Daily Archives

August 22, 2018

କାହିିଁକି ଆମ୍ବ ଟାକୁଆ ଖାଉଛନ୍ତି ଗାଁ ଲୋକେ! ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କନକ ନ୍ୟୁଜ, ସାମ୍ନାକୁ ଆସିଲା ସତ

କନକ ବ୍ୟୁରୋ : କେହି ଭୋକିଲା ଶୋଇବେନି । ସଭିଙ୍କ ମୁହଁରେ ଆହାର ପହଞ୍ଚିବ । ଏଭଳି ସବୁ ନାରାଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଆଜି ବି ଲୋକ ଆମ୍ବ ଟାକୁଅ ଖାଉଛନ୍ତି । ଆଉ ଏହି ଆମ୍ବ ଟାକୁଆ ନବରଙ୍ଗପୁର ଜିଲ୍ଲାରେ ୩ଜଣଙ୍କ ଜୀବନ ନେଇଛି । ଏବେ ବି ଜଣେ ଜୀବନ…

ପଲିଟିକ୍ସରେ ପେଟ୍ରୋଲ ପମ୍ପ ? କର୍ମଚାରୀଙ୍କ ତଥ୍ୟ ଜରିଆରେ ଭୋଟ ହାତେଇବାକୁ ହେଉଛି କି ଉଦ୍ୟମ

କନକ ବ୍ୟୁରୋ : ଦେଶର ସବୁ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ତଥ୍ୟ ମାଗିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । ପେଟ୍ରୋଲ ପମ୍ପରେ କେତେ ସଂଖ୍ୟକ କର୍ମଚାରୀ କାମ କରୁଛନ୍ତି ଏବଂ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ମାଲିକମାନଙ୍କୁ ମଗାଯାଇଛି । ବିଜେଡି ଏବଂ କଂଗ୍ରେସ ଏହାକୁ ଭୋଟ ବ୍ୟାଙ୍କ…

ଭାରତୀୟ କ୍ରୀଡା ପାଇଁ ଐତିହାସିକ ଦିନ । ଇଂଲଣ୍ଡକୁ ମାତ ଦେଇ ସିରିଜକୁ କମବ୍ୟାକ କଲା ବିରାଟ ବାହିନୀ, ହକିରେ ୨୬ଟି ଗୋଲ…

କନକ ବ୍ୟୁରୋ : ଭାରତୀୟ କ୍ରୀଡ଼ା ପାଇଁ ଆଜି ଦିନଟି ବେଶ ଶୁଭଙ୍କର । ଇଂଲଣ୍ଡରେ ଭାରତ ତୃତୀୟ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଭାରତୀୟ ହକି ଦଳ ୮୬ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଉ ଇଣ୍ଡୋନେସିଆରେ ଚାଲିଥିବା ଏସିଆଡ୍ ଖେଳରେ ଭାରତୀୟ ଆଥଲେଟ୍…

ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ : ଲମ୍ବା ଛୁଟିରେ ରହିବେ ବ୍ୟାଙ୍କ କର୍ମଚାରୀ ! ଜାଣନ୍ତୁ କେବେଠୁ କେବେ ଯାଏଁ ବନ୍ଦ…

ଆସନ୍ତା ସେପ୍ଟେମ୍ବର ମାସରେ ଏକ ଲମ୍ବା ବ୍ୟାଙ୍କ ଛୁଟି ପଡିବାର ସମ୍ଭାବନା ରହିଛି । ଏଣୁ ଆଜିଠାରୁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ । ସେପ୍ଟେମ୍ବର ୨ ତାରିଖ ରବିବାର ପଡୁଛି । ସୋମବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖ ହେଉଛି ଜନ୍ମାଷ୍ଟମୀ ଉପଲକ୍ଷେ ଛୁଟି । ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ଓ ୫…

କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ବାଜପେୟୀଙ୍କ ଅସ୍ଥି ! ଆସନ୍ତାକାଲି ବିରାଟ ଶୋଭାଯାତ୍ରାରେ ପୁରୀ…

କନକ ବ୍ୟୁରୋ : କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ଅଟଳ ବିହାରୀଙ୍କ ଅସ୍ଥି । ଦିଲ୍ଲୀରେ ଆଜି ସମସ୍ତ ବିଜେପି ରାଜ୍ୟ ସଭାପତିଙ୍କୁ ବାଜପେୟୀଙ୍କ ଅସ୍ଥି ହସ୍ତାନ୍ତର କରାଯାଇଛି । ଦିଲ୍ଲୀରୁ ଅଟଳ ବିହାରୀଙ୍କ ଅସ୍ଥି ଧରି ଭୁବନେଶ୍ୱରରେ ପହଂଚିଛନ୍ତି ବସନ୍ତ ପଣ୍ଡା । ଆସନ୍ତାକାଲି…

ଏଣିକି ରେଳ ଚଳାଚଳରେ ବାଧକ ସାଜିବନି ଖରାପ ମୌସୁମୀ ଏବଂ କୁହୁଡି ! ରେଳବାଇ ଆଣିଲା ନୂଆ ଟେକ୍ନୋଲୋଜି ।

କୁହୁଡି ଏବଂ ଖରାପ ମୌସୁମୀ କାରଣରୁ ରେଳ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଅନେକ ସମୟରେ ରେଳ ଚଳାଚଳ ହୋଇନପାରିବାରୁ ଅନେକ କ୍ଷୟକ୍ଷତି ହେଉଛି । ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…