Daily Archives

July 28, 2018

ପୋଲିସ ସେବା କ୍ଷେତ୍ରରେ ବିରଳ, ଲୋକ ଫେରି ପାଇଲେ ଲୁଟ୍ ସାମଗ୍ରୀ । ମାତ୍ର ୮ଦିନ ଭିତରେ ୮୦ ଲକ୍ଷ ଟଙ୍କାର ଲୁଟ୍…

କନକ ବ୍ୟୁରୋ : ପୋଲିସ ଫେରାଇଲା ଲୁଟ୍ ସାମଗ୍ରୀ । ଘରୁ ଚୋରି ହେବାର ମାତ୍ର ୮ ଦିନ ଭିତରେ ଲୋକେ ନିଜ ନିଜ ଜିନିଷ ଫେରିପାଇଛନ୍ତି । ଦୁଇ ଦିନ ତଳେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋରକୁ ପୋଲିସ ଗିରଫ କରିଥିଲା । ତା ନିକଟରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲାପଟପ୍, ମୋବାଇଲ୍ ଓ…

ମନ୍ଦିର ପୂଜାରୀର ରାକ୍ଷସ ରୂପ । ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ବି ଛାଡିଲେନି, ଘରକୁ ଡାକିନେଇ କଲେ…

ମହିଳାଙ୍କ ଇଜ୍ଜତ ସହ ଖେଳ ଖେଳିଲେ ମନ୍ଦିର ପୂଜାରୀ । ଯେଉଁ ମନ୍ଦିରକୁ ଭଗବାନଙ୍କ ଆର୍ଶୀବାଦ ନେବାକୁ ମହିଳା ଯାଇଥିଲେ ସେଠାରେ ତାଙ୍କର ଇଜ୍ଜତ ସହ ଖେଳ ଖେଳିବାକୁ ପଛାଇଲା ନାହିଁ ପୂଜାରୀ । ଅନ୍ୟକୁ ଧର୍ମର ବାଣୀ କହୁଥିବା ପୂଜାରୀର ମନ ଭିତରେ ଯେ, ରାକ୍ଷସ ପ୍ରବୃତ୍ତି ଲୁଚି ରହିଛି ତାହା…

KurKureରେ ମିଶିଛି ପ୍ଲାଷ୍ଟିକ ? ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆରମ୍ଭ ହେଲା ଆଇନଗତ…

ଆପଣ କେବେ ପେପସୀ କମ୍ପାନୀର ସ୍ନାକ୍ସ KurKureରେ ପ୍ଲାଷ୍ଟିକ ମିଶିଥିବା ଘଟଣା ଶୁଣିଛନ୍ତି କି ? ଯଦି ଶୁଣିଛନ୍ତି ତେବେ ଏହାକୁ ଅଣଦେଖା କରିଦିଅନ୍ତୁ । ଏବଂ ଭୁଲରେ ମଧ୍ୟ ଏହାକୁ ଫେସବୁକ କିମ୍ବା ଟ୍ୱିଟରରେ ପୋଷ୍ଟ କରନ୍ତୁ ନାହିଁ । ପେପସୀ କମ୍ପାନୀ ଏଭଳି ପୋଷ୍ଟ ଉପରେ ଏବେ କଡା…

ଐତିହ୍ୟ କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରି ଧର୍ମେନ୍ଦ୍ରଙ୍କ ଗୁଗଲି । ପରୋକ୍ଷରେ ତୀର ମାରି କହିଲେ, ପାଇକ ବିଦ୍ରୋହ…

କନକ ବ୍ୟୁରୋ: ପୁରୀ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଗତକାଲି ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି । କିନ୍ତୁ ଐତିହ୍ୟ କ୍ୟାବିନେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ…

ପାଠ ପଢା ଚୁଲିକି ଯାଉ, ଆଗ ମୋ ଶୋଇବା ହେଉ । କ୍ଲାସରୁମରେ ଶୋଇପଡିଲେ ଶିକ୍ଷକ, ଭିଡିଓ କରି ଭାଇରାଲ କଲେ ଛାତ୍ରଛାତ୍ରୀ ।

ସାଧାରଣତଃ ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷକ ମାନେ ନଜର ରଖିଥାନ୍ତି । କିନ୍ତୁ ବିହାରରେ ଏହାର ଓଲଟା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କ ଉପରେ ନଜର ରଖିବା ସହ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଶିକ୍ଷକଙ୍କ…

‘ଧଡକ’ ଯୋଡିଙ୍କ ପ୍ରଥମ ଫଟୋସୁଟ୍ : ମାଗାଜିନରେ ସ୍ଥାନ ପାଇଲା ଜାହ୍ନବୀ-ଇଶାନଙ୍କ ଫଟୋ

ଚଳଚ୍ଚିତ୍ର ‘ଧଡକ’ରେ ନିଜ ମ୍ୟାଜିକାଲ୍ କେମେଷ୍ଟ୍ରୀ ଭେଟି ଦେଇଥିବା ରୋମାଂଟିକ୍ ଯୋଡି ଜାହ୍ନବୀ–ଇଶାନଙ୍କ ରୋମାନ୍ସ ପୁଣିଥରେ ଦେଖିବାକୁ ମିଳିଛି । ଫିଲ୍ମଫେୟାର୍ ମାଗାଜିନ୍ ପାଇଁ କରାଇଥିବା ଏକ ଫଟୋସୁଟରେ ଏହି ଯୋଡିଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ମାଗାଜିନର ଜୁଲାଇ ମାସ…