Daily Archives

August 8, 2018

ଅସ୍ତରଙ୍ଗ ପୋଲିସ କବଜାରେ ମିସ ୪୨୦ : ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ସହଯୋଗୀଙ୍କ ସହ ମିଶି ଛାତ୍ରଛାତ୍ରୀଙ୍କ ଠାରୁ…

କନକ ବ୍ୟୁରୋ : ପୋଲିସ କବଜାରେ ମିସ-୪୨୦ । ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ଚାକିରିର ଲୋଭ ଦେଖାଇ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକିନେଉଥିଲେ ସଂପୃକ୍ତ ମହିଳା । ଠକାମୀର ଶିକାର ହୋଇଥିବା ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ…

ନିବେଶକଙ୍କୁ ଓଡ଼ିଶାରେ ପୁଂଜି ନିବେଶ ଲାଗି ନବୀନଙ୍କ ଆହ୍ୱାନ :କହିଲେ, ଓଡ଼ିଶାରେ ପୁଂଜିନିବେଶ କର, ସବୁଠୁ ଅଧିକ ସୁବିଧା…

କନକ ବ୍ୟୁରୋ : ଓଡ଼ିଶାରେ ପୁଂଜିନିବେଶ କର, ସବୁଠୁ ଅଧିକ ସୁବିଧା ସୁଯୋଗ ମିଳିବ । ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟି ଏପରି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ମାସରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବା ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ…

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ସିଂହଙ୍କ ସହ କଂଗ୍ରେସର ହରିପ୍ରସାଦଙ୍କ…

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମୁହାଁମୁହିଁ ହେବ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀ । ସାମ୍ବାଦିକରୁ ସାଂସଦ ବନିଥିବା ବିହାରର ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ…

୩୪ ନାବାଳିକାଙ୍କୁ ସ୍ୱାମୀଙ୍କ ଯୌନ ନିର୍ଯାତନା ଅଭିଯୋଗ, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସ୍ତ୍ରୀ, ବିହାର ରାଜନୀତିରୁ ବଡ…

ବିହାର ମନ୍ତ୍ରୀଙ୍କ ଇସ୍ତଫା । ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ଇସ୍ତଫା ଦେଇଛନ୍ତି । ଆଶ୍ରୟ ଗୃହରେ ୩୪ ନାବାଳିକାଙ୍କୁ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚଣ୍ଡେଶ୍ୱର ବର୍ମା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲା ବିବାଦରେ ଥିଲେ ମନ୍ତ୍ରୀ ମଞ୍ଜୁ ବର୍ମା । ଯହାକୁ ନେଇ ବିରୋଧୀ ଓ…

ପେଟୁଆ ଅଧିକାରୀଙ୍କୁ ମିଳିବନି ପଦୋନ୍ନତି ! ଭାରତୀୟ ସେନା ନେଲା କଡା ନିଷ୍ପତ୍ତି, ଯବାନଙ୍କ ଠାରୁ ଆରମ୍ଭ କରି ଅଫିସର…

ଏଣିକି ଭାରତୀୟ ସେନାବାହିନୀରେ ଥିବା ପେଟୁଆ ଅଧିକାରୀମାନଙ୍କ ପଦୋନ୍ନତି ଅଟକିବ, ଯଦି ସେମାନେ ନିଜ ପେଟ ନ କମେଇବେ । ଏପରି ଏକ କଡା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଭାରତୀୟ ସେନା ବିଶ୍ୱର ଏକ ଶ୍ରେଷ୍ଠ ଶୃଙ୍ଖଳିତ ସେନା ହିସାବରେ ଜଣାଶୁଣା । କିନ୍ତୁ ବିଗତ କିଛି ବର୍ଷ ଧରି ଯବାନ ଓ…

ପେଶା ସାମ୍ବାଦିକତା, ନିଶା ଖବର କାଗଜ ସଂଗ୍ରହ ! ୭୬ ଦେଶର ୬୮ ଭାଷାର ଖବରକାଗଜ ସଂଗ୍ରହ କରି ଏହି ଓଡିଆ ବ୍ୟକ୍ତି ସୃଷ୍ଟି…

ସାମ୍ବାଦିକତା ଜୀବନରେ ଖବରକାଗଜ ସହିତ ବନ୍ଧୁତା ରହିବା ସ୍ୱାଭାବିକ କଥା । କିନ୍ତୁ ଏହି ବନ୍ଧୁତା ଏତେ ଦୃଢ଼ ହୋଇଗଲା ଯେ ଖବରକାଗଜ ସଂଗ୍ରହ ଏକ ନିଶାରେ ପରିଣତ ହୋଇଗଲା । ଆମେ କହୁଛୁ ଯାଜପୁର ଜିଲା ବରୀ ବ୍ଲକ ଅରଂଗାବାଦ ଗାଁର ଶଶାଙ୍କ ଶେଖର ଦାସଙ୍କ କଥା । ଶଶାଙ୍କ ଇତିମଧ୍ୟରେ ୭୬ ଦେଶ ରୁ ୬୮ଟି…