Daily Archives

August 15, 2018

କୁକୁରଖିଆ ମଣିଷ ! ଏହି ଦେଶର ଲୋକମାନେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଖାଆନ୍ତି କୁକୁର ମାଂସ

ଉତ୍ତର କୋରିଆରେ ଗ୍ରୀଷ୍ମ ଋତୁ କୁକରଙ୍କ ପାଇଁ ଭଲ ସମୟ ନୁହେଁ । ପ୍ରଚଣ୍ଡ ଗରମରେ ଉତ୍ତର କୋରିଆର ସବୁଠାରୁ ଅଧିକ ମଦ୍ୟପାନୀୟ ପଦାର୍ଥ ସାମାନ୍ୟ ଠାରୁ ୨ ଥର ଅଧିକ ପାନ କରାଯାଏ । ପ୍ୟୋଙ୍ଗୟାଙ୍ଗର ନିବାସୀ ବିଙ୍ଗସୁ(ବରଫରେ ତିଆରି ଏକ ସିରପ୍) ପାଇବା ପାଇଁ ଧାଡିରେ ଛିଡା ହୋଇଥାନ୍ତି । ଏବଂ…

ଗର୍ଭବତୀ ମହିଳାଙ୍କୁ ଦେଖି ଭୁକିଲା ପୋଷା କୁକୁର ! ତା ପରର ଘଟଣା ପୁରା ପରିବାରକୁ କଲା ଆଶ୍ଚର୍ଯ୍ୟ ।

ଇଂଲଣ୍ଡର ଡୋନକେଷ୍ଟରରେ ବାସ କରୁଥିବା ଆଲହାନା ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ତାଙ୍କ ଘରେ ସେ ଏକ କୁକୁର ମଧ୍ୟ ରଖିଥିଲେ । ଗୋଟେ ଦିନ ଆଲହାନାଙ୍କ ପୋଷା କୁକୁର ତାଙ୍କୁ ଦେଖି ଭୁକିବା ସହ କାନ୍ଦିବାକୁ ମଧ୍ୟ ଲାଗିଲା । କୁକୁରର ଏପରି ବ୍ୟବହାର ଆଲହାନା ପାଇଁ ସମ୍ପୁର୍ଣ୍ଣ ଅଲଗା ଥିଲା ।…

ଫ୍ଲାଗ ହୋଷ୍ଟିଂ ପାଇପରେ ସାପ ! ତ୍ରିରଙ୍ଗା ଉଡିବା କ୍ଷଣି ଫଣା ଟେକି ବାହାରକୁ ବାହାରିଲା ସାପ, ଜାଣନ୍ତୁ କେଉଁଠି

ଦେଶରେ ଧୂମଧାମରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । କେବଳ ସ୍ୱାଧୀନତା ଦିବସ ନୁହେଁ ବରଂ ଆଜି ପୂରା ଦେଶରେ ନାଗପଞ୍ଚମୀ ମଧ୍ୟ ପାଳନ କରାଯାଇଛି । ଆଉ ଏସବୁ ଭିତରେ ମଧ୍ୟପ୍ରଦେଶର ବେତୁଲରେ ଏକ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ, ସ୍ୱାଧୀନତା ଦିବସ…

ଡିଜିଟାଲ ଉପକରଣରୁ ନିର୍ଗତ ନୀଳ ରଙ୍ଗର ରଶ୍ମି ହୋଇପାରେ ଆପଣଙ୍କ ପାଇଁ ଘାତକ : ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି

ପରିବର୍ତ୍ତିତ ସମୟ ସହିତ ଲୋକମାନେ ଡିଜିଟାଲ ଯୁଗରେ ପ୍ରବେଶ କରିଛନ୍ତି । ପ୍ରତିଦିନ ନୂଆ ଡିଭାଇସ୍ ଲୋକଙ୍କ ଅସୁବିଧା ଓ କାମକୁ ସହଜ କରିବାରେ ଲାଗିଛି । କିନ୍ତୁ ତାଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ବନିଯାଇଛି । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଡିଜିଟାଲ ଉପକରଣରୁ ନିର୍ଗତ ହେଉଥିବା ନୀଳ…

୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା ୯୫ ପ୍ରତିଶତ ଇଭିଏମ୍ ମେସିନ୍ ! ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ବା ଇଭିଏମ୍ ଆସିସାରିଛି । ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସବୁ ମେସିନ୍ ଆସିଛି । ନିର୍ବାଚନରେ ମୋଟ ଇଭିଏମ୍ ଆବଶ୍ୟକତା…

ପୁଣି ଫେରିଲା ପତଞ୍ଜଳିର ଚାଟିଂ ଆପ ‘କିମ୍ଭୋ’! ହ୍ୱାଟସଆପକୁ ଦେବ କଡା ଟକ୍କର

ପୂରା ଦେଶ ପାଳନ କରିଛି ୭୨ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ଭାରତବାସୀଙ୍କୁ ଏକ ନୂଆ ଉପହାର ଦେବାକୁ ଘୋଷଣା କରିଛି ପତଞ୍ଜଳି । ପୁଣିଥରେ ପତଞ୍ଜଳି କିମ୍ଭୋ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି । ପତଞ୍ଜଳି ଦ୍ୱାରା ଲଞ୍ଚ ହେବାକୁ ଥିବା ଏହି ମେସେଜିଂ ଆପ୍ କିମ୍ଭୋ ସିଧାସଳଖ ହ୍ୱାଟସଆପକୁ…