଆପଣ ଟିଭି କିମ୍ବା ଖବରକାଗଜରେ ଦେଖିବାକୁ ପାଉଥିବେ । ତେବେ କମିଶନରେଟ୍ ପୋଲିସ ହାତରେ ଲାଗିଛି ବହୁରୁପୀ ଚୋର । ଚୋରି ପାଇଁ ଜାଗା ଦେଖି ବେଶ…

ସ୍କୁଲ ବସରେ ପଶିଲା ପାଣି ! ସ୍ଥାନୀୟ ଲୋକମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ରୀ

କନକ ବ୍ୟୁରୋ : ଜୟପୁର ନିକଟସ୍ଥ ଦୋସା ଜିଲ୍ଲାରେ ଲାଲସୋଟରେ ଏକ ବସ୍ ଚାଳକଙ୍କ ଅବହେଳା ହେତୁ ୫୦ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା। ବସ୍ ଭିତରେ ପାଣି ପଶିଯିବା ହେତୁ ପିଲାମାନେ ଭୟରେ କାନ୍ଦିବାକୁ ଲାଗିଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟଲୋକମାନେ ବସ ଭିତରୁ ସୁରକ୍ଷିତ ଭାବେ…