Daily Archives

August 21, 2018

ବିଜେପି ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ, ମୋଦିଙ୍କୁ ଟକ୍କର ଦେବେ ରାହୁଲ ଗାନ୍ଧି । ଜାତୀୟ ଗଣମାଧ୍ୟମର ସର୍ଭେ…

କନକ ବ୍ୟୁରୋ : ୨୦୧୪ରେ ଜାତୀୟ ରାଜନୀତିରେ ଯେଉଁ ଚମକ୍ରାରିତା ଦେଖାଇଥିଲା ବିଜେପି, ସାଢେ ୪ବର୍ଷ ପରେ ତାହା ଧିରେଧିରେ ବଦଳିବାରେ ଲାଗିଛି । କଂଗ୍ରେସ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦି ବିରୋଧୀ । ଆଉ ୨୦୧୯ ନିର୍ବାଚନର ସମ୍ଭାବ୍ୟ ଫଳାପଳକୁ ନେଇ ପୂର୍ବନୁମାନ କରିଛି ଜାତୀୟ ଗଣମାଧ୍ୟମ…

ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ କଳି ! ୨୫ ଜଣ ବିଧାୟକଙ୍କ ସହ କବାଟ କିଳା ଆଲୋଚନା, ଜାଣନ୍ତୁ କାହାକୁ ମିଳିବ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଶେଷ ବୈଠକ ହୋଇଛି । ଗତ ନିର୍ବାଚନରେ ୧୫ ହଜାରରୁ କମ୍ ଭୋଟରେ ପରାଜିତ ହୋଇଥିବା ବିଧାୟକ ପ୍ରାର୍ଥୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ରାଜ୍ୟ ପ୍ରଭାରୀ । ନିର୍ବାଚନରେ ହାରିଥିଲେ ମଧ୍ୟ ସଂଗଠନ ଦୃଢ ଥିଲେ…

କାହିଁକି ବିନା ବର୍ଷାରେ ବୁଡିଲା ମାଲକାନଗିରି ? ବନ୍ୟା କଲା କି ପୋଲାଭରମ ପ୍ରକଳ୍ପର ଫେରନ୍ତା ପାଣି, ଅନୁସନ୍ଧାନ ପାଇଁ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୋଲାଭରମ୍ ସଂକଟ । ଜିଲ୍ଲାର ସାବେରୀ ଓ ସିଲେରୁ ନଦୀରେ ଗତ ୨ ଦିନ ହେଲା, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ଉଭୟ ସାବେରୀ ଓ ସିଲେରୁ ନଦୀରେ ଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ଲୋକେ ଏବେ ଆତଙ୍କିତ…

ରାଜ୍ୟରେ ମିଳୁଛି ନିମ୍ନମାନର ସାଲାଇନ୍ ! ଭେଜାଲ ସାଲାଇନକୁ ନେଇ ସରକାରୀ ସ୍ତରରେ ବଡ ଧରଣର ତନାଘନା ।

କନକ ବ୍ୟୁରୋ : ରାଜ୍ୟରେ ବିକ୍ରି ହେଉଛି ନିମ୍ନମାନର ସାଲାଇନ । ୨୦୧୭ରୁ ଓଡ଼ିଶାକୁ ଆସୁଥିଲା ବିପୁଳ ପରିମାଣର ବ୍ୟବହାର ଅନୁପଯୋଗୀ ସାଲାଇନ୍ । ଏବଂ ଏହା ଯାଉଥିଲା ରାଜ୍ୟର ବିଭିନ୍ନ ହସ୍ପିଟାଲକୁ । ଏହାକୁ ରୋଗୀଙ୍କ ବ୍ୟବହାରରେ ମଧ୍ୟ ଲଗାଯାଇଛି । ଓଡ଼ିଶା ରାଜ୍ୟ ମେଡ଼ିକାଲ କର୍ପୋରେସନ ଲିମିଟେଡ୍…

ଲୋକଙ୍କ ମନ ଜଣିବାକୁ କଂଗ୍ରେସ ପ୍ରଭାରୀଙ୍କ ନୂଆ ଫର୍ମୁଲା ! ଏସି ଗାଡି ଛାଡି ସିଟି ବସରେ ଗଲେ ଜିତେନ୍ଦ୍ର ସିଂହ, ରାଜ୍ୟ…

କନକ ବ୍ୟୁରୋ : ଲୋକଙ୍କ ପାଖରେ ପହଞ୍ଚିବାକୁ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଭିନ୍ନ ପ୍ରୟାସ । ଆଉ ଏଥିପାଇଁ ଏସି ଗାଡି ଛାଡି ସିଟି ବସରେ ଯାତ୍ରା କରିଛନ୍ତି ଜିତେନ୍ଦ୍ର । ଓଡିଶାରେ କଂଗ୍ରେସର ସ୍ଥିତି କଣ , ଲୋକ ମାନଙ୍କ ମନରେ କଂଗ୍ରେସ ପ୍ରତି କଣ ଧାରଣା ରହିଛି ଜାଣିବା ପାଇଁ…

ମନ୍ଦସୋର ଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ମିଳିବ ଫାଶୀ : ୫୫ ଦିନ ମଧ୍ୟରେ ଆସିଲା ନିଷ୍ପତ୍ତି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମନ୍ଦସୋରରେ ୭ ବର୍ଷର ନାବାଳିକା ସହ ନିର୍ଭୟା ପରି ପୈଶାଚିକ ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଉଭୟ ଅଭୁଯୁକ୍ତ ଗତ ୨୬ ଜୁନରେ ଏପରି ଘୃନ୍ୟ କାମ କରିିଥିଲେ । ୨୬ତାରିଖ ଦିନ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଏହି ୮ବର୍ଷର…