Daily Archives

July 30, 2018

ଗ୍ୟାସ ରଖିବା ପୂର୍ବରୁ ଓଜନ କରନ୍ତୁ ନହେଲେ ହୋଇପାରନ୍ତି ଠକାମିର ଶିକାର ! ଗ୍ୟାସ ସିଲିଣ୍ଡରରେ ହେଉଛି ଠକାମି, ପ୍ରତି…

ଉପଭୋକ୍ତାଙ୍କ ଘରେ ପହଞ୍ଚୁଥିବା ଗ୍ୟାସ ସିଲିଣ୍ଡରରେ କେତେ କିଲୋଗ୍ରାମର ରହିବା କଥା ତାହା ପୂର୍ବରୁ ନିର୍ଧାରିତ କରାଯାଇଛି । ସେଥିପାଇଁ ଉପଭୋକ୍ତାଙ୍କ ଘରେ ଗ୍ୟାସ ପହଞ୍ଚିବା ପରେ ଗ୍ରାହକ ମାନେ ସିଲିଣ୍ଡରରେ କେତେ କିଲୋଗ୍ରାମ ଗ୍ୟାସ ରହିଛି ତାହା ଯାଞ୍ଚ ନକରି କ୍ରୟ କରିଥାନ୍ତି । ଏହାର…

ଚାଷୀଙ୍କୁ ଫସଲ ବୀମା ରାଶି ମିଳିବା ନେଇ ରାଜନୀତି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ଓ ଜୁଏଲ,…

କନକ ବ୍ୟୁରୋ: ରାଜ୍ୟ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଏକ ଚକିଆ ସାଇକେଲରେ ୨୧ ହଜାର ମାଇଲ ଯାତ୍ରା ! ବିଶ୍ୱ ଭ୍ରମଣ କରି ଏହି ଯୁବକ କଲେ ରେକର୍ଡ ।

ପୁରା ଦୁନିଆର ଭ୍ରମଣ କରିବା ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଭ୍ରମଣ ଯଦି ସାଇକେଲ ଦ୍ୱାରା କରାଯିବା ନେଇ ପ୍ରଶ୍ନ ଉଠେ ତେବେ ନିଶ୍ଚିତ ଭାବରେ ସମସ୍ତେ ପଛଘୁଂଛା ଦେବେ । କିନ୍ତୁ ଏଭଳି କାରନାମା କରି ଦେଖାଇଛନ୍ତି ବ୍ରିଟେନର ୨୧ ବର୍ଷୀୟ ଯୁବକ । ତାଙ୍କ ନାମ ହେଉଛି ଇଡି ପ୍ରେଟ୍ । ଯିଏକି…

ଜଣେ ଗରିବ ବ୍ୟକ୍ତିଙ୍କ ସଫଳତାର କାହାଣୀ ! ପିଲାଦିନେ ରାସ୍ତା କଡରେ ବିକ୍ରି କରୁଥିଲେ ଲଡୁ ଏବଂ ଗୋଲା, ଏବେ ୩୦ କୋଟିର…

ଦୃଢ ମନବଳ ଏବଂ ଇଚ୍ଛା ଶକ୍ତିଥିଲେ କୌଣସି ବି କାମ ଅସମ୍ଭବ ହୋଇନଥାଏ । ଅର୍ଥାତ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚିବାରେ ରୋକିପାରିବ ନାହିଁ । ଦେଶର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ତାଙ୍କ ଲକ୍ଷ ସ୍ଥଳରେ…

ଟ୍ରାଫିକ କର୍ମଚାରୀଙ୍କ ପାଇଁ ଆସିଲା କୁଲିଂ ଜ୍ୟାକେଟ, ଆଉ ଖରାରେ ହନ୍ତସନ୍ତ ହେବେନି ଟ୍ରାଫିକ କର୍ମଚାରୀ ।

କନକ ବ୍ୟୁରୋ : ଟ୍ରାଫିକ କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଟ୍ରାଫିକ କର୍ମଚାରୀଙ୍କ ପାଇଁ ଆସିଲା କୁଲିଂ ଜ୍ୟାକେଟ । ଯାହା ଖରାରେ ଛିଡା ହୋଇ କାମ କରୁଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି । କାରଣ ଏହି କୁଲିଂ ଜ୍ୟାକେଟ ପିନ୍ଧିବା ଦ୍ୱାରା ତାପମାତ୍ରା ୧୦ରୁ ୧୨…

ମହାନଦୀ ଗର୍ଭରେ ଠାବ ହେଲା ଟ୍ରକ : ୧୦ ଘଣ୍ଟା ଅପରେସନ ପରେ ମିଳିଲା ସନ୍ଧାନ, କାଲି ପାଣିରୁ ବାହାର କରିବାକୁ ହେବ…

କନକ ବ୍ୟୁରୋ: ମହାନଦୀରେ ବୁଡିଥିବା ଟ୍ରକକୁ ଠାବ କଲେ ଉଦ୍ଧାରକାରୀ ଦଳ । ଗତକାଲି ଜଗତସିଂହପୁର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିପଡିଥିଲା ୧୪ ଚକିଆ ଟ୍ରକ । ଉଦ୍ଧାରକାରୀ ଦଳଙ୍କ କହିବା ମୁତାବକ ଟ୍ରକଟି ବର୍ତ୍ତମାନ ପାଖାପାଖି ୪୦ ଫୁଟ ଗଭୀର ପାଣିରେ ଠାବ ହୋଇଛି । ପ୍ରତିକୂଳ ପାଗ ଯୋଗୁଁ ଆଜି…