Daily Archives

August 5, 2018

ଅନଲାଇନରେ ସାମଗ୍ରୀ କିଣୁଥିବା ଗ୍ରାହକଙ୍କୁ ଝଟକା : ଆଗକୁ ମିଳିନପାରେ ଅଧିକ ଡିସକାଉଂଟ, ଇ-କମର୍ସ ସାଇଟ ଉପରେ ସରକାରଙ୍କ…

କନକ ବ୍ୟୁରୋ : ଆଜିକାଲି ସମସ୍ତେ ଅନଲାଇନ ସପିଙ୍ଗ୍ କରିବାକୁ ବେଶ୍ ପସନ୍ଦ କରୁଛନ୍ତି । କାରଣ ଘରେ ବସି ଏହି ସବୁ ସାମଗ୍ରୀ ହାତ ପାହାନ୍ତାରେ ମିଳିଯାଏ । କିନ୍ତୁ ଏବେ ଅନଲାଇନ ସପିଙ୍ଗ୍ କରୁଥିବା ଗ୍ରାହକଙ୍କୁ ଲାଗିବ ଝଟକା । କାରଣ ଅନେକ ସମୟରେ ଏହି ସପିଙ୍ଗ ସାଇଟଗୁଡିକ ଦେଉଥିବା ଅଫର୍ ବା…

କାହିଁକି ଗଲା ସାମ୍ବାଦିକଙ୍କ ଚାକିରି ? ଏବିପି ନ୍ୟୁଜରୁ ଇସ୍ତଫା ଦେବା ପରେ ପୁନ୍ୟ ପ୍ରସୁନ ବାଜପାୟୀଙ୍କୁ ନେଇ ସବୁଠି…

କନକ ବ୍ୟୁରୋ : କାହିଁକି ଗଲା ସାମ୍ବାଦିକଙ୍କ ଚାକିରି । ଏବିପି ନ୍ୟୁଜର ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୁନ ବାଜପାୟୀଙ୍କ ଇସ୍ତଫା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ପୁଣ୍ୟ ପ୍ରସୁନ କରୁଥିବା ସୋ-ମାଷ୍ଟର ଷ୍ଟ୍ରୋକର ଭିଡିଓ କ୍ଲିପ୍ ସହ ସୋସିଆଲ ମିଡିଆରେ ଆସୁଛି ଘନଘନ ମତାମତ । ବିରୋଧୀ ଦଳ…

ଆଦାୟ ହେଲା ମିନିମମ୍ ବାଲାନ୍ସ ପାଇଁ ଜୋରିମାନା ! ୨୦୧୭-୧୮ବର୍ଷରେ ୫ହଜାର କୋଟି ଟଙ୍କା ଆଦାୟ କରିଲେ ବ୍ୟାଙ୍କ୍, ଏସବିଆଇ…

କନକ ବ୍ୟୁରୋ : ଫାଇନ ଆଦାୟ କରିଲେ ବ୍ୟାଙ୍କ୍ । ୨୦୧୭-୧୮ ବର୍ଷରେ ସବୁଠୁ ଅଧିକ ୫ହଜାର କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି । ନିଜ ବ୍ୟାଙ୍କ୍ ଆକାଉଂଟରେ ନିର୍ଧାରିତ ସର୍ବନିମ୍ନ ଜମାରାଶି ନରଖିଥିବା ବ୍ୟକ୍ତିଙ୍କଠାରୁ ଏହି ଫାଇନ ଆଦାୟ କରିଛନ୍ତି ବିଭିନ୍ନ ବ୍ୟାଙ୍କ । ଏହିସବୁ ବ୍ୟାଙ୍କ୍…

ଏଟିଏମକୁ ୧୦୦ ଟଙ୍କା ପାଇଁ କ୍ଲିକ କଲେ ବାହାରିଲା ଆଠ ଲକ୍ଷରୁ ଅଧିକ ଟଙ୍କା । ଜାଣନ୍ତୁ କଣ ଥିଲା ଏହା ପଛର ରହସ୍ୟ ।

ଏଟିଏମରୁ ଆମେ ଯେତିକି ଟଙ୍କା ବାହାର କରିବାକୁ ଚାହିଁବା ସେତିକି ଟଙ୍କା ହିଁ ବାହାରିଥାଏ । ବିହାରର ଜହାନାବାଦସ୍ଥିତ ପ୍ରଚୀନ ଦେବୀ ମନ୍ଦିର ପାଖରେ ଥିବା ଇଣ୍ଡିୟାନ୍ ବ୍ୟାଙ୍କର ଏଟିଏମରେ ଗତ ଶୁକ୍ରବାର ଜଣେ ଗ୍ରାହକ ୧୦୦ଟଙ୍କା ବହାର କରିବା ପାଇଁ ବଟନ୍ ଦବାଇଥିଲେ କିନ୍ତୁ ୧୦୦ଟଙ୍କା ବଦଳରେ…

ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବ ଭାରତ ! ସୀମାରେ ମୁତୟନ ହେବ ୪୦୦ରୁ ଅଧିକ ଅତ୍ୟାଧୁନିକ ତୋପ ।

ସେନାକୁ ରହିଛି ଅଧିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା । ପ୍ରାୟ ୪୦୦ରୁ ଅଧିକ ତୋପ ଆବଶ୍ୟକ କରୁଛି ଭାରତୀୟ ସେନା । ଆଉ ଏଥିରେ ଏମିତି ଆଧୁନିକ ତୋପ ସାମିଲ ରହିଛି ଯାହାକୁ ଭାରତ-ପାକିସ୍ତାନ ଏବଂ ଚୀନର ସୀମାରେ ନିୟୋଜିତ କରାଯିବ । ଭାରତୀୟ ସେନା ଆହୁରି ଅଧିକ ଶକ୍ତିଶାଳୀ ହେବ। ସେନାକୁ ୪୦୦…

ଉନ୍ମୋଚିତ ହେଲା ରୁବିନ୍ ବାନାର୍ଜୀଙ୍କ ପୁସ୍ତକ ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଲା ନୂଆ…

କନକ ବ୍ୟୁରୋ : ରାଜନୀତିକୁ କେମିତି ଆସିଲେ ନବୀନ ପଟ୍ଟନାୟକ । ଜଣେ ଲେଖକ କେମିତି ବନିଲେ ପୋଖତ ରାଜନେତା । ନବୀନ ପଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଆଜି ଉନ୍ମୋଚିତ ହୋଇଛି । ଏଥିରେ ଲେଖକ ରୁବେନ୍ ବାନାର୍ଜୀ, ପ୍ରଥମେ କେମିତି ପ୍ରେମ ପଟ୍ଟନାୟକ ଓ ଗୀତା ମେହେଟା ନିର୍ବାଚନ ଲଢିବାକୁ…