Daily Archives

August 16, 2018

ଗାଡିରେ କରନ୍ତୁ ଏହି ଛୋଟିଆ ସେଟିଂ, ଲିଟର ପ୍ରତି ୮୦ କିଲୋମିଟରର ମାଇଲେଜ ଦେବ ଆପଣଙ୍କ ବାଇକ୍

ଆଜିର ମାର୍କେଟରେ ବିଭିନ୍ କଂପାନୀ ଅନେକ ଫାଷ୍ଟ ବାଇକ୍ ଉପଲବ୍ଧ । ହେଲେ ଏସବୁ ମଧ୍ୟରେ ବି ଲୋକଙ୍କର କେବଳ ଗୋଟିଏ ସମସ୍ୟା ରହିଛି, ତାହା ହେଉଛି ଗାଡିର ମାଇଲେଜ । ଆଜ୍ଞା ହଁ ! ଅଧିକ ସିସି ହେବା କାରଣରୁ ଏହିସବୁ ବାଇକର ମାଇଲେଜ ହ୍ରାସ ପାଇଥାଏ । ଯେଉଁ କାରଣରୁ ଗାଡି ଅଧିକ ତେଲ ଟାଣିଥାଏ ।…

ଦୀର୍ଘ ଦିନ ଧରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର କରୁନଥିଲେ ସାବଧାନ ! ପଡିପାରନ୍ତି ବଡ ସମସ୍ୟାରେ

ଯୁଗ ଯେତିକି ହାଇଟେକ ହେଉଛି, ଠକେଇର ମାତ୍ରା ସେତିକି ପରିମାଣରେ ବଢି ଚାଲିଛି । ଗତ କିଛି ଦିନ ହେବ ଏହି ଘଟଣା ବଢି ବଢି ଚାଲିଛି । ଖାସକରି ଲୋକମାନଙ୍କ ଆକାଉଣ୍ଟକୁ ହ୍ୟାକ କରି ଟଙ୍କା ଉଠାଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ଏପରିକି କିଛି ଦିନ ପୂର୍ବେ କସମସ ବ୍ୟାଙ୍କର ଏଟିଏମର ସର୍ଭର…

ସାବାଡ ହେବ ପାକିସ୍ତାନ ! ଆଫଗାନିସ୍ତାନରେ ବଡ ଡ୍ୟାମ ନିର୍ମାଣ କରିବ ଭାରତ, ଶୁଖିଯିବ ପାକିସ୍ତାନର ନଦୀ

ପାକିସ୍ତାନକୁ ସାବାଡ କରିବାକୁ ନୂଆ ରଣନୀତି ଆପଣାଇଛି ଭାରତ । ଏଣିକି ହାତରେ ନୁହେଁ ବରଂ ଭାତରେ ମାରିବା ନ୍ୟାୟରେ ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ଲକ୍ଷ୍ୟ ରଖିଛି ଭାରତ । ପାକିସ୍ତାନ ବିରୋଧରେ ଆଫଗାନିସ୍ତାନକୁ ବଡ ଅସ୍ତ୍ର କରିଛି ଭାରତ । କାବୁଲ ନଦୀ ଉପରେ ଏକ ବଡ ଡ୍ୟାମ ନିର୍ମାଣ କରିବା…

ଯେବେ ସଂସଦକୁ ଶଗଡ଼ ଗାଡ଼ିରେ ଆସିଥିଲେ ବାଜପେୟୀ । ଜାଣନ୍ତୁ କ’ଣ ଥିଲା କାରଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ଆସିନଥିବା ଓ ସଙ୍କଟାପନ୍ନ ଥିବା ଜଣାପଡିଛି । ଅଟଳ ବିହାରୀ ବାଜପେୟୀ ଜଣେ ଆଗ ଧାଡିର ନେତା, ବିରୋଧୀ ହୋଇକି ବି ଅନେକ ଥର ନିଜର ମଜବୁତ୍ ବିରୋଧ ଦ୍ୱାରା ଅନେକ ସରକାରଙ୍କୁ ମୁସ୍କିଲରେ ପକାଇଦେଇଛନ୍ତି ।…

ଆହୁରୀ ବଢିପାରେ ପେଟ୍ରୋଲ, ଡିଜେଲ ଦର ! ଜାଣନ୍ତୁ କାହିଁକି

ଡଲାର ତୁଳନାରେ ଟଙ୍କା ଦୂର୍ବଳ ହୋଇ ୭୦ ଟପିବା ପରେ ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କ ଉପରେ ଚାପ ବଢିଯାଇଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚସ୍ତରରେ ଥିବାବେଳେ ଟଙ୍କା ଦୁର୍ବଳ ହେବା ଫଳରେ ତେଲକମ୍ପାନିମାନେ ତେଲ କିଣିବାକୁ ଅଧିକ ଡଲାର ବ୍ୟୟ କରିବେ । ଏକ ହିସାବ ଅନୁସାରେ…

ଏମ୍ସରେ ପହଞ୍ଚିଲେ ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଅଟଳଙ୍କୁ ଭେଟିବା ପାଇଁ ଦିଲ୍ଲୀ…

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିବା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ମଧ୍ୟ ପହଞ୍ଚିଥିବା ନେଇ ସୂଚନା ମିଳିଛି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ…