Daily Archives

July 31, 2018

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟେଷ୍ଟ ଶୃଙ୍ଖଳା ! ଭାରତ-ଇଂଲଣ୍ଡ ମହାଲଢେଇ, କିଏ ମାରିବ ବାଜି ?

ବୁଧବାରଠାରୁ ଏଜବାଷ୍ଟନଠାରେ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଇଂଲଣ୍ଡର ୧,୦୦୦ତମ ଟେଷ୍ଟ୍ ହେବ। ଏହି ଐତିହାସିକ ଟେଷ୍ଟକୁ ଜିତି ଇଂଲଣ୍ଡ ଶୃଙ୍ଖଳା ଆରମ୍ଭରୁ ଭ୍ରମଣକାରୀ ଭାରତକୁ ଚାପରେ ରଖିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଘରୋଇ ଦଳକୁ ଆରମ୍ଭରୁ ଏକ ଶକ୍ତ ଧକ୍କା ଦେବା…

ପାକିସ୍ତାନ ଆଡକୁ ବନ୍ଧୁତାର ଗୋଟିଏ ପାଦ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି ।ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ…

କନକ ବ୍ୟୁରୋ : ପାକିସ୍ତାନରେ ନୂଆ ସରକାର ଶପଥ ନେବାକୁ ଯାଉଥିବାବେଳେ ଭାରତ ସହିତ ପଡୋଶୀର ସଂପର୍କରେ ସୁଧାର ନେଇ ମିଳିଛି ସଂକେତ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାରଣ ଇମ୍ରାନଙ୍କ ପାର୍ଟି ସବୁଠାରୁ ବଡଦଳ ଭାବେ…

ମାତ୍ର ୨ଟି ପାପୁଲିରେ ୪୬୦୦ ଫୁଟ ଉପରେ ଛିଡା ହୋଇଛି ବ୍ରିଜ । ଜାଣନ୍ତୁ କେଉଁଠି ରହିଛି ଏଭଳି ବ୍ରିଜ

ଭିଏତନାମରେ ଏକ ଭିନ୍ନ ଧରଣର ପାଦଚଲା ବ୍ରିଜ ନିର୍ମାଣ କରାଯାଇଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେନ୍ଦ୍ରୀୟ ଭିଏତନାମର ଡା ନାଙ୍ଗରେ ଥିବା ବା ନା ପର୍ବତ ଉପରେ ଦ ଗୋଲଡେନ ବ୍ରିଜ ରହିଛି । ଯାହା ମାତ୍ର ଦୁଇଟି ପାପୁଲି ଆକୃତିର ଖମ୍ବ ଉପରେ ଛିଡା ହୋଇଛି । ଏହାକୁ ଦୁନିଆର ସୁବଠୁ…

ସୁନ୍ଦରୀ ଗର୍ଲଫ୍ରେଣ୍ଡ ଜରିଆରେ ବ୍ୟବସାୟୀଙ୍କୁ ବ୍ଲାକମେଲିଂ ! ଟଙ୍କା ପାଇଁ ଗଲାବେଳେ ଉଠାଇ ନେଲା ପୋଲିସ ।

କନକ ବ୍ୟୁରୋ : ନିଉଜ୍ କରୁ କରୁ ନିଜେ ନିଉଜ ହୋଇଗଲେ ନିଉଜ ପୋର୍ଟାଲ ମାଲିକ । ଧରା ପଡିଲା ନିଉଜ ପୋର୍ଟାଲ ମାଲିକର ଦଲାଲଗିରି । ସୁନ୍ଦରୀ ଗର୍ଲଫ୍ରେଣ୍ଡକୁ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ, ଅଶ୍ଳିଳ ଭିଡିଓ ଭାଇରାଲର ଧମକ ଦେଉଥିଲା ଏହି ଦଲାଲ ଜଣକ । ତେବେ ଦଲାଲ ଗିରଫ ହେବା ପରେ ତା…

ଯେକୌଣସି ମୁହୂର୍ତରେ ନିର୍ବାଚନ ପାଇଁ ପ୍ରସ୍ତୁତ ଓଡିଶା ନିର୍ବାଚନ ଅଧିକାରୀ! ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ସ୍ତରରେ…

କନକ ବ୍ୟୁରୋ : ଯେକୌଣସି ସମୟରେ ନିର୍ବାଚନକୁ ଯିବା ପାଇଁ ପ୍ରସ୍ତୁତ ଓଡିଶା ନିର୍ବାଚନ ଅଧିକାରୀ । ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାରେ ପହଁଚିବ ଇଭିଏମ୍ । ଏହା ସହ ଅକ୍ଟୋବର ମାସ ଭିତରେ ଭିଭିପାଟ୍ ମେସିନ ପହଂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦୧୯ ଜାନୁୟାରୀ ୪…

ନୀଳଗିରିର ସ୍ପାଇଡର ରୋବର୍ଟ ! ଯୁଦ୍ଧ କ୍ଷେତ୍ରରେ ସେନାକୁ ସହାୟତା ଯୋଗାଇଦେବ ଯନ୍ତ୍ର ମାନବ, ପାହାଡ ଓ ଜଙ୍ଗଲରେ ବି…

କନକ ବ୍ୟୁରୋ : ନୀଳଗିରି କାନପୁର ଗାଁର ନୀଳମାଧବ ବେହେରା । ବୟସ ମାତ୍ର ୨୦ । ହେଲେ ସେ ଉଦଭାବନ କରିବାକୁ ବସିଛନ୍ତି ଏକ ନୂଆ ପ୍ରକାରର ସ୍ପାଇଡର ରୋବଟ୍ । ଯେଉଁ ରୋବଟ୍ ଘଂଚ ଜଙ୍ଗଲ ଓ ପାହାଡ଼ରେ ଶତ୍ରୁପକ୍ଷକୁ ମୁକାବିଲା କରିପାରିବ । ପୂର୍ବରୁ ହ୍ୟୁମାନଏଡ୍ ରୋବଟ୍ ଓ ସ୍ମାର୍ଟ ଚେୟାର ଉଦ୍ଭାବନ…