ଡାକ୍ତଖାନାକୁ ଡାକ୍ତର ଦିଅ ଦାବିରେ ଆସନ୍ତାକାଲି କୋରାପୁଟ ବନ୍ଦ ଡାକରା, ଏପଟେ ଆନ୍ଦୋଳନରେ ବସିଲେ ବିଧାୟକ
କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାରା ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଖାସକରି ଯେପରିକି କୈାଣସି ଲୋକ ସ୍ୱାସ୍ଥ ସମସ୍ୟାରେ ପ୍ରାଣ ତ୍ୟାଗ ନକରେ ସେଥିପାଇଁ ଅନେକ କାମ ସରକାର ହାତକୁ ନେଇଛନ୍ତି । ମାଗଣା ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ନିରାମୟ ଔଷଧ ମାଗଣାରେ ଦେବା…