Daily Archives

August 13, 2018

ଚିଲିକାରୁ ବିମାନ ଉଡିବା ନେଇ ଆଶଙ୍କା ! ସି-ପ୍ଲେନ୍ ଅବତରଣକୁ ବିଜେଡି ନେତାଙ୍କ ବିରୋଧ, କହିଲେ, ୱାଟର ଏରୋଡ୍ରମ…

କନକ ନ୍ୟୁଜ : ଚିଲିକାରେ ସି ପ୍ଲେନ୍ ଅବତରଣକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେଡି ନେତା । ଚିଲିକାରେ ୱାଟର ଏରୋଡ୍ରମ୍ ନିର୍ମାଣ ହେଲେ ଜୈବ ବିବିଧତା ପ୍ରଭାବିତ ହେବ ବୋଲି କହିଛନ୍ତି, ବିଜେଡି ନେତା ସଂଜୟ ଦାସବର୍ମା । ଆଉ ସଂଜୟ ଦାସବର୍ମାଙ୍କ ବୟାନ ସହ ତାଳ ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର…

ଚିଠି ମୋର ଆସିଲାନି, ଆସିବାର ଥିଲା । ଡାକବାଲା ଏମିତି କେମିତି ହେଲା, ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ଅନେକ ଲୋକଙ୍କ ଭବିଷ୍ୟତର ବାଟ ପୋଷ୍ଟଅଫିସରୁ ହିଁ ଲମ୍ବିଥାଏ । ଚାକିରି ଆଶାୟୀଙ୍କ ନିଯୁକ୍ତି ପତ୍ର ଆସିଥାଏ, କଲେଜରୁ ଇଂଟିମେସନ କାର୍ଡ ମଧ୍ୟ ଆସିଥାଏ ଏହି ଡାକଘର ଜରିଆରେ । ଆଧାର କାର୍ଡ, ପାନ୍ କାର୍ଡ ଭଳି ଜରୁରୀ ପତ୍ର ଆସିବାର ମାଧ୍ୟମ ମଧ୍ୟ ସେହି ଡାକଘର । ଯଦି ସେହି ଡାକଘର…

ସମ୍ପର୍କରେ ଲାଗିଲା ରକ୍ତର ଛିଟା ! ସ୍ୱାମୀଙ୍କ ଅଜାଣତରେ ଶାଶୂଙ୍କୁ ତଣ୍ଟି ଚିପି ମାରିଦେଲେ ଦୁଇ ବୋହୂ, ଦେଢ ମାସ ପରେ…

ପୁରୀ ଜିଲ୍ଲା ସତ୍ୟବାଦୀ ପୋଲିସ ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି, ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେନି । ଦୁଇ ବୋହୂ ମିଳିମିଶି ଶାଶୁଙ୍କୁ ମାରି ଦେଇଛନ୍ତି । କେବଳ ସେତିକି ନୁହେଁ ଶାଶୂକୁ ମାରିଦେବା ପରେ ମୃତଦେହକୁ ଗଡ଼ିଆରେ ଫିଙ୍ଗି ଦେଇଥିଲେ ଦୁଇ ଅଭିଯୁକ୍ତ । ଏହାପରେ…

ମାଡି ଆସୁଛି ବର୍ଷା! ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା । ତୁହାକୁ ତୁହା ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ବର୍ଷିବ । ୧୬ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାର…

ପୁରୀରୁ ଲଢିବେ ମୋଦି ? କାଶୀ ବିଶ୍ୱନାଥ ପରେ ଜଗନ୍ନାଥ ଧାମ ଉପରେ ବିଜେପିର ନଜର

କନକ ବ୍ୟୁରୋ : ୨୦୧୯ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଗନ୍ନାଥ ଧାମ ପୁରୀରୁ ମୋଦି ପ୍ରତିଦ୍ୱନ୍ଦିତା କରିବା, ମୋଦିଙ୍କ ପୂର୍ବ ଭାରତ ଦଖଲର ରଣନୀତି ବୋଲି କୁହାଯାଉଛି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ମୋଦି ପୁରୀରୁ…

ଜଗତସିଂହପୁର ବିଜେଡିରେ ତିନି ନେତା ମୁହାଁମୁହିଁ ! ବିଷ୍ଣୁ ଦାସଙ୍କୁ ସନ୍ୟାସ ନେବା ପାଇଁ ପରାମର୍ଶ ଦେଲେ ବିଧାୟିକା…

କନକ ବ୍ୟୁରୋ : ରୋଚକ ମୋଡ଼ ନେଉଛି ଜଗତସିଂହପୁର ବିଜେଡି ରାଜନୀତି । ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ, ଅନ୍ୟପଟେ ଜିଲ୍ଲା ମହିଳା ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ । ଦଳ ବାହାରର କିଛି ନେତାଙ୍କୁ ବ୍ଲକ୍ ଓ ପୌରାଂଚଳରେ ଦଳୀୟ ପଦପଦବୀ ଦେବାକୁ ନେଇ ରାଜଶ୍ରୀ ମଲ୍ଲିକଙ୍କୁ ଟାର୍ଗେଟ୍…