Daily Archives

July 29, 2018

ଆପଣଙ୍କ ଆଧାର ସୁରକ୍ଷିତ ତ? ଟ୍ରାଇ ଚେୟାରମ୍ୟାନଙ୍କ ଦମ୍ଭୋକ୍ତି ଭାଙ୍ଗିଦେଲେ ଫ୍ରାନ୍ସ ଆଇଟି ଏକ୍ସପର୍ଟ, ୧ ଘଣ୍ଟା…

କନକ ବ୍ୟୁରୋ : ସରକାରୀ ଯୋଜନାଗୁଡିକର ଲାଭ ଉଠାଇବାକୁ ହେଲେ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ଏହା ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି, ଯାହାକୁ ନେଇ ବାରମ୍ବାର ଆପତି ହୋଇଆସୁଛି । ବିଶେଷ କରି ବ୍ୟକ୍ତିଗତ ଗୋପନୀୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିବାଦ ଜୋର…

ପ୍ରସ୍ତୁତ ହେଉଛି ମୈଦାନ, ଆଗୁଆ ହେବ କି ଲଢେଇ ? ଉତ୍ତରପ୍ରଦେଶରୁ ଆସିବ ୧ ଲକ୍ଷ ଇଭିଏମ, ଆଗୁଆ ନିର୍ବାଚନ ନେଇ ମିଳିଲା…

କନକ ବ୍ୟୁରୋ : ନଭେମ୍ବର ସୁଦ୍ଧା ସରିବ ନିର୍ବାଚନ ପ୍ରସ୍ତୁତି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ସୁଦ୍ଧା ନିର୍ବାଚନ ପ୍ରସ୍ତୁତି ସାରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି କ୍ରମରେ ଜୋରଦାର ହୋଇଛି ପ୍ରସ୍ତୁତି । ଆଜି ୧୬୬ ବିଡିଓଙ୍କ ସମେତ…

କାର ପ୍ରେମିଙ୍କ ପାଇଁ ଏକ ଖୁସିର ଖବର ! ଖୁବ ଶିଘ୍ର ଭାରତକୁ ଲଞ୍ଚ ହେବାକୁ ଯାଉଛି ହ୍ୟୁଣ୍ଡାଇ ଇଲେକ୍ଟ୍ରିକ ଏସୟୁଭି ।

ପେଟ୍ରୋଲ ଡିଜେଲକୁ ନେଇ ଗାଡି ଚାଳକମାନେ ଚନ୍ତାରେ ଥିବା ବେଳେ ହ୍ୟୁଣ୍ଡାଇ ମୋଟର୍ସ କାର ପ୍ରେମି ମାନଙ୍କ ପାଇଁ ଏକ ଇଲେକ୍ଟ୍ରିକ ଏସୟୁଭି ଲଞ୍ଚ କରିବାକୁ ଯାଉଛି । ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଚିନ୍ତାରେ ପଡିଥିବା ବେଳେ ଅନେକ ଇଲେକ୍ଟ୍ରିକ ବାଇକ, ସ୍କୁଟି ଏବଂ ଅଟୋ ଇତ୍ୟାଦି ବଜାରକୁ…

ବାଘ ଦିବସରେ ବଡ ଖବର । ରାଇଗୁଡାର ପ୍ରେମ କାହାଣୀ, ଏକାଠି ହେଲେ ସାତକୋଶିଆ ବାଘୁଣୀ ଓ ମଧ୍ୟପ୍ରଦେଶ ବାଘ ।

କନକ ବ୍ୟୁରୋ : ଓଡିଶା ବାଘୁଣୀ ପ୍ରେମରେ ମହାବୀର । ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆ ଆସିଥିବା ଯୁବ ବାଘ ମହାବୀର, ଏଠାରେ ପୂର୍ବରୁ ଥିବା ବାଘୁଣୀ ସହ ଏକାଠି ବୁଲୁଥିବାର ସୂଚନା ପାଇଛି ବନବିଭାଗ । ସାତକୋଶିଆ କର୍ତ୍ତୃପକ୍ଷ ଆକଳନ କରିଥିଲେ ଯେ, ପ୍ରଥମେ ମହାବୀରକୁ…

ଗୁଜୁରାଟ ରାଜ୍ୟ ସରକାରଙ୍କ ବଡ ଘୋଷଣା ! ନବରାତ୍ରୀରେ ସ୍କୁଲ କଲେଜ ଗୁଡିକୁ ଦିଆଯିବ ଏକ ସପ୍ତାହ ଛୁଟି ।

ନବରାତ୍ରୀରେ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯିବାର ନିର୍ଣ୍ଣୟ ନେଇଛନ୍ତି ରାଜ୍ୟସରକାର । ଗୁଜରାଟର ଶିକ୍ଷା ରାଜ୍ୟମନ୍ତ୍ରୀ ବିଭାବରୀ ବେନ ଭାବନଗଡରେ ଏକ ବୈଠକ ଆୟୋଜନ କରିଥିଲେ । ଏହି ଆୟୋଜିତ ବୈଠକରେ ରାଜ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ଏଥିରେ ସାମିଲ ଥିଲେ । ଏହି…

ପୋଲ ଉପରୁ ସିଧା ମହାନଦୀ ଭିତରକୁ ଖସିଲା ଟ୍ରକ । ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ମହାନଦୀକୁ ପୁଣି ଥରେ ଏକ ଟ୍ରକ୍ ଖସିପଡ଼ିଛି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇ ଠାରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ନମ୍ବର-୫(କ)ରେ ପାରାଦୀପ ଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ଆଜି ଅପରାହ୍ନରେ ପ୍ରାୟ ୪ଟାରେ…