Daily Archives

August 12, 2018

ଇଂରେଜମାନଙ୍କ ପାଇଁ ଆତଙ୍କ ପାଲଟିଥିଲେ ମଙ୍ଗଳ ପାଣ୍ଡେ ! ଇଂରେଜ ଶାସନକୁ ଖୋଲା ଖୋଲି କରିଥିଲେ ବିରୋଧ, ହସି ହସି…

ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ତାଙ୍କ ପ୍ରାଣ ଉତ୍ସର୍ଗ କରିଦେଇଛନ୍ତି । ମହାତ୍ମା ଗାନ୍ଧି, ଜାବାହାରଲାଲ ନେହେରୁ, ଭଗତ ସିଂହ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମଙ୍ଗଳ ପାଣ୍ଡେ ମଧ୍ୟ ଦେଶ ପାଇଁ ଅନେକ ମହାନ କାମ କରି ସହିଦ ହୋଇଯାଇଛନ୍ତି । ଭାରତରେ ମଙ୍ଗଳ ପାଣ୍ଡେ ଜଣେ ମହାନ…

ରୁଟିରେ ଜଗନ୍ନାଥଙ୍କ ଚିତ୍ର ଦେଖି ପୂଜା ଆରମ୍ଭ କରିଦେଲେ ଲୋକ । ଭାଇରାଲ ହେଲା ଭିଡିଓ, ଜାଣନ୍ତୁ କେଉଁଠି

କନକ ବ୍ୟୁରୋ: ରୁଟିରେ ଜଗନ୍ନାଥଙ୍କ ଅବିକଳ ଚିତ୍ର ? ଏଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖି ଭଗବାନଙ୍କ ଅବିର୍ଭାବର ବିଶ୍ୱାସ ଜାଗ୍ରତ ହେଉଥିବା ବେଳେ ବିଜ୍ଞାନ ଯୁଗରେ ଏଭଳି ଚମକ୍ରାରକୁ ସାଧାରଣରେ ଗ୍ରହଣ କରିପାରୁ ନାହାଁନ୍ତି ହେତୁବାଦୀ । ସୂଚନା…

ମାଡି ଆସୁଛି ପ୍ରବଳ ବର୍ଷା ! ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଭୟଙ୍କର ଲଘୁଚାପ, ରେଡ ଆଲର୍ଟ ଜାରି କଲା ଭାରତୀୟ…

କନକ ବ୍ୟୁରୋ : ମାଡିଆସୁଛି ପ୍ରବଳ ବର୍ଷା । ୩ ଦିନ ଧରି ସାରା ଓଡିଶାରେ ପ୍ରବଳ ବର୍ଷିବ । ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଂଟା ମଧ୍ୟରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୩ ଓ ୧୪ ତାରିଖ ପାଇଁ…

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ ବି ଶାସନରେ ଥିଲେ ଅଦ୍ୱିତୀୟ : ସ୍ୱାଧୀନତାର ଲଢ଼େଇ ସମୟରେ “ମର ନାହିଁ ମାର”…

ଲାଲ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ନେହେରୁଙ୍କ ମୃତ୍ୟୁ ହୋଇଯିବା କାରଣରୁ ୯ ଜୁନ୍ ୧୯୬୪ ରେ ତାଙ୍କୁ ଏହି ପଦରେ ମନୋନୀତ କରାଗଲା । ତାଙ୍କ ସ୍ଥାନ ଦ୍ୱିତୀୟ ଥିଲେ ବି ତାଙ୍କର ଶାସନ ଅଦ୍ୱିତୀୟ ଥିଲା । ଏମିତି ସାଧାରଣ ଓ ଶାନ୍ତ…

ଉତ୍ତରପ୍ରଦେଶ ଯୁବକଙ୍କ ପ୍ରେମରେ ପଡିଲେ ୟୁକ୍ରେନ ଯୁବତୀ! ବିବାହ ପାଇଁ ସୁଷମାଙ୍କୁ ମାଗିଲେ ସାହାଯ୍ୟ

ବିବାହ ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାର୍ଯ୍ୟ ମାଗିଲେ ବିଦେଶୀ ଯୁବତୀ । ସୁଷମା ସ୍ୱରାଜଙ୍କୁ ବିଦେଶୀ ଯୁବତୀ ବିବାହ ପାଇଁ ସାହାର୍ଯ୍ୟ ମାଗିବା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶରେ…

ଓଡିଆ କାର୍ଡ ଖେଳିଲେ ଧର୍ମେନ୍ଦ୍ର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପ୍ରଶ୍ନ, ସୁଯୋଗକୁ ହାତଛଡା କଲା କି…

କନକ ବ୍ୟୁରୋ: ରାଜ୍ୟସଭା ଉପାଧକ୍ଷ ନିର୍ବାଚନ ପରେ ବି ଥମୁନି ରାଜନୀତି । ବିଜେପି ସମର୍ଥିତ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପରେ ଚାଲିଛି ଥ୍ୟାଙ୍କ ୟୁ ରାଜନୀତି । ଦିଲ୍ଲୀରୁ ଫେରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଉପସଭାପତି ନିର୍ବାଚନ ସମର୍ଥନ ନେଇ…